Swastik Tv News Odisha

Part-2 ପୁଣି ଥରେ ପପୁ ଭାଈଙ୍କ କଣ୍ଠରୁ…ଝୁଲୁରେ ନିତାଇ ଝୁଲ୍ …ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି….

0

ବନ୍ଧୁଗଣ ଭଜନ, ସଙ୍କୀର୍ତ୍ତନ ର ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ତ ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ। ମଞ୍ଚରେ କଳାକାର ମାନେ ପୌରାଣିକ କଥାବସ୍ତୁ କୁ ନେଇ ନାଟକ ପରିବେଷଣ କରିଥାନ୍ତି। ଯାହା ଲୋକ ମାନଙ୍କୁ ସେମନଙ୍କର ଭକ୍ତି ପରମ୍ପରା ସଂସ୍କୃତିକୁ ମନେ ପକାଇ ଦେଇଥାଏ। ଏହାକୁ ଦେଖି ଲୋକେ ବହୁତ୍ ଖୁସି ହୁଅନ୍ତି ଏବଂ ଆନନ୍ଦିତ ହୁଅନ୍ତି। ତେବେ ଏହି କ୍ରମରେ ଆପଣ ଅନେକ ଭିଡିଓ ଗୁଡ଼ିକ ଦେଖିଥିବେ। ସେହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି। ତାହା ହେଉଛି ଝୁଲରେ ନିତାଇ ଝୁଲ ଗୀତକୁ ଗାଉଥିବା ଜଣେ ଯୁବ କଳାକାରଙ୍କ ଭିଡିଓ।

ତେବେ ଏବେ ଯେଉଁ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। କାରଣ ଏଠାରେ ଏହି ଭିଡିଓରେ ଜଣେ ଯୁବକ ନାରଦ ବେଶରେ ଆକର୍ଷଣୀୟ ଅଭିନୟ କରୁଥିବା ଦେଖିବାକୁ ମିଳିଛି।ତେବେ ଆପଣ ତ ଏପରି ପୌରାଣିକ କାର୍ଯ୍ୟକ୍ରମ ଦେଖିବାକୁ ଭଲ ପାଉଥିବେ। ଏହାକୁ ଦେଖିବାକୁ ଦେଖିବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି। ଏହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ। ଏବଂ ଆମ ସଂସ୍କୃତିକୁ ପୁଣିଥରେ ଉଜ୍ଜିବିତ କରିଥାଏ।ସଙ୍ଗୀତ, ନୃତ୍ୟ ଏବଂ ଅଭିନୟ ମାଧ୍ଯମରେ ଏଭଳି ନାଟକ ପରିବେଷଣ ହୋଇଥାଏ। ଯାହାକୁ ଦେଖିବାକୁ ଲୋକେ ଆଗ୍ରହର ସହ ଯାଇଥାନ୍ତି।

ତେବେ ଏଭଳି ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ପୌରାଣିକ କଥାବସ୍ତୁ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୁଡ଼ିକ ଆମ ଜୀବନରେ ଏକ ଭାବ ଆନନ୍ଦର ରସ ଭରିଦିଏ।ଯେତେବେଳେ ବି ଆମେ ଏଭଳି କିଛି କାର୍ଯ୍ୟକ୍ରମ ଦେଖିବାକୁ ପାଉ, ଆମେ ଟିକିଏ ଦେଖିବା ପାଇଁ ଅଟକି ଯାଇଥାଉ। ଏମିତି ରେ ବି ଆମେ କେଉଁଠି ଭାବପୂର୍ଣ୍ଣ ଭଜନ ବାଜିଲେ କିମ୍ଵା ସଙ୍କୀର୍ତ୍ତନ ହେଉଥିଲେ ଏହାକୁ ଶୁଣି ନାଚି ଉଠି ଥାଉ, ଖୁସି ହୋଇଯାଉ।ଆଉ ଟିକିଏ ଏପରି ଦୃଶ୍ୟକୁ ଦେଖି ଦେଲେ ଆମକୁ ବହୁତ୍ ଖୁସି ଲାଗିଥାଏ।ଅନେକ ଜଣ ଏପରି ସାଂସ୍କୃତିକ ମାହଲକୁ ବହୁତ୍ ଭଲ ପାଆନ୍ତି। ଆଉ ଯିଏ ଏପରି କାର୍ଯ୍ୟକ୍ରମ କୁ ଭଲ ପାଏ ସେ ଏହାକୁ ଦେଖିଲେ କିମ୍ୱା ଦେଖିବାର ସୁଯୋଗ ମିଳିଲେ ଏହାକୁ ହାତଛଡ଼ା କରେ ନାହିଁ।

ଯେମିତି ବି ହେଉ ସେ ଏଭଲି କାର୍ଯ୍ୟକ୍ରମରେ ଯୋଗ ଦିଏ ଏବଂ ବହୁତ୍ ଖୁସି ହୁଏ।ତେଣୁ ଏଥିପାଇଁ କୌଣସି ବି ନିର୍ଦ୍ଦିଷ୍ଟ ସ୍ଥାନ ନଥାଏ। ସେହିପରି ଏଠାରେ ଏହି ଭିଡିଓ ରେ ଯେଉଁଭଳି ଭାବରେ ଯୁବକ ଜଣଙ୍କ ନାରଦର ଅଭିନୟ ସାଙ୍ଗକୁ ଝୁଲରେ ନିତାଇ ଝୁଲ ଗୀତକୁ ଭାବର ସହ ଗାଉଛନ୍ତି ତାହା ଦର୍ଶକ ଏବଂ ଶ୍ରୋତା ମାନଙ୍କ ମନକୁ କିଣି ନେଉଛି।ଆପଣ ବି ଥରେ ଏହାକୁ ନିଶ୍ଚିତ ଦେଖନ୍ତୁ।ଏହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.