ଆଜିକାଲି ମହିଳା ମାନଙ୍କ ପ୍ରେଗନେନ୍ସି କୁ ନେଇ ଅନେକ ଅସୁବିଧା ଦେଖିବାକୁ ମିଳୁଛି ।ତେବେ ବହୁତ ସମୟରେ ସେମାନେ ଜାଣି ପାରୁ ନାହାନ୍ତି କି କୋଉ ସମୟରେ ରିଲେଶନ ରଖିଲେ ଗର୍ଭଧାରଣ କରିବା ସହଜ ହେଇଥାଏ ।ଏହା ବ୍ୟତିତ ପିରିୟଡ଼ ସମୟରେ ରିଲେଶନ ରଖିଲେ ଜଣେ କଣ ପ୍ରେଗନେଣ୍ଟ ହେଇ ପାରିବେ !ଏମିତି କିଛି କଥା ଗୁଡିକ ବିଷୟରେ ବହୁତ ମହିଳା ଜାଣି ନଥାନ୍ତି, ତେବେ ଆମେ ଆଜି ଆଲୋଚନା କରିବା ପିରିୟଡ଼ ସମୟରେ ରିଲେଶନ ରଖିବା ଠିକ କି ।ଆଉ କୋଉ କୋଉ ମହିଳା ମାନେ ପିରିୟଡ଼ ସମୟରେ ରିଲେଶନ ରଖିଲେ ପ୍ରେଗନେଣ୍ଟ ହେଇପାରିବେ ।
ତେବେ ପ୍ରଥମ କଥା ହେଉଛି କି ପ୍ରେଗନେନ୍ସି ପାଇଁ ଆପଣ ଚେଷ୍ଟା କରୁଥିଲେ ଅଭଲୁୟସନ ସମୟ କୁ ଭଲ ଭାବରେ ଜାଣିବା ଦରକାର ।ଅଭଲୁୟସନ ସମୟ, ଏହି ସମୟରେ ମହିଳା ଙ୍କ ଶରୀର ରେ ଅଣ୍ଡା ତିଆରି ହେଇଥାଏ ।ତେବେ ନାରୀର ପିରିୟଡ଼ ସମୟରେ ଗର୍ଭାଶୟ ଖୋଲାଥାଏ ନହେଲେ ଓଭଲୁୟସନ ଡେଟ ରେ ।ଆଉ ଏହି ସମୟରେ ସ୍ପର୍ମ ସହିତ ଅଣ୍ଡା ଠିକରେ ମିଶିଥାଏ ଓ ମହିଳା ଙ୍କ ପାଇଁ ପ୍ରେଗନେଣ୍ଟ ହେବା ସହଜ ହେଇଥାଏ ।ତେବେ ସବୁ ମହିଳା ମାନଙ୍କର ପିରିୟଡ଼ ସାଇକେଲ ଭିତରେ ବ୍ୟବଧାନ ଅଲଗା ଅଲଗା ରହିଥାଏ ।ଗୋଟିଏ ନର୍ମାଲ ପିରିୟଡ଼ ସାଇକେଲ 28 ରୁ 30 ଦିନ ଅନ୍ତରରେ ଆସିଥାଏ ଆଉ କିଛି ଜଣଙ୍କ କେଶରେ 15 ରୁ 21 ଦିନ ରେ ପିରିୟଡ଼ ସାଇକେଲ ଆସିଥାଏ ।
ପିରିୟଡ଼ ସାଇକେଲ ର ବ୍ୟବଧାନ ଅନୁସାରେ ଜଣେ ମହିଳା ଶରୀରରେ ଅଣ୍ଡା ତିଆରି ହେଇଥାଏ । ଆଉ ଜଣେ ମହିଳା ଙ୍କ ପିରିୟଡ଼ ସାଇକେଲ ର 14 ଦିନ ଭିତରେ ଅଭଲ୍ୟୁସନ ହେଇଥାଏ ତେଣୁ ଆପଣ 14 ଦିନରୁ 7 ଦିନ ବାହାର କରିଦେଲେ ଯେଉଁ ଦିନ ଆସିବ ସେହିଦିନ ରିଲେଶନ ରଖିବା ଖୁବ ଭକ ପ୍ରେଗନେନ୍ସି କଣସିଭ ପାଇଁ ।ଏହା ବ୍ୟତୀତ ଯେଉଁ ମହିଳା ମାନଙ୍କ ପିରିୟଡ଼ ସାଇକେଲ ଅଳ ଦିନର ସେମାନଙ୍କ ର ଅଭଲ୍ୟୁସନ ପିରିୟଡ଼ ର ଦ୍ଵିତୀୟ କି ତୃତୀୟ ଦିନରେ ଆରମ୍ଭ ହେଇଯାଏ ।ତେଣୁ ସେତେବେଳେ ସ୍ୱାମୀ ସମ୍ପର୍କ ରଖିପାରିବେ ପ୍ରେଗନେନ୍ସି ପାଇଁ ।
ଏହା ଛଡା ଓଭଲୁୟସନ ଡେଟ ର 2 ରୁ 3 ଦିନ ପୂର୍ବରୁ ରିଲେଶନ ରଖିଲେ ବା ଓଭଲୁୟସନ ଡେଟ ଦିନ ରିଲେଶନ ରଖିଲେ ଆପଣ ଗର୍ଭବତୀ ହେବାର ବହୁତ ସମ୍ଭାବନା ରହିଥାଏ ।କାରଣ ପୁରୁଷର ସ୍ପର୍ମ ନାରୀ ଭିତରେ 2 ରୁ 3 ଦିନ ଯାଏ ଜୀବିତ ରହିଥାଏ କିନ୍ତୁ ନାରୀର ଅଣ୍ଡା 24 ଘଂଟା ଜୀବିତ ରହେ ।ତେବେ ପିରିୟଡ଼ ସମୟରେ ସେହି ମହିଳା ରିଲେଶନ ରଖିବେ ଯେଉଁ ମାନଙ୍କ ର ପିରିୟଡ଼ ସାଇକେଲ ଅଳ୍ପ ଦିନର । କିନ୍ତୁ ଅଧିକ ଦିନ ପିରିୟଡ଼ ସାଇକେଲ ଥିବା ମହିଳା ମାନେ ପିରିୟଡ଼ ବେକେ ରିଲେଶନ ରଖିବେ ନାହିଁ ।ଏହା ବ୍ୟତୀତ ପିରିୟଡ଼ ସମୟରେ ରିଲେଶନ ରଖିବା ପରେ ଆପଣ ଆହଜେନ ପ୍ରତି ବିଶେଷ ଧ୍ୟାନ ଦେବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।