Swastik Tv News Odisha

Periods ଆଣିବାର ସବୁଠୁ ସହଜ ଘରୋଇ ଉପାୟ | Home Remedies for Irregular Periods

0

ଆମେ ସମସ୍ତେ ଜାଣିଛୁ ମହିଳା ଙ୍କ ପାଖରେ ଏକ ନିର୍ଦ୍ଦିଷ୍ଟ ବୟସ ରେ ଏହି କ୍ଷମତା ଆସିଥାଏ । ଯାହାକୁ ମାସିକ ଋତୁସ୍ରାବ ବୋଲି କୁହାଯାଏ। ତେବେ ଏହି ମାସିକ ଶ୍ରାବରେ ରେ ବହୁତ ସମୟରେ ଅନିୟମିତତା ଦେଖା ଯାଇଥାଏ ତେବେ ଯେତେବେଳେ 13 ରୁ 14 ବର୍ଷର ପିଲା ମାନଙ୍କୁ ପିରିୟଡ଼ ହୁଏ ତାଙ୍କର ପିରିୟଡ଼ ନିୟମିତତା ଭାବରେ ହେଇ ନଥାଏ ।ତେବେ ଏହି ଅନିୟମିତତା ପରେ ଯେତେବେଳେ ଏହି ପିରିୟଡ଼ ଦୁଇ ବର୍ଷ ପର୍ଯ୍ୟନ୍ତ ପରେ ହୁଏ ସେତେବେଳେ ଅସୁବିଧା ହେଇଥାଏ ।ଆଜ ମେଡ଼ିକାଲ ଶବ୍ଦରେ ଅନିୟମିତତା ପିରିୟଡ଼କୁ “ଅଲିଜମେନର” ବୋଲ କୁହାଯାଏ ।

ତେବେ ମହିଳା ମାନଙ୍କ ର ପ୍ରତ୍ୟେକ ମାସ 21 ରୁ 32 ଦିନ ଅନ୍ତରାଳରେ ପିରିୟଡ଼ ହେଇଥାଏ ଯାହାକୁ ରେଗୁଲାର ପିରିୟଡ଼ କୁହାଯାଏ କିନ୍ତୁ ଯେତେବେଳେ ଗୋଟିଏ ମାସରେ 15 ଦିନରେ ପିରିୟଡ଼ ହେବା ବେଳେ ତାପର ମାସରେ 35 ଦିନରେ ଭିତରେ ବି ପିରିୟଡ଼ ନହେଲେ ।ଆଉ ଋତୁସ୍ରାବ ରେ ବ୍ଲଡ଼ର ମାତ୍ରା ଠିକ ନାହିଁ ତେବେ ଏମିତି ବାରମ୍ବାର ହେଉଥିଲେ ତାହାକୁ ଅନିୟମିତ ପିରିୟଡ଼ କୁହାଯାଏ ।ଅନିୟମିତ ପିରିୟଡ଼ ପଛରେ ବହୁତ କାରଣ ରହିଥାଏ ଯେପରି,ଅଧିକ ମଦ ପିଇବା, ଜଙ୍କ ଫୁଡ଼ ଖାଇଲେ,ଅଜ୍ଞ ବଡ଼ିଲେ ଓ କମିଲେ,ଥାଇରଡ଼ଥିଲେ,ଷ୍ଟ୍ରେସ ନେବା ଆଦି ମୁଖ୍ୟ କାରଣ ଅଟେ ।ତେବେ ଏହି ଅନିୟମିତ ପିରିୟଡ଼ କୁ ସୁଧାରିବା ପାଇଁ ଆମେ କିଛି ଘରୋଇ ଉପଚାର ନେଇ ଆସିଛୁ ଯାହା ଖୁବ ଉପକାରୀ ଅଟେ ।

ଆବଶ୍ୟକ ସାମଗ୍ରୀ:-

-ଡାଲଚିନି
-ମହୁ
-ଚାହା ପତି
-ହଲଦୀଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ:-

1.-ଏହି ଉପାୟ ପାଇଁ ଆପଣଙ୍କୁ ପ୍ରଥମେ କିଛି ଡାଲଚିନି ଖଣ୍ଡ ନେବାକୁ ହେବ ତେବେ ଏହା ଶରୀରକୁ ଗରମ ରଖିଥାଏ ଓ ଏଥିରେ ଆଣ୍ଟିଇମ୍ଫାମେଟାରୀ ଆଣ୍ଟି ପାସମଟିକ ତତ୍ତ୍ୱ ମିଳିଥାଏ ।ତେବେ ଆମେ ଅନିୟମିତ ପିରିୟଡ଼ କୁ ଦୂର କରିବା ପାଇଁ ଡାଲଚିନି ଚା ପିଇବା ଦରକାର ସେଥିପାଇଁ କିଛି ଡାଲଚିନି କୁ ଗୁଣ୍ଡ କରି ନିଅନ୍ତୁ ।

ଏବେ ଗୋଟିଏ ପେନରେ ଅଧା ଗ୍ଲାସ ପାଣି ଡାଲନ୍ତୁ ଆଉ ସେଥିରେ ଡାଲଚିନି ଗୁଣ୍ଡରୁ ଅଧା ଚାମୁଚ ଗୁଣ୍ଡ ସେହି ପାଣିରେ ପକାଆନ୍ତୁ ତାପରେ ଏବେ ଅଧା ଚାମୁଚ ଚା ପତି ସେହି ପାଣିରେ ପକାନ୍ତୁ ।ତାପରେ ତକକୁ 5 ରୁ 7 ମିନିଟ ଯାଏ ଫୁଟାନ୍ତୁ ଆଉ ତାପରେ ସେହ ଚାହାକୁ ଛାଣି ସେଥିରେ ମିଠା ପାଇଁ ଏକ ଚାମୁଚ ମହୁ ବା ଚିନି ମେଷେଇ ପାରିବେ ।ତେବେ ଏହି ଚାହାକୁ ଆପଣ ଲଗାତର ପିଇବା ଯୋଗୁ ପିରିୟଡ଼ ରେ ଅନିୟମିତତା ଦୂର ହୁଏ ।

2.ଏବେ ଦ୍ୱିତୀୟ ଉପାୟ ପାଇଁ ଆପଣ ହଲଦୀଗୁଣ୍ଡ ନିଅନ୍ତୁ ତେବେ ଏହା ଶରୀରର ହରମୋନ କୁ ନିୟନ୍ତ୍ରଣ କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟ ବି କରିଥାଏ ।ତେବେ ଏକ ଚାମୁଚ ହଳଦୀ ଗୁଣ୍ଡ କୁ ଗୋଟିଏ ଗ୍ଲାସ କ୍ଷୀରରେ ମିଶାନ୍ତୁ ଆଉ ସେଥିରେ କିଛି ଗୁଡ଼ ବା ମହୁ ମିଶାଇ ସେତେଦିନ ଯାଏ ସେବନ କରନ୍ତୁ ଯେତେଦିନ ଯାଏ ଆପଣ ଙ୍କ ସମସ୍ୟା ଦୂର ନହେଇଛି ।

3.ତୃତୀୟ ଉପାୟ ପାଇଁ ଆପଣ ଗୋଟିଏ ଛୋଟ ଖଣ୍ଡ ଆଡକୁ ଚେଞ୍ଚି ନିଅନ୍ତୁ ତାପରେ ପେନରେ ଏକ କପ ପାଣି ନେଇ ସେଥିରେ ସେହି ଆଡକୁ ପକାନ୍ତୁ ଆଉ ଏକ ଚାମୁଚ ଚିନି ପକେଇ 7 ମିନିଟ ଯାଏ ଫୁଟେଇ ନିଅନ୍ତୁ ।ତାପରେ ତାକୁ ଛାଣି ଏକ ମାସ ଯାଏ ରେଗୁଲାର ପିଲେ ଦେଖିବେ ଆପଣଙ୍କ ଇରେଗୁଲର ପିରିୟଡ଼ ସମସ୍ୟା ଫୁର ହେଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.