ପେଟକୁ କରନ୍ତୁ ସଫା ନ ହେଲେ ସବୁ ରୋଗ ମାଡ଼ିବସିବ, ପେଟ ସଫା କରିବାର ଉପାୟ – Health Tips

ଆଜିର ସମୟରେ ଲୋକମାନେ ନିଜର ବ୍ୟସ୍ତ ଜୀବନରେ ଭିତରେ ଏତେ ହଜି ଯାଇଛନ୍ତି କି ନିଜର ଖାଦ୍ୟପେୟ ପ୍ରତି ଧ୍ୟା5 ନାହିଁ ।ଆଉ ଏହି ସବୁ କାରଣ ପାଇଁ ଖୁବ କମ ବୟସରେ ଆମେ ନାନା ପ୍ରକାରର ସ୍ୱାସ୍ଥ୍ୟ ଗତ ସମସ୍ୟା ର ସମ୍ମୁଖୀନ ହେଉଛୁ ।ତେବେ ଖାଦ୍ୟପେୟ ର ଗଡ଼ବଡ଼ ଯୋଗୁ ସବୁଠାରୁ ବଡ଼ ଅସୁବିଧା ପାଲଟିଛି ଗ୍ୟାସ ଆଉ ଠିକରେ ପେଟ ସଫା ନହେବା ।ତେବେ ବର୍ତ୍ତମାନ ବହୁତ ଲୋକ ଅଛନ୍ତି ଯେଉଁ ମାନଙ୍କ ର ଝାଡା ଠିକରେ ହେଇ ନଥାଏ ବା କ୍ଲିଅର ହେଇ ନଥାଏ ।ଆଉ ଏହାର ପରିଣାମ ଧୀରେ ଧୀରେ ଏସିଡିଟି ପରି ଅନେକ ନୂଆ ରୋଗ ଆରମ୍ଭ ହେଇଯାଏ ।

ତେବେ ବନ୍ଧୁମାନେ ଆପଣ ବହୁତ ପ୍ରକାରର ଔଷଧ ଖାଉଛନ୍ତି ଝାଡା କ୍ଲିଅର କରିବା ପାଇଁ କିନ୍ତୁ ତାହା ଲଙ୍ଗଟର୍ମ କାମ କରୁନାହିଁ ।କିନ୍ତୁ ଆମେ ଆପଣଂକୁ କିଛି ଏମିତି ଘରୋଇ ରିମେଡି ବିଷୟରେ ଜଣାଇବୁ ଯାହା ଆପଣଙ୍କ ଝାଡା ମାତ୍ର 10 ମିନିଟ୍ରେ କ୍ଲିଅର କରିବ।ତେବେ ଆସନ୍ତୁ ସେହି ରିମେଡି ଗୁଡିକ ବିଷୟରେ ଜାଣିବା ।

1.ପ୍ରଥମ ରିମେଡି:-
ଆବଶ୍ୟକ ସାମଗ୍ରୀ:-
-ଜିରା
-ଧନିଆ
-ଜୁଆଣି
-କଳା ଲୁଣ
-ହଳଦୀଗୁଣ୍ଡ
-ସୁଣ୍ଠୀ ପାଉଡ
-ପୁଦିନା ପାଉଡର

ରିମେଡି ପ୍ରସ୍ତୁତି ପ୍ରଣାଳୀ:-
ଆପଣ ପ୍ରଥମେ ଗୋଟିଏ ପେନରେ ଦୁଇ ଚାମଚ ଜିରା ଓ ଏକ ଚାମୁଚ ଧନିଆ ଓ ଦୁଇ ଚହ୍ମୁଚ ଜୁଆଣି କୁ ଭାଜି ସେସବୁର ଏକ ଗୁଣ୍ଡ କରିନିଅନ୍ତୁ ।ତାପରେ ସେହି ଗୁଣ୍ଡ ରେ ଅଧ ଚାମଚ୍ କଳା ଲୁଣ, ଅଧ ଚାମଚ୍ ହଳଦୀଗୁଣ୍ଡ ,ଏକ ଚାମୁଚ ସୁଣ୍ଠୀ ପାଉଡଓ ଏକ ଚାମଚ୍ ପୁଦିନା ପାଉଡର ଭଲକରି ମିଶାଇ ଦିଅନ୍ତୁ ।ଏହାପରେ ଏକ ଗ୍ଲାସ ଉଷୁମ ପାଣିରେ ସେହି ଗୁଣ୍ଡରୁ ଏକ ଚାମୁଚ ପକାଇ ଥଣ୍ଡା ପାଇଁ ରଖି ଦିଅନ୍ତୁ ଆଉ ରାତିରେ ଶୋଇବା ଆଗରୁ ତାହାକୁ ପିଅନ୍ତୁ ।ଦେଖିବେ ସକାଳେ ଆପଣଙ୍କ ଝାଡା କେମିତି କ୍ଲିଅର ହେବ ।

ଦ୍ଵିତୀୟ ରିମେଡି:-

ଆବଶ୍ୟକ ସାମଗ୍ରୀ:-
-ତ୍ରିଫଳା ପାଉଡର
-ଉଷମ ପାଣି

ରିମେଡି ପ୍ରସ୍ତୁତି ପ୍ରଣାଳୀ:-

ଏହି ରିମେଡି ପାଇଁ ଆପଣ ଏକ ଗ୍ଲାସ ଉଷୁମ ପାଣିରେ ଏକ ଚାମଚ ତ୍ରିଫଳା ପାଉଡର ମିଶାଇ 10 ରୁ 15 ମିନିଟ ରଖିଦିଅନ୍ତୁ ।ଆଉ ରାତିରେ ଶୋଇବା ଆଗରୁ ପିଅନ୍ତୁ ।

ତୃତୀୟ ରିମେଡି:-

ଆବଶ୍ୟକ ସାମଗ୍ରୀ:-
-ଲେମ୍ବୁ
-କଳା ଲୁଣ
-ଜଡ଼ା ତେଲ

ରିମେଡି ପ୍ରସ୍ତୁତି ପ୍ରଣାଳୀ:-
ଏହି ରିମେଡି ପାଇଁ ଆପଣ ଏକ କପି ଉଷୁମ ପାଣିରେ ଫାଳେ ଲେମ୍ବୁର ରସକୁ ମିଶାନ୍ତ ।ତାପରେ ସେଥିରେ ଅଳ୍ପ କଳା ଲୁଣ ଓ ଏକ ଚାମଚ ଜଡ଼ା ତେଲ ମିଶାନ୍ତୁ ।ଆଉ ସକାଳେ ଉଠିଲା ପରେ ଆଜି ଏକ ଗ୍ଲାସ ନର୍ମାଲ ପାଣି ପିଅନ୍ତୁ ତାପରେ ଏହି ପ୍ରସ୍ତୁତ କରିଥିବା ରିମେଡିକୁ ପିଇ ଦିଅନ୍ତୁ ।ତେବେ ଆପଣ ଏହି ରିମେଡି ଗୁଡିକ ଭିତରୁ କୋଉ ଗୋଟିଏ ପିଇଲା ପରେ ଦେଖିବେ କେମିତି ଝାଡା କ୍ଲିଅର ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment