ପେଟର ଚର୍ବିକୁ ( lose belly fat ) କମ କରନ୍ତୁ ସ୍ଲିମ ଓ ଟ୍ରିମ ରୁହନ୍ତୁ – Health Tips

ଆମେ ଜାଣିଛୁ କି ମଣିଷ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖିବାକୁ ମିଳିଥାଏ ଆଉ ସେହି ସବୁ ସମସ୍ୟା ଆମକୁ ବିଭିନ୍ନ ପ୍ରକାରର ଅସୁବିଧା ରେ ମଧ୍ୟ ପକାଇଥାଏ ବୋଲି କୁହାଯାଉଛି |ତେବେ ଆଜି ସେହି ଭଳି କିଛି ସମସ୍ୟା ଦେଖିବାକୁ ମିଳୁଛି ଆଜି କାଲି ର ଲୋକ ମାନଙ୍କ ପାଖରେ ବିଶେଷ ଭାବରେ ଆଉ ତାହା ହେଉଛି ପେଟ ରେ ଚର୍ବି ବଢିବା ଭଳି କିଛି ସମସ୍ୟା | ଆଉ ଯେଉଁଠି ପାଇଁ ଆଜି କାଲି ଯୁବ ପିଢ଼ି ମାନେ ଅନେକ ପ୍ରକାରର ଚିନ୍ତା ରେ ରହୁଛନ୍ତି ଆଉ ଏହି ଭଳି ସମସ୍ୟା ରୁ କେଉଁ ଭଳି ଭାବରେ ମୁକ୍ତି ପାଇବେ ତାହାର ଉପାୟ ମାନ ମଧ୍ୟ କରିବାକୁ ଲାଗୁଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ପେଟ ରେ ଚର୍ବି ବଢିବାର ମୁଖ୍ୟ କାରଣ ଗୁଡିକ କଣ ରହିଛି ଆଉ ଏଥିରୁ ଆମେ ମିକ୍ତି କେମିତି ପାଇବା |

ତେବେ ବିଶେଷ ଭାବରେ କୁହାଯାଉଛି କି ଆମ ଶରୀରରେ ଯଦି ବାତ, ପିତ ଆଉ କଫ ର ଆସନ୍ତୁଳତା ଦେଖା ଯାଇଥାଏ ତାହେଲେ ଆମ ର ଚର୍ବି ଜନିତ ସମସ୍ୟା ପେଟ ରେ ବଢିଥାଏ ବୋଲି କୁହାଯାଉଛି | ତେବେ ପେଟରେ ଚର୍ବି ବଢିବାର ଆହୁତି ଅନେକ କାରଣ ଗୁଡିକ ରହିଛି ତେଣୁ ଆପଣ ମାନେ ଚର୍ବି ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ହେଲେ ସେହି ଭଳି କେତେକ କାର୍ଯ୍ୟକ୍ରମ ପ୍ରତି ଦୃଷ୍ଟି ଦେବାକୁ ପଡିବ |

ପେଟ ରେ ଚର୍ବ ବଢିବାର କାରଣ :-

1- ଖାଇବା ପୂର୍ବରୁ ଵା ପରେ ସଙ୍ଗେ ସଙ୍ଗେ ପାଣି ପିଇବା |

2- ଖାଇବାରେ ଚିନି ବ୍ୟବହାର କରିବା |

3-ଅଧିକ ମଦ ର ସେବନ କରିବା |

4-ତେଲ ଚର୍ବି ଜାତୀୟ ଖାଦ୍ୟ ଅଧିକ ଖାଇବା ଵା ଫାଷ୍ଟ ଫୁଡ ସବୁବେଳେ ଖାଇବା, ତାହା ଛଡା ନନ ଭେଜ ଖାଇବା ସବୁବେଳେ |

ତେବେ ଏହି ସବୁ କାରଣ ଯୋଗୁଁ ଆମର ପେଟ ରେ ଚର୍ବି ବଢିଥାଏ ବୋଲି କୁହାଯାଉଛି |

ପେଟ ରେ ଚର୍ବି କୁ କମାଇବା ପାଇଁ କଣ ଉପାୟ ରହିଛି :-

1-ପ୍ରଥମ ମେ ଆମେ ମାନେ ଖାଇବା ର ସଙ୍ଗେ ସଙ୍ଗେ ପାଣି ଜମାରୁ ପିଇବା ନାହିଁ ଖାଇବା ର ଗୋଟିଏ ଘଣ୍ଟା ପୂର୍ବରୁ ଆଉ ପରେ ପାଣି ପିଇବା ଆବଶ୍ୟକ ହୋଇଥାଏ ତାହା ଛଡା ସବୁବେଳେ ବସିକି ପାଣି ପିଇବା ଆବଶ୍ୟକ |

2-ଏହା ବ୍ୟତୀତ କୁହାଯାଉଛି କି ଆପଣ ମାନେ ରାତିରେ ମେଥୀକୁ ପାଣି ରେ ଭିଜେଇ ସକାଳେ ସେହମେଥି କୁ ଚୋବାଇକି ଖାଇବା ଯୋଗୁଁ ଭଲ ରେଜଲ୍ଟ ଆସିଥାଏ ବୋଲି କୁହାଯାଉଛି |

3-ଏହା ବ୍ୟତୀତ ଆମେ ମାନେ ଖାଇବା ରେ ପ୍ରତେକ ଦିନ ଗୋଟିଏ ଆପେଲ, ଅଳା ର ସେବନ କରିବା ସହିତ ଖାଦ୍ୟରେ ଗୁଡ଼ ବ୍ୟବହାର କରିବା ଚିନି କେବେବି ଖାଇବା ନାହିଁ ଖାଦ୍ୟରେ |

ତେବେ ଏହି ଭଳି ଭାବରେ ଆମେ ମାନେ ପେଟ ରେ ବଢୁଥିବା ଚର୍ବି ଜନିତ ସମସ୍ୟା ରୁ ମୁକ୍ତି ପାଇ ପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment