ଓଃ କି ଡ୍ୟାନ୍ସ ! ପିଲାଙ୍କ ସହ ସାହିତ୍ୟ ଦିଦି ଙ୍କ ଇନଷ୍ଟା ରିଲ୍ସ ଭାଇରାଲ…

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଡାନ୍ସ ଓ ଗୀତ ର କିଛି ମନଛୁଆ ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ତାହେଲେ ସେହି ଭଳି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଆପଣ ମାନଙ୍କର ଇଛା ଆଉ ଆଗ୍ରହ ବଢ଼ି ଯାଇଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଆପଣ ମାନଙ୍କ ସାମ୍ନା କୁ ଆସିଛି ସେଥିରେ ମଧ୍ୟ ସେହି ଭଳି ମନଛୁଆ ଡାନ୍ସ ଦେଖିବାକୁ ମିଳିଛି ସାହିତ୍ୟ ଦିଦି ଓ ପିଲା ଙ୍କର | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା|

ଆପଣ ମାନେ ଜାଣିଥିବେ କି ଆଜି କାଲି ସୋସିଆଲ ମିଡ଼ିଆର ଯୁଗ ରେ ନିଜ ନିଜର ଟେଲେଣ୍ଟ କୁ ପ୍ରକାଶ କରିବା ପାଇଁ ସମସ୍ତେ ବ୍ୟସ୍ତ | ଆଉ ଯେଉଁଠି କୁହାଯାଉଛି କି ନିଜ ନିଜର ପ୍ରତିଭା କୁ ଦେଖାଇ ନିଜର ପରିଚୟ ସୃଷ୍ଟି କରିବାରେ ସମସ୍ତେ ଆଜି କାଲି ଆଗ୍ରହୀ ରହୁଛନ୍ତି | ଆଉ ଯେଉଁଠି ପିଲା ଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ଆଜି କାଲି ସୋସିଆଲ ମିଡ଼ିଆରେ ଏକ୍ଟିଭ ରହୁଛନ୍ତି | ଆଉ ବର୍ତ୍ତମାନ ସେହି ଭଳି ଏଣ୍ଟେଟେନମେଣ୍ଟ ର ଏକ ମନଛୁଆ ଦମଦାର ଭିଡ଼ିଓ ଟି ବର୍ତ୍ତମାନ ସାମ୍ନା କୁ ଆସିଛି | ଆଉ ଯେଉଁ ଭିଡ଼ିଓ ରେ ମନକୁ ଛୁଇଁଲା ଭଳି ସିନ ଟି ସାମ୍ନା କୁ ଆସିଛି |

ଆଉ ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଛି ସାହିତ୍ୟ ଦିଦି ଗୀତ ରେ ଦିଦି ଓ ପିଲା ଙ୍କର ଜବରଦସ୍ତ ଟିକଟକ ର ଭିଡ଼ିଓ ଟି | ଆଉ ଯେଉଁ ଭିଡ଼ିଓ ରେ ସେମାନେ କରି ବେଶ ଖୁସି ଅଛନ୍ତି ଓ ତାହା ସହିତ ଦେଖିବାକୁ ମିଳିଛି ଏହି ଶଟ ଭିଡ଼ିଓ ଟିକୁ ଯିଏ ବି ଦେଖୁଛି ସେମାନେ ଏନଜୟ ମଧ୍ୟ କରିବାକୁ ଲାଗିଛନ୍ତି | ତାହା ସହିତ କୁହାଯାଉଛି କି ଅନେକ ପ୍ରକାରର ଭିଡିଓ ତ ରହିଛି କିନ୍ତୁ କିଛି ଏଭଳି ଭିଡ଼ିଓ ଥାଏ ଯାହାକୁ ବାରମ୍ବାର ଦେଖିବା ପାଇଁ ଇଚ୍ଛା ହୋଇଥାଏ | ଆଉ ତାହା ସହିତ କୁହାଯାଇଥାଏ କି ଯେତେ ଦେଖିଲେ ମଧ୍ୟ ଆହୁରି ଅଧିକ ଦେଖିବା ପାଇଁ ଆମର ମନ ହୋଇଥାଏ |

ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଆପଣ ମାନଙ୍କ ସାମ୍ନା କୁ ଆସିଛି ସେହି ଭିଡ଼ିଓ ରେ ଦିଦି ଓ ଛାତ୍ର ଜଣଙ୍କର ଜବରଦସ୍ତ ଡାନ୍ସ ସହିତ କମେଡି ର ଝଟକା କୁ ଦର୍ଶକ ମାନେ ବେଶ ପସନ୍ଦ କରିବା ପାଇଁ ଲାଗିଛନ୍ତି | ଆଉ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବା ସହିତ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment