ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର |ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ବିଷୟରେ ଆପଣ ମାନେ ଶୁଣିଲେ ଵା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି | ଆଉ ଗତ କାଲି ଆପଣ ମାନେ ଜାଣିଥିବେ କି ଓଡିଶା ର ନମ୍ବର 1 ଭ୍ଲୋଗର କହିଥିଲେ ତାଙ୍କ ପାଖରେ କାମ କରୁଥିବା ହେପି କୁ ନେଇକି କିଛି କଥା |ଆଜି ପିଣ୍ଟୁ ଭାଇ ଙ୍କର କଥା ର ଜବାବ ଦେଇଛନ୍ତି ହେପି ଆଉ କଣ ଥିଲା ଘଟଣା ର ସତ୍ୟ ସେ ବିଷୟରେ ମଧ୍ୟ କହିଛନ୍ତି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ବେଶ ଭଲ ଭାବରେ ଓଡିଶା ର ନମ୍ବର 1 ଭ୍ଲୋଗର ଙ୍କ ବିଷୟରେ ଜାଣିଥିବେ ଯିଏ କି ନିଜର ଭ୍ଲୋଗ ବନେଇ ସୋସିଆଲ ମିଡ଼ିଆରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି | ଆଉ ତାହା ବ୍ୟତିତ କୁହାଯାଉଛି କି ସେହି ପିଣ୍ଟୁ ରୁପା ଖୁସି ଏକ୍ସପ୍ରେସ ରେ କାମ କରୁଥିବା ପିଣ୍ଟୁ ତାଙ୍କ ପାଖରେ କେମେରା ମେନ ଭାବରେ କାମ କରୁଥିବା ହେପି ଙ୍କ ବିଷୟରେ କହିଥିଲେ | ଆଉ ଯାହାର ପ୍ରତି ଉତ୍ତର ରେ ମଧ୍ୟ ହେପି କହିଥିଲେ କି ପ୍ରତେକ ଙ୍କ ଘରେ ଅସୁବିଧା ରହେ ଆଉ ତାଙ୍କର ବି ଥିଲା |
ଯେହେତୁ ତାଙ୍କ ଘରେ ଗୋଟିଏ ପୋଲିସ କେଶ ହୋଇଥିଲା ଆଉ ସେ ଥାନା କୁ ଯାଇଥିଲେ ସେଥିପାଇଁ ସେ ତାଙ୍କ ମୋବାଇଲ କୁ ମିଉଟ କରି ଦେଇଥିଲେ |ଆଉ ଯେଉଁଥିପାଇଁ ଫୋନ ଆସିବାରୁ ସେ ଜାଣି ପାରି ନ ଥିଲେ ବୋଲି କହିଛନ୍ତି | ତାହା ପରେ ସେ ଥାନା ରୁ ଯାଇ ଶୋଇଯାଇଥିବା ବେଳେ ପିଣ୍ଟୁ ଭାଇ ଫୋନ କରିଥିଲେ ବୋଲି କହିଛନ୍ତି ମାତ୍ର ସେ ଉଠାଇ ନ ଥିଲେ | ଆଉ ଯେତେବେଳେ ସକାଳେ 6 ରେ ଫୋନ କରିଛନ୍ତି ପିଣ୍ଟୁ ଭାଇ କି ରୁପା ଭାଉଜ କେହିଫୋନ ଉଠାଇ ନାହାନ୍ତି |
ତାହା ପରେ ପିଣ୍ଟୁ ଭାଇ ଙ୍କୁ ତାଙ୍କର ଘର ପ୍ରତିଷ୍ଠା କୁ ଡାକିଲାରୁ ସେ ମନା କରିଥିଲେ କି ସେ ଆସିବେନି କି ହେପି ଙ୍କୁ ତାଙ୍କ ଘରକୁ ଯିବା କୁ | ଏହା ବ୍ୟତୀତ କୁହାଯାଉଛି କି ପିଣ୍ଟୁ ଭାଇ ଙ୍କ ପାଖରେ ସବୁବେଳେ କଣ ସେ କାମ କରିଥାନ୍ତେ ଆଉ ତାଙ୍କୁ କେରିୟର ରେ ଆଗକୁ ବଢିବାକୁ ମଧ୍ୟ ଅଛି | ତେବେ ସେ କିଛି ବି ଭୁଲ କରି ନାହାନ୍ତି ବୋଲି କହିଛନ୍ତି ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।