ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ ! Piush & Mama ଙ୍କ ଜବରଦସ୍ତ ଲଭ ସଂଗ ରେ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଆମ ମାନଙ୍କର ସାମ୍ନା କୁ ଆସିଛି ତାହା ହେଉଛି ଯାତ୍ରା ଜଗତ ରେ ଯାତ୍ରା ମଞ୍ଚରେ ଭାଇ ରାଲ ହେଉଥିବା ଏକ ମନୋଛୁଆଁ ଯାତ୍ରା କଳାକାର ମାନଙ୍କର ଡାନ୍ସ ଓ ଗୀତ ର ଧମାଲ | ଆଉ ଯେଉଁଠି ପିୟୁଷ ଓ ମାମା ମଞ୍ଚ ଉପରେ ନିଜର ଡାନ୍ସ କୁ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ଯାହା ଯାତ୍ରା ମଞ୍ଚରେ ଭାଇରାଲ ହେବାରେ ଲାଗିଛି |

ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଯାତ୍ରା ମଞ୍ଚରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର |ତେବେ ଗାଁ ଗହଳି ଠାରୁ ଆରମ୍ଭ କରିକି ସହର ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି ଯାତ୍ରା ପ୍ରତି ଲୋକ ମାନଙ୍କର ଭଲ ପାଇବା |ଆଉ ଯେଉଁଠି ଯାତ୍ରା କଳାକାର ମାନେ ସେମାନଙ୍କର ଜବରଦସ୍ତ ପୋରଫୋମେନ୍ସ କୁ ଦେଖାଇ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଉଥିବାର କଥା ଜାଣିଥିଲେ | ତାହା ଛଡା କୁହାଯାଉଛି କି ଆଜି କାଲି ଦର୍ଶକ ମାନେ ଅଧିକ ପରିମାଣରେ ଯାତ୍ରା ଜଗତକୁ ପସନ୍ଦ କରୁଛନ୍ତି | ଆଉ ବର୍ତ୍ତମାନ ସେହି ଯାତ୍ରା ଜଗତର ଷ୍ଟାର ପିୟୁଷ ଙ୍କର ଜବରଦସ୍ତ ଡାନ୍ସ ର କମାଲ ଦେଖାଇବାକୁ ମିଲଛି ଯାତ୍ରା ମଞ୍ଚରେ |

ଆଉ ଯେଉଁଠି କୁହାଯାଉଛି କି ତୁଳସୀ ଗଣନାଟ୍ୟ ର ସୁପୋରହିଟ ନାଟକ ” ଅଧା ରାତିର ସାଥି ” ଏହି ଯାତ୍ରା ରେ ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତୁ ଯାତ୍ରା କଳାକାର ପିୟୁଷ ଆଉ ମାମା | ତେବେ ଆପଣ ମାନେ ଜାଣିଥିବେ କି ଏହୁ ଯାତ୍ରା ମଞ୍ଚରେ ସେମାନେ ଅଭିନୟ କରି ଦର୍ଶକ ମନ ଙ୍କର ପ୍ରସଂଶା ସାଉଁଟି ଥିଲେ ଆଉ ଯାତ୍ରା କଳାକାର ମାନେ ପିୟୁଷ ଙ୍କର ଅଭିନୟ ରେ କାନ୍ଦି ପକାଇଥିଲେ | ଆଉ ବର୍ତ୍ତମାନ ସେହି ଯାତ୍ରା କଳାକାର ପିୟୁଷ ଓ ମାମା ଙ୍କର ଏକ ଜବରଦସ୍ତ ରୋମାଣ୍ଟିକ ଗୀତ ସାଙ୍ଗକୁ ନାଚ ର କମାଲ ଦେଖିବାକୁ ମିଳିଛି ଯାତ୍ରା ର ମଞ୍ଚ ଉପରେ |

ଆଉ ଯେଉଁଠି କୁହାଯାଉଛି “ପ୍ରିୟା ତୋମ ବିନା ଲାଗେ ସବୁ ଶୂନ ” ଏହି ଗୀତ ରେ ସୁନ୍ଦର ଭାବରେ ଡାନ୍ସ ର କମାଲ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଏହି ଯାତ୍ରା କଳାକାର ମାନେ ବୋଲି କୁହାଯାଉଛି | ଆଉ ଯାତ୍ରା ମଞ୍ଚରେ ସୁନ୍ଦର ଭାବରେ ତାଙ୍କର ଡାନ୍ସ କୁ ଦେଖାଇ ସମସ୍ତଙ୍କର ମନକୁ କିଣି ନେଇଛନ୍ତି ସେମାନେ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

Leave a Comment