Swastik Tv News Odisha

Popular ସିଙ୍ଗର Amrita ଙ୍କ Hit Song ରେ ଭାଇରାଲ ବୟ Santanu ଙ୍କ stage ଉପରେ ଜବରଦସ୍ତ ଡ୍ୟାନ୍ସ….ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ…

0

ଓଡ଼ିଶାର ପିଲାମାନଙ୍କ ଭିତରେ ଥିବା ସଙ୍ଗୀତ ର ପ୍ରତିଭା ଏବଂ ସଙ୍ଗୀତ ପ୍ରତି ସେମାନଙ୍କ ଆଗ୍ରହକୁ ବୃଦ୍ଧିକରାଇବା ପାଇଁ ସିଦ୍ଧାର୍ଥ ଟିଭି ସେମାନଙ୍କ ପାଇଁ ଆଣିଛି ଏକ ବଡ଼ ସୁଯୋଗ ଏକ ବଡ଼ ସୀଙ୍ଗୀଙ୍ଗ ପ୍ଲାଟଫର୍ମ। ତେବେ ଏହି ଟିଭି ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଏକ କାର୍ଯ୍ୟକ୍ରମ,ଏକ ସୀଙ୍ଗୀଙ୍ଗ ରିଏଲିଟି ଶୋ ଯାହା ସମସ୍ତଙ୍କ ର ବେଶ୍ ପସନ୍ଦର ଏବଂ ପ୍ରିୟର ଶୋ ହୋଇ ପାରିଛି।ଏହି ଶୋ ର ନାମ ହେଉଛି ଓଡ଼ିଶାର ନୂଆ ସ୍ୱର ଜୁନିଅର୍। ଜୁନିଅର୍ ମାନଙ୍କ ପାଇଁ ଏହି ମଞ୍ଚ ସ୍ୱରର ଏକ ମହାସମର ସୃଷ୍ଟି କରିଛି।ଏହି ଶୋ ର ଲୋକପ୍ରିୟତା ବହୁତ୍ ଅଧିକ ରହିଛି।ଛୋଟ ପିଲା ମାନଙ୍କ ପାଇଁ ଏହି ସ୍ୱରର ମଞ୍ଚରେ ଅନେକ ଜଣ ଆସି ତାଙ୍କର ପ୍ରତିଭା ଦେଖାଉ ଅଛନ୍ତି।

ତେବେ ଏହି ମଞ୍ଚରେ ଛୋଟ ପିଲାମାନେ ତାଙ୍କର ସ୍ଵରର ଯାଦୁରେ ସମସ୍ତଙ୍କୁ ଏପରି ଘାଇଲା କରୁଛନ୍ତି ତାହା ଆପଣ ଦେଖିଲେ ଜାଣି ପାରିବେ। ଛୋଟ ପିଲା ମାନଙ୍କର ସ୍ୱର ସମସ୍ତଙ୍କ ହୃଦୟକୁ ଛୁଇଁବାରେ ଲାଗିଛି।ଏହା ଏବେ ବେଶ୍ ଚର୍ଚ୍ଚା ଏବଂ ଭାଇରାଲ ହେବାରେ ଲାଗିଛି। ପିଲାମାନେ ତାଙ୍କର ସ୍ବରର ଯାଦୁରେ ବିଚାରକ ମାନଙ୍କୁ ଆକର୍ଷିତ ଏବଂ ଆନନ୍ଦିତ କରୁଛନ୍ତି। ସମସ୍ତେ ତାଙ୍କ ଗୀତକୁ ଶୁଣି, ତାଙ୍କର ସ୍ୱରକୁ ଶୁଣି ଏତେ ଖୁସି ହେଉଛନ୍ତି ଯେ ସମସ୍ତେ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ସବୁ ପ୍ରକାଶ କରିଛନ୍ତି। ଟିକେ ଭୁଲ ଭଟକା ଥିଲେ ତାକୁ ମଧ୍ଯ ସେମାନେ କହୁଛନ୍ତି।

ବିଚାରକ ବିକାଶ, ପ୍ରଜ୍ଞା ଏବଂ ଅର୍ପିତା ମଧ୍ଯ ପିଲା ମାନଙ୍କର ଏହି ସ୍ୱରକୁ ଶୁଣି ତାଙ୍କ ସ୍ୱରର ଫିଦା ହୋଇ ଯାଉଛନ୍ତି।ତେବେ ଆପଣ ତ ଜାଣିଛନ୍ତି ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ,ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।ବେଳେବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ।ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ।

କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ। ତେଣୁ ଛୋଟ ପିଲା ମାନଙ୍କର ଗୀତ ଗାଇବା ର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ଏବେ ଏକ ଏପିଶୋଡ ରେ ଜଣେ ଅତିଥି ବିଚାରକ ଯିଏକି ଜଣେ ଲୋକପ୍ରିୟ ସିଙ୍ଗର ଅଛନ୍ତି, ଯାହାଙ୍କ ନାମ ଅମ୍ରିତା, ସେ ଏକ ସୁନ୍ଦର୍ ରୋମାଣ୍ଟିକ ଗୀତ ଗାଇ ଶୁଣାଇଛନ୍ତି ଏବଂ ସବୁ ପିଲାମାନେ ଆସି ଶେଷରେ ତାଙ୍କ ସହ ନାଚୁଛନ୍ତି। ଭାଇରାଲ ବୟ ଶାନ୍ତନୁ ଙ୍କୁ ମଧ୍ୟ ଆପଣ ଏଠାରେ ନାଚୁଥିବର ଦେଖିବାକୁ ପାଇବେ। ଯାହାକୁ ଦେଖି ବହୁତ୍ ଖୁସି ହେଉଛନ୍ତି ସମସ୍ତେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.