Popular Singer RS Kumar ଧମାଲ ମଚେଇଦେଲେ – ସବୁ ପିଲା ମିଶି କଲେ ଜବରଦସ୍ତ ଡ୍ୟାନ୍ସ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଗାୟିକ ଆର୍ ଏସ କୁମାର ଓଡିଶାର ଜଣେ ଆଗଧାଡିର କଣ୍ଠଶିଳ୍ପୀ ଅଟନ୍ତି। ତାଙ୍କ ସ୍ଵରର ଯାଦୁରେ ସେ ଅନେକଙ୍କୁ ତାଙ୍କ ସ୍ୱରର ଦିୱାନା କରିଥାନ୍ତି। ତେବେ ଓଡ଼ିଶାର ସଙ୍ଗୀତ ଜଗତର ସେ ଏବେ ଜଣେ ଜଣାଶୁଣା ପରିଚିତ ଚେହେରା ପାଲଟିଛନ୍ତି। ତାଙ୍କ ସ୍ୱରର ଭିନ୍ନ ଅନ୍ଦାଜ ଲୋକଙ୍କୁ ବେଶ ପସନ୍ଦ ଆସିଥାଏ। ତାଙ୍କୁ ଓଡ଼ିଶାର ଅଗଣିତ ଶ୍ରୋତା ବେଶ୍ ପସନ୍ଦ କରନ୍ତି।ଆପଣ ମାନେ ଜାଣିଛନ୍ତି ଯେ ସେ ଅନେକ ଆଲବମ ଗୀତରେ ତାଙ୍କର ଚମତ୍କାର କଣ୍ଠଦାନ କରି ଜଣେ ଲୋକପ୍ରିୟ ଗାୟିକ ହୋଇ ପାରିଛନ୍ତି। ତେବେ ଏହି ସିଙ୍ଗର ଜଣଙ୍କ ତାଙ୍କର ପ୍ରତିଭାକୁ ଦେଖାଇ ଅନେକ ସୁପରହିଟ ଗୀତରେ ତାଙ୍କର ଜଲୱା ଦେଖାଇ ଛନ୍ତି।

କିଛି ସୀଙ୍ଗିଙ୍ଗ ଶୋ ରେ ମଧ୍ୟ ସେ ତାଙ୍କର ଗାୟିକି କୁ ଦେଖାଇ ସମସ୍ତଙ୍କୁ ମନୋରଂଜନ କରାଇଛନ୍ତି। ତେବେ ଅନେକ ପ୍ରକାରର ଗୀତକୁ ସେ ଗାଇ ଲୋକ ମାନଙ୍କୁ ଖୁସ୍ କରିବା ସହିତ ଲୋକ ଲୋଚନକୁ ଆସି ପାରିଛନ୍ତି।ସେ ତାଙ୍କର ସଙ୍ଗୀତର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ପ୍ରସଂଶକ ମାନଙ୍କୁ। ତେବେ ଅନେକ ସମୟରେ ସେ କିଛି ଏମିତି ଗୀତ ଗାଇଥାନ୍ତି ଯାହା ବହୁତ୍ ହିଟ୍ ହେବା ସହିତ ଚର୍ଚ୍ଚାରେ ରହିଥାଏ। ସେହିପରି ଏକ ଗୀତକୁ ନେଇ ସେ ଏବେ ଲୋକ ଲୋଚନକୁ ଆସିଛନ୍ତି।ଏକ ସିଙ୍ଗିଙ୍ଗ ରିଏଲିଟି ଶୋ ରେ ସେ ଏହି ଗୀତକୁ ଗାଇଥିଲେ।

ଆଉ ଏହାକୁ ଶୁଣି ଖୁସି ଯୋଇଥିଲେ ଉପସ୍ଥିତ ସମସ୍ତ ବିଚାରକ ଏବଂ ଝୁମି ଉଠିଥିଲେ ସବୁ କୁନି ପ୍ରତିଯୋଗୀ।ଏହି ଗୀତଟି ଥିଲା ଏକ ଓଡ଼ିଆ ଜବରଦସ୍ତ ଅନ୍ଦାଜ ର ଗୀତ ଏଲିନା, ଭୂମିକା, ଶିବାନୀ, ସୁପ୍ରିୟା ମୋ ପାଇଁ ହେଲେଣି ଟେନସନ୍।ଏହି ଗୀତଟିକୁ ଏତେ ସୁନ୍ଦର ଭାବରେ ସେ ଗାଉଛନ୍ତି ଯେ ଏହାକୁ ଶୁଣି ଆପଣ ବି ଖୁସି ହୋଇଯିବେ। ଏହାର ମ୍ୟୁଜିକ ଯେମିତି ରହିଛି ତାହା ଏହି ଗୀତକୁ ଅଧିକ ଆକର୍ଷଣୀୟ କରୁଛି। ତାଙ୍କର ଏହି ଗୀତର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଓଡ଼ିଶାର ନୂଆ ସ୍ୱରର ମଞ୍ଚରେ ସେ ଏହି ଗୀତକୁ ଗାଇଥିଲେ।

ତେବେ ଆପଣ ତ ଜାଣିଛନ୍ତି ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଥିବା ଏହି କାର୍ଯ୍ୟକ୍ରମ, ସୀଙ୍ଗୀଙ୍ଗ ରିଏଲିଟି ଶୋ ଯାହା ସମସ୍ତଙ୍କ ର ବେଶ୍ ପସନ୍ଦର ଏବଂ ପ୍ରିୟର ଶୋ ହୋଇ ପାରିଛି।ଏହି ଶୋ ର ନାମ ହେଉଛି ଓଡ଼ିଶାର ନୂଆ ସ୍ୱର ଜୁନିଅର୍। ଜୁନିଅର୍ ମାନଙ୍କ ପାଇଁ ଏହି ମଞ୍ଚ ସ୍ୱରର ଏକ ମହାସମର ସୃଷ୍ଟି କରିଛି।ଏହି ଶୋ ର ଲୋକପ୍ରିୟତା ବହୁତ୍ ଅଧିକ ରହିଛି। ଛୋଟ ପିଲା ମାନଙ୍କ ପାଇଁ ଏହି ସ୍ୱରର ମଞ୍ଚରେ ଅନେକ ଜଣ ଆସି ତାଙ୍କର ପ୍ରତିଭା ଦେଖାଉ ଅଛନ୍ତି। ନିକଟରେ ଏହି ଶୋ ର ଗ୍ରାଣ୍ଡ ଫାଇନାଲ ସରିଥିବା ବେଳେ ଏହାର ବିଜେତା ହେଇଛନ୍ତି ସୁଶିଲ କୁମାର ସାହୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment