Swastik Tv News Odisha

Prapti & Bigyenshi ଗାଇଲେ ଏମିତି ଗୀତ ” Jhul Re Kalia Jhul “… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ହଁ ଦର୍ଶକ ବନ୍ଧୁ ଏବେ ସେସିଆଲ ମିଡ଼ିଆରେ ଭାଇରାଲ ହେଉଛି ସେହିଗୋଟିଏ ଗୀତ ଯାହା ବିଷୟରେ ଆପଣ ମାନେ ମଧ୍ୟ ଜାଣିଥିବେ ଓ ଶୁଣିଥିବେ ମଧ୍ୟ | ତେବେ ଆମେ ସମସ୍ତେ ହେଉଛୁ ସେହି କାଳିଆ ଙ୍କ ଦୟା | ତାଙ୍କର ଦୟାରୁ ଆମେ ଏହି ଜଗତକୁ ଆସିଛୁ ଆଉ ଗୋଟିଏ ନୂଆ ଜୀବନ କୁ ସୁନ୍ଦର ଭାବରେ ଗଢି ତୋଳିଛୁ | ତେବେ ଆମ ଓଡିଶା ବାସୀ ସାଧାରଣତଃ ଜଗନ୍ନାଥ ପ୍ରେମୀ ହୋଇଥାନ୍ତୁ ଆଉ ଜଗନ୍ନାଥ ଙ୍କ ଭକ୍ତିରେ ଆଉ ପ୍ରେମରେ ଏତେ ମଝିଯାଇଥାନ୍ତି କି ସମସ୍ତେ ଜଗନ୍ନାଥ ଙ୍କର ଭଜନ ଶୁଣିବାକୁ ଓ କାଳିଆ ର ବାଣୀ ଓ ସେହି ମଧୁର କଳା ବଦନଙ୍କ ବିଷୟରେ ବର୍ଣ୍ଣନା କରିକି ଗୀତ ଗାଇବାକୁ ପସନ୍ଦ କରିଥାନ୍ତି | ତେବେ ସେହି ଭଳି ଗୋଟିଏ କାଳିଆ ଭଜନ ଗାଉଥିବା ଦୁଇ ଜଣ ଝିଅ ଙ୍କ ବିଷୟରେ ଆସନ୍ତୁ ଜାଣିବା |

ଆମେ ସାଧାରଣତଃ ଜାଣିଛୁ କି ଆମେ ଯେତେ ଦୁଃଖରେ ଥାଉ ନାଁ କାହିଁକି ଥରେ କାଳିଆ ର ଭଜନ ଶୁଣିଦେଲେ ଓ ମନ ଖୋଲିକି ଡାକିଦେଲେ କାଳିଆ ଙ୍କୁ ଆମର ସବୁ ଦୁଃଖ ସବୁ କଷ୍ଟ ଦୂର ହୋଇଯାଇଥାଏ | ଠିକ ସେହିଭଳି “ଝୁଲ ରେ କାଳିଆ ଝୁଲ ” ଗୀତଟି ଏବେ ସାରା ଓଡ଼ିଶା ରେ ପ୍ରସିଦ୍ଧି ଲାଭ କରିଛି | ତାହା ବ୍ୟତୀତ ଏବେ ପ୍ରତେକ ଲୋକ ଙ୍କ ମୋବାଇଲ ରେ ସେହି ଗୋଟିଏ ଗୀତ ତାହା ହେଉଛି ଝୁଲ ରେ କାଳିଆ ଝୁଲ |ତେବେ ଏହିଭଳି ଗୋଟିଏ ସୁନ୍ଦର ଜଗନ୍ନାଥ ଙ୍କ ଉଦେଶ୍ୟ ରେ ଗାଇଛନ୍ତି ଝିଅ ଦୁଇଜଣ | ଆଉ ଯାହାକୁ ଶୁଣିଲେ ଆପଣ ବି ଖୁସି ହୋଇଯିବେ |

ଆମେ ଜାଣିଛି କି ଆମର ଜଗନ୍ନାଥ ଧାମ ପୁରୀ ରଥଯାତ୍ରା ପାଇ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି | ତାହା ବ୍ୟତୀତ ଆମେ ଜାଣିଛୁ କି ଜଗନ୍ନାଥ ରଥରେ ବସିବା ଆଗରୁ ନିଜର ସିଂହାସନ ରୁ ଉଠି ଆସି ରଥରେ ବସିବା ପାଇ ଝୁଲି ଝୁଲି ଆସିଥାନ୍ତି | ଆଉ ଯାହା ଏହି ଗୀତ ଟିରେ କୁହା ଯାଇଛି | ତେବେ ଜଗନ୍ନାଥ ହେଉଛନ୍ତି ଦୁଃଖୀ ମାନଙ୍କର ଠାକୁର, ଆଉ ଏହି ଗୀତରେ ଝିଅ ଦୁଇଜଣ ବହୁତ ସୁନ୍ଦର ଭାବରେ ଜଗନ୍ନାଥ ଙ୍କର ଗୀତକୁ ଭକ୍ତିର ସହିତ ଗାଇଛନ୍ତି | ଯାହାକୁ ଯିଏ କେହିବି ଶୁଣିବ ଆନନ୍ଦିତ ହୋଇଯିବ |

ତେବେ ଜଗନ୍ନାଥ ନଙ୍କର ଅନେକ ଗୀତ ସେସିଆଲ ମିଡିଆରେ ଭାଇରାଲ ହେଉଥିଲେ ମଧ୍ୟ ଏବେ ଯୋଉ ଗୀତଟି ଭାଇରାଲ ହେଇଛି ସେହି ଗୀତଟିକୁ ଶୁଣିଲା ପରେ ଦର୍ଶକ ମାନେ ପୁରୀ ରେ ପାଳିତ ହେଇଥିବା ରଥଯାତ୍ରା ବିଷୟରେ ଆପଣ ମାନେ ଭଲ ଭାବରେ ଜାଣି ପାରିବେ | ତେବେ ଜଗନ୍ନାଥ ଙ୍କ ନାଁ ରେ ଏହି ଭଳି ଏକ ଭକ୍ତି ପ୍ରିୟ ଭଜନ ଗାଇଥିବାରୁ ତାହା ବର୍ତମାନ ସେସିଆଲ ମିଡ଼ିଆରେ ଭାଇରାଲ ହେବା ସହିତ ସମସ୍ତେ ଏହି ଭିଡିଓ କୁ ପସନ୍ଦ ମଧ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.