ପ୍ରଥମଥର ନିଜ ଗାଁ ମାଟିରେ ଖେଳ କରିଦେଲେ କମେଡି କିଙ୍ଗ ଗୁଲୁଆ… ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ବାରମ୍ବାର ଦେଖିବା ପାଇଁ ଇଚ୍ଛା ଆଉ ଆଗ୍ରହ ବଢିବାକୁ ଲାଗିଥାଏ | ତେବେ ବର୍ତ୍ତମାନ ସେହି ଭଳି ଏକ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ଆଉ ତାହା ହେଉଛି କମେଡି ଭିଡ଼ିଓ ଟି |ଆଉ ସୁନ୍ଦର ଭାବରେ ଷ୍ଟେଜ ଉପରେ ନିଜର କମେଡି ର ଯାଦୁ ରେ ଦର୍ଶକ ମାନଙ୍କ ମନକୁ ଆକୃଷ୍ଟ କରେଇ ଦେଇଛନ୍ତି ଏହି କମେଡିଆନ ଜଣଙ୍କ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ଅନେକ ସମୟରେ ଭାଇରାଲ ହେଉଥିବା ଅନେକ ପ୍ରକାରର କମେଡି ସିନ ମାନ ଦେଖିବାକୁ ପାଉଥିବେ |ତେବେ ଯିଏ ନିଜର କମେଡି ମାଧ୍ୟମରେ ପିଲା ଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ କମେଡି ର ଯାଦୁ କୁ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ସେହି କମେଡିଆନ ଗୁଲୁଆ କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ଆଉ ଯିଏକି ବ୍ରହ୍ମଗିରି ରୁ ଯାଇ ନିଜର ଚେଷ୍ଟା ଫଳରେ ଆଜି ସାରା ଓଡିଶା ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି | ତେବେ ଆଜି ହେଉ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଠାରେ ଦେଖିବାକୁ ମିଳିଛି ସୁନ୍ଦର ଭାବରେ ମଞ୍ଚ ଉପରେ କମେଡି ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଗୁଲୁଆ |

ତେବେ ଗୁଲୁଆ ବର୍ତ୍ତମାନ ମକର ଉତ୍ସବ ଅବସରରେ ବ୍ରହ୍ମଗିରି କୁ ଆସିଥିଲେ | ଯେଉଁ ଗାଁ ରେ ସେ ନିଜେ ବଡ଼ ହୋଇଛନ୍ତି ସ୍କୁଲ ଓ କଲେଜ ରେ ପଢ଼ିଛନ୍ତି | ଆଉ ସେଠାକୁ ଆସିବା ପରେ ନିଜର କମେଡିର ଯାଦୁ ଦେଖାଇ ଲୋକ ମାନଙ୍କ ମୁହଁ ରେ ହସ ଖେଳାଇବାକୁ ଲାଗିଥିଲେ ସେ | ଆଉ ଯାହା କୁହାଯାଉଛି କି ବ୍ରହ୍ମଗିରି ଟୋକା ଙ୍କର କମାଲ ବିଷୟରେ ସେ କହିବାକୁ ଲାଗିଥିଲେ | ଆଉ ସେ କହିଥିଲେ କି ଜଣେ ବ୍ୟକ୍ତି ର ଛିଙ୍କ ଭଲ ହେଉ ନ ଥିଲା ମାତ୍ର ବ୍ରହ୍ମଗିରି କୁ ଆସିବା ପରେ ତାହା ଠିକ ହେଇଗଲା @|

ଆଉ ତାହାର କାରଣ ହେଉଛି କି ତାହାର ନାକ ରେ ବଢୁଥିବା ଚୁଟି ତଳକୁ ବଢିବା କଥା ତାହା ଉପରକୁ ବଢିବାକୁ ଲାଗୁଥିଲା, ଆଉ ତାହାକୁ କାଟି ବ୍ରହ୍ମଗିରି ଟୋକା ତାହାକୁ ଠିକ କରିଥିଲା ବୋଲି କହିଛନ୍ତି ଗୁଲୁଆ | ଆଉ ଏହି ଭଳି ନୂଆ ନୂଆ କମେଡି ର ଝଲକ ଦେଖି ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଗୁଲୁଆ | ତାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment