ପ୍ରଥମ ଥର ଓଡ଼ିଶାର NO 1 vlogger ରୂପା ( Rupa ) ଙ୍କ ଆଖିରେ ଲୁହ… ସୁଦଶା ବ୍ରତରେ କାହିଁକି ଭୋ ଭୋ ହୋଇ କାନ୍ଦିଲେ ଜାଣିଲେ ଆପଣଙ୍କ ହୋସ ଉଡିଯିବ… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି। ତେବେ କିନ୍ତୁ ଓଡ଼ିଶାର ଏକ ଯୋଡି ସୋସିଆଲ ମିଡ଼ିଆ କୁ ନିଜର ଆୟ କରିବାର ପନ୍ଥା ଭାବରେ ବାଛିଥାନ୍ତି ଏବଂ ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନା ରେ ଦେଖାଇ ଲୋକପ୍ରିୟତା ହାସଲ କରିଛନ୍ତି।ତେବେ ବର୍ତ୍ତମାନ ଏହି ରୁପା ପିଣ୍ଟୁ ଏକ୍ସପ୍ରେସ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଆସିଛି ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି।

ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ଙ୍କ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଏବଂ ଏହା ଦେଖିଲେ ଆପଣ ନିଶ୍ଚିତ ଭାବରେ ଖୁସି ହୋଇଯିବେ ମଧ୍ୟ।

ତେବେ ଏହି ଭିଡ଼ିଓ ଟିରେ ଦେଖା ଯାଇଛି ଯେ, ଆଜି ସୁଦର୍ଶା ବ୍ରତ ରେ ରୂପା ଘରେ ଜୋର ରେ ପ୍ରସ୍ତୁତି ଚଳେଇ ଛନ୍ତି। ମାତ୍ର ତା କିଛି ସମୟ ପରେ ଦେଖା ଯାଇଛି କି ଆମ ରୁପା ଭାଉଜ କାନ୍ଧୁଛନ୍ତି ଆଉ କାନ୍ଦି କାନ୍ଦି ନଡ଼ିଆ କୁରେଇବା ରେ ଲାଗିଛନ୍ତି। ତାଙ୍କୁ ଯେତେ ପଚାରିଲେ ବି ସେ କାନ୍ଦିବା ର କାରଣ ସେ କହୁ ନାହାନ୍ତି। ତେବେ ପରେ ପିଣ୍ଟୁ ଭାଇ ନିଜେ କହିଛନ୍ତି କି ସକାଳେ ସକାଳେ ସେ ରୂପା ଭାଉଜ ଙ୍କ ସହ ଝଗଡା କରିଥିଲେ ତେଣୁ ରୂପା କାନ୍ଦୁଛନ୍ତି। ତେବେ ପିଣ୍ଟୁ ଭାଇ ଙ୍କ ର ନୂଆ ମେମ୍ବର ଜଣେ ଆସିଛନ୍ତି ଆଉ ତାଙ୍କ ରାଜା ରାଣୀ ଙ୍କୁ ମଧ୍ୟ ସେ ଦେଖାଇଛନ୍ତି।

ତେବେ ଏହା ମଧ୍ୟରେ ଦେଖିବା କୁ ମିଳିଛି କି ସବୁ ଥର ପରି ଏହି ଭିଡ଼ିଓ ରେ ମଧ୍ୟ ପିଣ୍ଟୁ ଭାଇ ତାଙ୍କ ଭଉଣୀ ଓ ମାମୁନି ଙ୍କ ସହ ଥଟ୍ଟା ମଜା କରୁଛନ୍ତି ଆଉ ଖୁସି ମା ଙ୍କ ସହ ମଧ୍ୟ ଲାଗୁଛନ୍ତି। ତେବେ ଏହା ଭିତରେ ରୁପା ଓ ତାଙ୍କ ଶାଶୂ ଙ୍କ ର ସୁଦର୍ଶା ବ୍ରତ ର ପୂଜା ପ୍ରସ୍ତୁତି ଶେଷ ହୋଇଛି ଆଉ ଶାଶୂ ବୋହୁ ଯାଇ ପୂଜା ଘରେ ଫୁଲ ,ଫଳ, ମଣ୍ଡା ପିଠା ଆଦି ନେଇ ପୂଜା ପାଇଁ ବସିଛନ୍ତି। ରୂପା ସୁଦର୍ଶା ବ୍ରତ ର ବହି ପଢ଼ୁଥିବା ର ମଧ୍ୟ ଆପଣ ଦେଖିବା କୁ ପାଇବେ। ତେବେ ତାଙ୍କର ଏହି ଭିଡ଼ିଓ ଟିକୁ ଦେଖନ୍ତୁ ଏବଂ ଏହାର ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment