ପ୍ରଥମଥର ପାଇଁ ଦେଖନ୍ତୁ Pintu Nanda ଙ୍କ ପରିବାର, ଠାକୁରଙ୍କୁ ଡାକନ୍ତୁ ତାଙ୍କ ଆତ୍ମାକୁ ଶାନ୍ତି ମିଳୁ..

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଅଲିଉଡ ର ଜଣା ସୁନା ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଜାଣିଥିବେ | ପିଣ୍ଟୁ ନନ୍ଦ ଯିଏକି ଆମ ଅଲିଉଡ ଇଣ୍ଡୋଷ୍ଟ୍ରି ପାଇଁ ଅନେକ ଫ୍ଲିମ କରିଛନ୍ତି ଆଉ ତାଙ୍କର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କର ହୃଦୟକୁ ମଧ୍ୟ ଆକୃଷ୍ଟ କରେଇଛନ୍ତି | ପିଲା ତାହାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ଆମସ୍ତଙ୍କୁ ନିଜର ଅଭିନୟ ର ଯାଦୁ ରେ ନିଜ ଆଡକୁ ଆକୃଷ୍ଟ କରେଇଛନ୍ତି ପିଣ୍ଟୁ ନନ୍ଦ | ଆଉ ସବୁ ପ୍ରକାରର ଅଭିନୟ କରି ଦର୍ଶକ ମାନଙ୍କର ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅର୍ଜନ କରିଥିବା ସେହି ପିଣ୍ଟୁ ନନ୍ଦ ଙ୍କ ବିଷୟରେ ଆସନ୍ତୁ ଜାଣିବା |

ପିଣ୍ଟୁ ନନ୍ଦ ଯିଏ କି ଅଲିଉଡ ର ଜଣେ ବହୁତ ବଡ଼ ଏକ୍ଟର ଭାବରେ ସମସ୍ତେ ଜାଣିଥିବେ ସେ 1977 ମସିହା ଜଗତସିଂହପୁର ଜିଲ୍ଲା ରେ ଜନ୍ମ ଗ୍ରହଣ କରିଥିଲେ | ଆଉ ବର୍ତ୍ତମାନ ର ବୟସ ତାଙ୍କର 45, ଆଉ ପିଣ୍ଟୁ ନନ୍ଦ ଙ୍କର ୱେଟ 75 ବେଳେ ତାଙ୍କର ହାଇଟ 7ଫୁଟ 9 ଇଞ୍ଚ ବୋଲି କୁହାଯାଉଛି | ଆଉ ତାହା ସହିତ କୁହାଯାଉଛି କି ପିଣ୍ଟୁ ନନ୍ଦ ଙ୍କର ପରିବାର ଲୋକ କହିଲେ ତାଙ୍କର ଦୁଇ ପୁଅ କୁ ନେଇକି ଅଛନ୍ତି | ଆଉ ଯାହା କୁହାଯାଉଛି କି ପିଣ୍ଟୁ ଙ୍କର ଜଣେ ପୁଅ ଦଶମ ଶ୍ରେଣୀ ରେ ପଢ଼ୁଥିବା ବେଳେ ଆଉ ଜଣେ ତୃତୀୟ ଶ୍ରେଣୀରେ ପାଠ ପଢ଼ନ୍ତି |

ତାହା ସହିତ କୁହାଯାଉଛି କି ପିଣ୍ଟୁ ନନ୍ଦ ଜଣେ ଭଲ ଏକ୍ଟର ସାଙ୍ଗକୁ ଜଣେ ବିଜନେସମେନ ମଧ୍ୟ| ତେବେ ପିଣ୍ଟୁ ନନ୍ଦ ଅନେକ ଓଡ଼ିଆ ଫ୍ଲିମ କରିଛନ୍ତି ଆଉ ତାଙ୍କର ଅଭିନୟ ଜଗତ ଟେଲି ଫ୍ଲିମ ରୁ ଆରମ୍ଭ କରିଥିଲେ ବୋଲି କୁହାଯାଉଛି | ଆଉ 1996 ମସିହାରେ ସେ ଅଲିଉଡ ଇଣ୍ଡୋଷ୍ଟ୍ରି ରେ ନିଜର କେରିୟର ଆରମ୍ଭ କରିଥିଲେ |2006 ରେ ପ୍ରେମ ରୂତୁ ଆସିଲା ରେ,2011 ରେ ଦୋସ୍ତି,2013 ରେ ହାତ ଧରି ଚାଲୁଥା, ରୁମକୁ ଝୁମାନା , ହାତ ଧରି ଚାଲୁଥା ରେ ଅଭିନୟ କରି ଦର୍ଶକ ମାନଙ୍କର ମନକୁ କିଣି ନେଇଥିଲେ ପିଣ୍ଟୁ ନନ୍ଦ |

ଆଉ ଯାହା କୁହାଯାଉଛି କି ପିଣ୍ଟୁ ନନ୍ଦ କିଛି ମାସ ହେବ ଲିଭର ଜନିତ ରୋଗ ରେ ପୀଡିତ ହୋଇ ଭୁବନେଶ୍ୱର ରେ AIIMS ରେ ଚିକିତ୍ସିତ ହେଉଥିଲେ | ଆଉ ତାହା ପରେ ରେ ଲିଭିର ସିରସିସ ରୋଗ ରେ ପୀଡିତ ଥିଲେ ଆଉ ତାଙ୍କୁ ବର୍ତ୍ତମାନ ଦିଲ୍ଲୀ କୁ ନିଆଯାଇଛି ଚିକିତ୍ସା ପାଇଁ | ଆଉ ଯାହା କୁହାଯାଉଛି କି ପିଣ୍ଟୁ ଙ୍କର ଲିଭର ସିରୋସିସ ରୋଗ ରେ ପୀଡ଼ିତ ହୋଇଛନ୍ତି ଆଉ ସେ ଚିକିତ୍ସା ପାଇଁ ଦିଲ୍ଲୀ ଯାଉଛନ୍ତି ସେଥିପାଇଁ 50 ଲକ୍ଷ ରୁ ଅଧିକ ଟଙ୍କା ଖର୍ଚ୍ଚ ହେବ | ତେବେ ଏହା ଥିଲା ପିଣ୍ଟୁ ନନ୍ଦ ଙ୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment