ପ୍ରଥମ ଥର ପାଇଁ ହାତ ଯୋଡ଼ି ଅନୁରୋଧ କଲେ ଓଡ଼ିଶାର No 1 Vlogger ରୂପା-ପିଣ୍ଟୁ … Please ଏହି ଭିଡ଼ିଓ କୁ ଅଧିକ ରୁ ଅଧିକ ସେୟାର କରନ୍ତୁ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଓଡିଶା ର ନମ୍ବର 1 ଭ୍ଲୋଗର ରୁପା ଆଉ ପିଣ୍ଟୁ ଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ଅନେକ ମ୍ୟୁଜିକ ଭିଡ଼ିଓ ରେ ସେ କାମ କରିବା ସହିତ ତାଙ୍କର ଅନେକ ଭ୍ଲୋଗ ମଧ୍ୟ ବନାଇଥାନ୍ତି ପିଣ୍ଟୁ ଆଉ ଲୋକ ମାନଙ୍କୁ ଅନେକ କଥା ଜଣେଇଥାନ୍ତି | ତେବେ ଆଜି ପିଣ୍ଟୁ କହିଛନ୍ତି ଜଣେ ମଉସା ଙ୍କର ଦୁଃଖ ର କାହାଣୀ ବିଷୟରେ | ଆଉ ମଉସା ଜଣଙ୍କ ମାଉସି ଙ୍କୁ ନେଇକି ବେଙ୍ଗଲୋର ଯାଇଥିବା ବେଳେ ମାଉସୀ ଜଣଙ୍କ କୁଆଡ଼େ ହଜି ଯାଇଛନ୍ତି | ଆଉ ତାଙ୍କୁ ଯିଏ ବି ଦେଖିବା ଖବର ଦେବା ପାଇଁ କହିଛନ୍ତି ନିଜ ଭ୍ଲୋଗ ରେ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଏହି ଭ୍ଲୋଗ ରେ ପିଣ୍ଟୁ ପ୍ରଥମେ କହିଥିଲେ କି ବରଦା ପଞ୍ଚାୟତ ବିସ୍ତୁପୁର ଗାଁ ରେ ଜଣେ ମଉସା ତାଙ୍କର ସ୍ତ୍ରୀ ଙ୍କୁ ନେଇକି ବେଙ୍ଗଲୋର ଯାଇଥିଲେ | ଆଉ ସେଠାରେ ଷ୍ଟେସନ ରେ ମଉସା ଶୋଇଥିବା ବେଳେ ମାଉସୀ ଜଣଙ୍କ କୁଆଡ଼େ ପଳେଇ ଯାଇଛନ୍ତି | ଆଉ ତାହା ସହିତ କହିଛନ୍ତି କି ମାଉସୀ ଜଣଙ୍କର ମୁଣ୍ଡ ପ୍ରୋବ୍ଲେମ ମଧ୍ୟ ଟିକିଏ ରହିଛି | ତାହା ଛଡା ମାଉସି ଜଣଙ୍କ ଓଡ଼ିଆ ଛଡା ଆଉ କିଛି ଭାଷା କହି ଜାଣି ନାହାନ୍ତି |ଆଉ ଯେଉଁଥି ପାଇଁ ମଉସା ଜଣଙ୍କ ବ୍ୟସ୍ତ ହେଉଛନ୍ତି ଆଉ ବିଜୟନଗର ଷ୍ଟେସନ ରେ ସେ ହଜି ଯାଇଛନ୍ତି ବୋଲି କୁହାଯାଉଛି |

ଆଉ ପିଣ୍ଟୁ କହିଛନ୍ତି କି କେହି ଯଦି ମାଉସୀ ଜଣଙ୍କୁ ଦେଖିଲେ ତାହେଲେ ତାଙ୍କ ପାଖକୁ ଖବର ଦେବା ପାଇଁ ମଧ୍ୟ କହିଛନ୍ତି | ତାହା ପରେ ପିଣ୍ଟୁ ତାଙ୍କର ଘରେ ମକର ସଂକ୍ରାନ୍ତି ଅବସରରେ ତିଆରି ହେଉଥିବା ଖାଇବା କଥା କହିଛନ୍ତି, ଆଉ ଭାର ହୋଇ ଆସିଥିବା ରୁପା ଙ୍କର ବାପା ଙ୍କ ଘରୁ ବିଭିନ୍ନ ଜିନିଷ ଖାଇବା ପାଇଁ ବଢ଼ା ହେଉଥିବାର ସେ ଦେଖାଇଛନ୍ତି | ତାହା ସହିତ ଖୁସି ସହିତ ରୋନା ଙ୍କର ମଜା ମସ୍ତି ର ଭିଡ଼ିଓ ମଧ୍ୟ ଦେଖାଇଛନ୍ତି |

ତେବେ ରୁପା ଙ୍କର ଦେହ ସବୁବେଳେ ଖରାପ ରହୁଛି ଆଉ ଯେଉଁଥି ପାଇଁ ରୁପା ଙ୍କୁ ନେଇକି ପିଣ୍ଟୁ କଟକ ମେଡିକାଲ କୁ ନେଇଯିବେ ବୋଲି କହିଛନ୍ତି |ତାହା ପରେ ଖୁସି ମା ଙ୍କର ଦୁଷ୍ଟାମୀ କୁ ଦେଖାଇଥିଲେ ପିଣ୍ଟୁ | ଆଉ ସମସ୍ତ ପରିବାର ସହିତ ସୁନ୍ଦର ଭିଡ଼ିଓ ମଧ୍ୟ ବନାଇଛନ୍ତି ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ଆଉ ଯାହାକୁ ଲୋକ ମାନେ ପସନ୍ଦ ମଧ୍ୟ କରୁଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment