OMG ! ପ୍ରଥମ ଥର ଶାଢ଼ୀ ପିନ୍ଧି ଓଡ଼ିଶାର ବୋହୂ ଏମିତି Nonstop ଚଢିଲେ ବୁଲେଟ ( Bullet ) ଆପଣ ଦେଖିଲେ ହୋସ ଉଡିଯିବ… 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ପ୍ରତି ଦିନ ବହୁତ ସାରା ଭିଡ଼ିଓ ଭାଇରାଲ ହେଉଥିବା ରେ ଦେଖା ଯାଏ | ତେବେ ସେହି ଭିଡ଼ିଓ ମାନଙ୍କ ଭିତରୁ କେହି କେହି ଭିଡ଼ିଓ ଆମକୁ ଏତେ ପସନ୍ଦ ଆସିଥାଏ ଯେ ତାହାକୁ ବାରମ୍ବାର ବାରମ୍ବାର ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ | ତେବେ ସେହି ଭିଡ଼ିଓ ମାନଙ୍କ ଭିତରୁ ଏବେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଉଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ପ୍ରଶଂସା ନ କରି ରହିପାରିବେ ନାହିଁ | ହଁ ଦର୍ଶକ ବନ୍ଧୁ ତେବେ ଏହି ଭିଡ଼ିଓ ଜଣେ ମହିଳା ଙ୍କର ଯିଏ କି ନିଜର ଘର ଦାୟତ୍ୱ ସହିତ ମାଙ୍କଡ ମାନଙ୍କର ସେବା ରେ ନିଜକୁ ନିୟଜିତ କରିଛନ୍ତି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଏହି ଭାଇରାଲ ହେଉଥିବା ଭିଡ଼ିଓ ବିଷୟରେ ଯାହା ଆପଣଙ୍କ ମନ କୁ ଛୁଇଁବ ବୋଲି କୁହାଯାଇଛି |

ଆଜିର ଦୁନିଆରେ ବହୁତ ମହିଳା ଲୋକ ଅଛନ୍ତି ଯେଉଁମାନେ ମାଙ୍କଡ କୁ ଦେଖିଲେ ଡରି ଥାନ୍ତି ଖାଲି ମହିଳା ନୁହେଁ ପୁରୁଷ ମାନେ ମଧ୍ୟ ଡରି ଥାନ୍ତି | ତେବେ ଏହି ଭାଇରାଲ ହେଉଥିବା ଭିଡ଼ିଓ ଟି ଦେଖି ସାରିବା ପରେ ଆପଣ ଆଶ୍ଚର୍ଯ୍ୟ ହେବ | କାରଣ ଏଠି ଜଣେ ମହିଳା ତାଙ୍କର ବୁଲେଟ ଗାଡିରେ ମାଙ୍କଡ ମାନଙ୍କୁ ବୁଲାଇବା ସହିତ ଖାଲି ସମୟରେ ତାଙ୍କୁ ଖାଇବାକୁ ଦେଉଛନ୍ତି | ଖାଲି ସେତିକି ନୁହେଁ ଏହି ଭିଡ଼ିଓ ରେ ଦେଖା ଯାଇଛି ଯେ ମହିଳା ଜଣକ ବୁଲେଟ ଚଳାଇ ତାଙ୍କର ତିନି ପିଲାଙ୍କୁ ସ୍କୁଲ ନେବା ସହିତ ଘର କାମ ବହୁତ ସୁରଖୁର ରେ କରିପାରୁଛନ୍ତି |

ଆଉ ସମୟ ସମୟରେ ସେ ଏକ ପଡିଆ ରେ ମାଙ୍କଡ ମାନଙ୍କୁ କିଛି ଖାଇବାକୁ ଦେଉଛନ୍ତି | ଆଉ ଏକ ମାଙ୍କଡ ମଧ୍ୟ ତାଙ୍କର କାନ୍ଧ ରେ ବସି ବୁଲିବାରେ ଦେଖା ଯାଇଛି |ତେବେ ଖାଲି ପଡିଆ ରେ ନୁହେଁ ନିଜର ଘରେ ମଧ୍ୟ କିଛି ମାଙ୍କଡ ଦୋଳି ଝୁଲିବା ରେ ଦେଖା ଯାଇଛି | ତେବେ ମାଙ୍କଡ଼ ଓ ମଣିଷ ଭିତରେ ଥିବା ଭଲ ପାଇବା ଏତେ ନିଆରା ତାହା ଏହି ଭାଇରାଲ ହେଉଥିବା ଭିଡ଼ିଓ ହଁ ଜଣା ପଡୁଛି | ତେବେ ଆଜି କାଲି ମହିଳା ଙ୍କୁ ଘର କାମରେ ଫୁରସତ ମିଳୁ ନ ଥିବା ବେଳେ ଏହି ମହିଳା ଜଣଙ୍କ ଯାହାଙ୍କ ନାମ ମୋନାଲିସା ବୋଲି ଜଣା ପଡିଛି ସେ ଘର କାମ ଦାୟିତ୍ୱ ସହିତ କରିବା ସହିତ ମାଙ୍କଡ ମାନଙ୍କୁ ନିଜର ପିଲା ପରି ଯତ୍ନ ନେଉଛନ୍ତି |

ତେବେ ମୋନାଲିସା ଙ୍କର ପିଲାମାନେ ମାଙ୍କଡ ଙ୍କ ସହିତ ଖେଳିବା ର ଦେଖାଯାଇଛି | ଆଉ ଏହିଭଳି ଭାବରେ ମହିଳା ଜଣଙ୍କର କାର୍ଯ୍ୟ କଳାପ ସମସ୍ତଙ୍କୁ ବେଶ ପସନ୍ଦ ଆସିଛି ବୋଲି କୁହାଯାଉଛି |ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ଆଜିର ସେହି ଭିଡ଼ିଓ ଯାହାକୁ ନେଇ ବହୁତ ଚର୍ଚ୍ଚାର ଅଧିକାରୀ ହେଇଛନ୍ତି ମୋନାଲିସା ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment