ପ୍ରଥମ ଥର ୟୁଟୁବ ରେ ଓଡ଼ିଆ ଫିଲ୍ମ ରୁଦ୍ରାଣୀ Rudrani Title Song… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲାକ ଦେଖି ସାରିଲେଣି….

ହଁ ବନ୍ଧୁଗଣ ଅନେକ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଥାଏ | ତେବେ ସେଗୁଡିକ ମଧ୍ୟରେ ଅନେକ ଭିଡିଓ ଆମ ଓଡ଼ିଆ ଚଳଚିତ୍ର କୁ ନେଇକି ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ |ତେବେ ବର୍ତ୍ତମାନ ସେହି ଚଳଚିତ୍ର ବିଷୟରେ ଏକ ଭିଡିଓ ଟିଏ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଦେଖୁବାକୁ ମିଳିଛି କି ଝିଲ୍ଲୀକ ଙ୍କର ଏକ ନୂଆ ଫ୍ଲିମ ବର୍ତ୍ତମାନ ଆସିବାକୁ ଯାଉଛି | ଆଉ ଯେଉଁ ଫ୍ଲିମ ର ନାଁ ହେଉଛି “ରୁଦ୍ରାଣୀ ” ଆଉ ଏକ ନିଆରା ରୂପରେ ଝିଲ୍ଲୀକ ବର୍ତ୍ତମାନ ଆସିବାକୁ ଯାଉଛନ୍ତି ଏହି ଫ୍ଲିମ ରେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଝିଲ୍ଲୀକ ଙ୍କର ଏହି ନିଆରା ଫ୍ଲିମ ଉପରେ ଟିକିଏ ନଜର ପକାଇବା |

ତେବେ ଆପଣ ମାନେ ଜାଣିଥିବେ କି ଆଜି କାଲି ପ୍ରାୟ ଫ୍ଲିମ ର ଷ୍ଟୋରି ଗୁଡିକ ଲଭ କୁ ନେଇକି ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ସେହି ଫ୍ଲିମ ଗୁଡିକ ଆମ ସମାଜ ପାଇଁ କିଛି ଭଲ ପ୍ରଭାବ ପକାଏ ନାହିଁ କେବଳ ମନରଞ୍ଜନ ପାଇଁକି ଆମେ ସେହି ଫ୍ଲିମ କୁ ଦେଖିବା ପାଇଁକି ହଲ କୁ ଯାଇଥାଏ | ତେବେ ବର୍ତ୍ତମାନ ଏଭଳି ଏକ ଫ୍ଲିମ ଅଲିଉଡ ଇଣ୍ଡୋଷ୍ଟ୍ରି ରେ ଆସିବାକୁ ଯାଉଛି ଯାହା ନାରୀ ସଶକ୍ତି କାରଣ ତଥା ୱମେନ୍ସ ପାୱାର ବିଷୟରେ ଲୋକ ମାନଙ୍କୁ ଜଣାଇବାରେ ଲାଗିଛି ଏହି ଫ୍ଲିମ ଟି |

ତାହା ବ୍ୟତୀତ ସମାଜରେ ଦେଖା ଯାଉଥିବା ଖୋଳ ପ୍ରକୃତି ଓ ଅନ୍ୟାୟ କରୁଥିବା ଲୋକଙ୍କ ଉପରକୁ କେଉଁଭଳି ଭାବରେ ସ୍ୱର ଉଠାଇଛନ୍ତି ତାହା ଏହି ଫ୍ଲିମ ରେ ଦେଖୁବାକୁ ମିଳିଛି | ଆଉ ଏହି “ରୁଦ୍ରାଣୀ ” ଫ୍ଲିମ ରେ ମୁଖ୍ୟ ଭୂମିକା ରେ ଅଭିନୟ କରିଛନ୍ତି ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ବୋଲି କୁହାଯାଇଛି |ତେବେ ଏହି ଫ୍ଲିମ ରେ ନିର୍ଦେଶକ ଅଛନ୍ତି କେ ମୁରଲୀ କ୍ରିଷ୍ଣା, ଆଉ ଲିରିକ୍ସ ଦେଇଛନ୍ତି ନିର୍ମଳ ନାୟକ ବୋଲି କୁହାଯାଇଛି | ଆଉ ଏକ ନୂଆ ଆନ୍ଦାଜ ରେ ଫ୍ଲିମ ଟି ହୋଇଛି ବୋଲି କୁହାଯାଇଛି | ତେବେ ଝିଲ୍ଲୀକ ଙ୍କ ବ୍ୟତୀତ ଅନ୍ୟ କଳାକାର ମାନେ ମଧ୍ୟ ଏହି ଫ୍ଲିମରେ ବହୁତ ଭଲ ଭାବରେ ଅଭିନୟ କରୁଥିବାର ଦେଖିବାକୁ ମିଳିଛି |

ଏହି ଫ୍ଲିମ ରେ ଝିଲ୍ଲୀକ ଏକ ନୂଆ ରୂପ ରେ ଆସୁଥିବାର ଦେଖିବାକୁ ମିଳିଛି | ଆଉ ଏକ ନୂଆ ଷ୍ଟୋରି କୁ ନେଇକି ଆଉ ତାହା ପୁଣି ମହିଳା ମାନଙ୍କ ପାଇଁ ଏହି ଫ୍ଲିମ ତଥା ମହିଳା ମାନେ ମଧ୍ୟ କୌଣସି ଟିରେ କମ ନୁହନ୍ତି ବୋଲି ଦର୍ଶା ଯାଇଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଆଉ ଯାହାକୁ ଲୋକ ମାନେ ମଧ୍ୟ ପସନ୍ଦ କରୁଥିବାର ଜଣା ପଡିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment