ପ୍ରଥମଥର ଦେଖନ୍ତୁ ରାଣୀପଣ୍ଡା ( Rani panda ) ଙ୍କ ଗାଁ ଘର ଓ ପରିବାର

ଦର୍ଶକ ବନ୍ଧୁ ଓଡିଶା ର ବେଶ ଜଣା ଶୁଣା ଚେହେରାଯାହାଙ୍କୁ ଦେଖିବା ପାଇଁ ଲୋକଙ୍କର ମନରେ ଭରି ରହିଥାଏ କେତେ ଆଶା | ତେବେ ସେ ହେଉଛନ୍ତି ଓଡିଶା ଯାତ୍ରା ଜଗତର ନାମୀ ଦାମୀ କଳାକାର ହଟ ଡାନ୍ସର ଯାହାକୁ ଲୋକେ ଓଡିଶା ର ଯାତ୍ରା ଜଗତ ର ଆଇଟମ ଗାର୍ଲ ଭାବେ ଜାଣନ୍ତି | କେବଳ ଯାତ୍ରା ନୁହେଁ ଟିଭି ସିରିଏଲ ଠୁ ଆରମ୍ଭ କରି ଚଳଚ୍ଚିତ୍ର ପର୍ଯ୍ୟନ୍ତ ସେ ତାଙ୍କର ଅଭିନୟ ମାଧ୍ୟାମ ରେ ଲୋକମାଙ୍କ ମନରେ ରହିଆସିଛନ୍ତି | ତାହାଲେ ଦର୍ଶକ ବନ୍ଧୁ ସେ ହେଉଛନ୍ତି ରାଣୀ ପଣ୍ଡା | ତେବେ ରାଣୀ ପଣ୍ଡା ଙ୍କ ର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଯେଉଁ ଭିଡ଼ିଓ କୁ ସେ ନିଜେ ସେୟାର କରିଛନ୍ତି ବୋଲି ଜଣା ପଡିଛି | ତାହାଲେ ଆସନ୍ତୁ ବନ୍ଧୁଗଣ ଜାଣିବା ସେହି ଭାଇରାଲ ଭିଡ଼ିଓ ବିଷୟରେ |

ତେବେ ଟିଭି ପରଦାରେ ହେଉ ନହେଲେ ଯାତ୍ରା ଜଗତ ରେ ଅଭିନୟ ଓ ଡ୍ୟାନ୍ସ ମାଧ୍ୟମ ରେ ସବୁବେଳେ ବେଶ ଚର୍ଚ୍ଚା ରେ ଥାନ୍ତି ରାଣୀ ପଣ୍ଡା | କାରଣ ସେ ସବୁବେଳେ ନିଜର ଦକ୍ଷତା ବଳ ରେ ସେ ସବୁବେଳେ ତାଙ୍କର ପ୍ରଶଂସକ ପାଇଁ କିଛି ନୂଆ କରିବା ପାଇଁ ଚେଷ୍ଟା କରିଥାନ୍ତି | ତେବେ ତାଙ୍କର ଏହି ଚେଷ୍ଟା ବଳରେ ସେ ଲୋକଙ୍କର ବେଶୀ ନିକଟତର ହେବା ସହିତ ଲୋକଙ୍କ ହୃଦୟ କୁ ମଧ୍ୟ ଜିତିବାରେ ସଫଳତା ପାଇଛନ୍ତି | ତେବେ ଓଡିଶା ର କଣେ ଅନୁକଣେ ତାଙ୍କର ପ୍ରଶଂସଙ୍କ ମାନେ ରାଣୀ ପଣ୍ଡାଙ୍କୁ ବେଶୀ ଭଲ ପାଇଥିବା ଦେଖା ଯାଇଛି |

ତେବେ ଏବେ ରାଣୀ ପଣ୍ଡା ଏବେ ସୋସିଆଲ ମିଡିଆରେ ପ୍ରଥମ ଥର ପାଇଁ ନିଜର ଗାଁ ଓ ନିଜର ଘର ଦେଖାଇଥିବା ନଜର ଆସିଛନ୍ତି | ତେବେ ସେ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଟି ରାଣୀ ପଣ୍ଡା ଜାରି କରିଛନ୍ତି | ସେହି ଭିଡ଼ିଓ ରେ ରାଣୀ ପଣ୍ଡା ତାଙ୍କର ଘରେ ଏକ ଛୋଟ ପିଲାଙ୍କ ସହିତ ଖେଳୁଥିବାର ନଜର ଆସିଥିଲେ ଏହା ସହିତ ତାଙ୍କର ରୋଷେଇ ଘର ମଧ୍ୟ ଦେଖାଇଥିଲେ | ତେବେ ଏହି ଭିଡ଼ିଓ ରେ ରାଣୀ ପଣ୍ଡା ମଧ୍ୟାହ୍ନ ଭଜନ କରୁଥିବା ର ମଧ୍ୟ ଦେଖା ଯାଇଛି |

ତାହା ସହିତ ରାଣୀ ପଣ୍ଡା ସୁନ୍ଦର ଭାବରେ ଘର ଭିତରେ ହେଉଥିବା ରୁଷେଇ ସହିତ ଛୋଟ ଛୋଟ ପୁତୁରା ମାନଙ୍କର ମଜା ମସ୍ତି ର ଭିଡ଼ିଓ ମଧ୍ୟ ଦେଖାଇ ଛନ୍ତି |ଆଉ ରାଣୀ ପଣ୍ଡା ସମସ୍ତଙ୍କ ସହିତ ବସିକି ଖୁସି ରେ ଖାଇବା ପାଇଁ ଲାଗିଛନ୍ତି ଆଉ ବେଶ ଏନଜୟ ମଧ୍ୟ କରୁଛନ୍ତି |ତାହାଲେ ବନ୍ଧୁ ଗଣ ଏହା ଥିଲା ସେହି ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଇଥିବାର ଦେଖା ଯାଇଛି ଓ ଚର୍ଚ୍ଚା ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment