ପ୍ରଥମ ଥର ଦୁଇ ଯୁବତୀ Nonstop ଚଢିଲେ ଟ୍ରେନ ( Train ) ଆପଣ ବି ଦେଖିଲେ ପ୍ରଶଂସା କରିବେ…. ମାତ୍ର 4 ଘଣ୍ଟାରେ 40 Million ରୁ ଅଧିକ ଲୋକ ଦେଖି ସାରିଲେଣି

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବେଶ ଖୁସି ଲାଗିଥାଏ ଆଉ ଗର୍ବ ମଧ୍ୟ ଲାଗିଥାଏ | ତେବେ ଠିକ ସେହି ଭଳି ଏକ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ମହିଳା ମାନେ ମଧ୍ୟ ନଜର କମାଲ ଦେଖାଉଥିବାର ଦେଖା ଯାଇଛି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ | ଆଉ ବହୁତ ସୁନ୍ଦର ଭାବରେ ଝିଅ ଦୁଇଜଣ ଟ୍ରେନ କୁ ଚଳାଉଥିବାର ମଧ୍ୟ ଦେଖିବାକୁ ମିଳିଛି ଏଠାରେ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଉବା |

ଆପଣ ମାନେ ଅନେକ ସମୟରେ ଝିଅ ମାନଙ୍କର ବିଭିନ୍ନ ପ୍ରକାରର କାର୍ଯ୍ୟ କଳାପ ଗୁଡିକ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେଉଥିବାର ଦେଖିବାକୁ ପାଉଥିବେ | ଆଉ ଯାହା କୁହାଯାଉଛି କି ଟଙ୍କା ର ଦୁଇ ପାର୍ଶ୍ଵ ଭଳି ପୁଅ ଆଉ ଝିଅ ଯେଉଁ ମାନେ କୁ ସମାନ ହୋଇଥାନ୍ତି | ଆଉ ଯେଉଁ କାର୍ଯ୍ୟକୁ ପୁଅ ମାନେ କରି ପାରୁଛନ୍ତି ନିଃସନ୍ଦେହ ରେ ଝିଅ ମାନେ ମଧ୍ୟ ଆଜି କାଲି ସେହି କାର୍ଯ୍ୟକ୍ରମ କୁ କରି ପାରୁଛନ୍ତି ଓ ସମାନ ଦାୟିତ୍ୱ ଗ୍ରହଣ କରିବା କଥା ମଧ୍ୟ କୁହାଯାଉଛି | ତେବେ ବର୍ତ୍ତମାନ ସେହି ଭଳି କିଛି ନାରୀ ମାନଙ୍କ ପାଇଁ ଗର୍ବ ଆଣି ଦେଇଛନ୍ତି ଝିଅ ଦୁଇଜଣ |

ଆଉ ଯାହା ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ କି କେଉଁ ଭଳି ଭାବରେ ସୁନ୍ଦର ଭାବରେ ଲୋକ ପାଇଲଟ ଭାବରେ ଦୁଇଜଣ ଝିଅ ଟ୍ରେନ କୁ ଚଳାଇବାକୁ ଲାଗିଛନ୍ତି | ଆଉ ବିନା ଭୟରେ ଦୁଇଜଣ ଟ୍ରେନ କୁ ଆଗକୁ ନେବାକୁ ଲାଗିଛନ୍ତି ଯାହାକୁ ଆପଣ ମାନେ ମଧ୍ୟ ଦେଖିଲେ ବେଶ ଖୁସି ହୋଇଯିବେ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ଝିଅ ମାନଙ୍କ ପାଇଁ ଏକ ଗର୍ବ ଆଣି ଦେଇଛି ବୋଲି ମଧ୍ୟ କୁହାଯାଉଛି |

ତେବେ ଆଜି କାଲି ଝିଅ ମାନେ ସବୁ କିଛି କାର୍ଯ୍ୟ କରି ପାରୁଛନ୍ତି ଆଉ କୌଣସି ବି କ୍ଷେତ୍ରରେ ସେମାନେ ଆଉ ପଛରେ ରହୁ ନାହାନ୍ତି | ଆଜି କାଲି ର ଝିଅ ମାନେ ନିଜେ ଜାଗ୍ରତ ହେବା ସହିତ ଭାରତ ମା ର ନାଁ କୁ ବି ଆଗକୁ ନେବାକୁ ଲାଗିଛି ଯାହା ଏହି ଝିଅ ଦୁଇଜଣ ଙ୍କୁ ଦେଖିକି ବେଶ ଭଲ ଭାବରେ ଜାଣି ହେଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଓ ଚର୍ଚ୍ଚା ହେବାରେ ଲାଗିଛନ୍ତି ଏହି ଦୁଇଜଣ ଝିଅ ଲୋକ ପାଇଲଟ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment