Swastik Tv News Odisha

ବ୍ଲକବଷ୍ଟର ଫିଲ୍ମ RRR କୁ ପଛରେ ପକାଇ ଇତିହାସ ରଚିଲା ଓଡ଼ିଆ ଫିଲ୍ମ “ଦମନ”… ଦେଖନ୍ତୁ video

0

ତେବେ ଭାଇରାଲ ହେଉଥିବା ଅନେକ ଭିଡ଼ିଓ ମାନଙ୍କ ମଧ୍ୟରୁ ବର୍ତ୍ତମାନ ଚର୍ଚ୍ଚାରେ ଅଛି ଓଡ଼ିଆ ଫ୍ଲିମ “ଦମନ ” | ଆଉ ଯାହା କୁହାଯାଉଛି କି ଏହି ଫ୍ଲିମ ଟି ଦର୍ଶକ ମାନଙ୍କ ମନକୁ ବେଶ ଆକୃଷ୍ଟ ମଧ୍ୟ କରାଇଛି ବୋଲି କୁହାଯାଉଛି | ତେବେ ଆପଣ ମାନେ ଅନେକ ସମୟରେ ହିନ୍ଦୀ ଆଉ ତେଲୁଗୁ ଫ୍ଲିମ କୁ ଲୋକ ମାନେ ଅଧିକ ପସନ୍ଦ କରୁଥିବାର ଦେଖିବାକୁ ପାଇଥିଲେ | ଆଉ ଓଡ଼ିଆ ସିନେ ଜଗତ ପଛରେ ପଡିଥିବାର ଦେଖିଥିବେ | ତେବେ ଏହି ଦମନ ଫ୍ଲିମ ଟି ଆମ ଓଡ଼ିଆ ସିନେ ଜଗତ ପାଇଁ ଆଣି ଦେଇଛି ଏକ ବଡ଼ ଗର୍ବ | ଆଉ ଯେଉଁଠି RRR ଫ୍ଲିମ ଠୁ ଉପର ରେଟିଂ ରେ ରହିଛି ଏହି ଓଡ଼ିଆ ଫ୍ଲିମ ଟି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଏହି ଖବର ଟି ଉପରେ ଟିକିଏ ନଜର ପକାଇବା |

ତେବେ ଭାଇରାଲ ହେଉଥିବା ଏହି ଘଟଣା ଟିରେ କୁହାଯାଇଛି କି “ଦମନ ” ଫ୍ଲିମ ଟି ଖାଲି ଓଡ଼ିଆ ଙ୍କ ମନରେ ନୁହଁ ସାରା ଭାରତୀୟ ମାନଙ୍କର ମନରେ ଆଣି ଦେଇଛି ଓଡ଼ିଆ ଫ୍ଲିମ ପ୍ରତି ଥିବା ଭଲ ପାଇବା | ଆଉ ଫ୍ଲିମ ଟିର ଅଭିନୟ ପାଖରୁ ଆରମ୍ଭ କରିକି ଷ୍ଟୋରୀ ପର୍ଯ୍ୟନ୍ତ ସମସ୍ତ କଥା ଲୋକ ମାନଙ୍କର ମନକୁ ବେଶ ଆକୃଷ୍ଟ କରିଥିବାର ମଧ୍ୟ ଦେଖିବାକୁ ମିଳିଛି | ଆଉ ଯେଉଁଠି କୁହାଯାଉଛି କି IMDB ର ରେଟିଙ୍ଗ ଅନୁସାରେ ଭଲ ଭଲ ଫ୍ଲିମ ମାନଙ୍କୁ ସେହି ରେଟିଂ ଭିତରକୁ ନିଆଯାଇଥାଏ |

ଆଉ ବର୍ତ୍ତମାନ ସେହି ରେଟିଂ ଭିତରେ ରହିଛି ଓଡ଼ିଆ ଫ୍ଲିମ ଦମନ, ତେବେ ଏହି IMDB ର ରେଟିଙ୍ଗ ର ସବୁଠୁ ଉପରେ RRR ତେଲଗୁ ଫ୍ଲିମ ରହିଥିବା ବେଳେ ବର୍ତ୍ତମାନ ସବୁଠୁ ଉପରେ ରହିଛି ଓଡ଼ିଆ ଫ୍ଲିମ “ଦମନ ” | ଆଉ ଯାହା ଦେଖିବାକୁ ମିକିଛି କି RRR 80 % ସ୍କୋର କରିଥିବା ବେଳେ ଦମନ ଫ୍ଲିମ 90.4 ସ୍କୋର କରିଛି 100 ରୁ | ଆଉ ଯାହା ଗୋଟିଏ ବହୁତ ବଡ଼ ଖୁସି ର କଥା ଆମ ଓଡ଼ିଆ ସିନେମା ଜଗତ ପାଇଁକି ବୋଲି କୁହାଯାଉଛି |

ତେବେ ଏହି ଦମନ ଫ୍ଲିମ ଟି ଖାଲି ଓଡ଼ିଆ ରେ ନୁହଁ ହିନ୍ଦୀ ରେ ମଧ୍ୟ ଡୋବିଙ୍ଗ ହେଉଛି | ଆଉ ଖୁବ ଶୀଘ୍ର ଦର୍ଶକ ମାନଙ୍କର ସାମ୍ନାକୁ ତାହା ଆସିବ ବୋଲି କୁହାଯାଉଛି | ତେବେ ଗୋଟିଏ ପରେ ଗୋଟିଏ ପାହାଚ ଆଗକୁ ଯିବାକୁ ଲାଗିଛି ଏହି ଦମନ ଫ୍ଲିମ ପାଇଁକି ଆମ ଅଲିଉଡ ଜଗତ ବୋଲି କୁହାଯାଉଛି | ଆଉ ଏହି ଫ୍ଲିମ ଟି ଦର୍ଶକଙ୍କର ମନକୁ ଛୁଇଁ ଥିବାର ଜଣା ପିଡ଼ିଛି | ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave A Reply

Your email address will not be published.