ବନ୍ଧୁଗଣ ଆପଣ ଜାଣିଥିବେ ନିଶ୍ଚିତ ଯେ ଏହି ଦୁନିଆରେ ସବୁ ନାରୀ ମନେ ମା ହେବାର ସୌଭାଗ୍ୟ ପ୍ରାପ୍ତ କରନ୍ତି ନାହିଁ, ଭଗବାନ ସମସ୍ତଙ୍କୁ ସେହି ଖୁସି ଦେଇନାହାନ୍ତି |ଏହି ଦୁନିଆରେ ଅନେକ ମହିଳା ଅଛନ୍ତି ଯେଉଁ ମାନଙ୍କୁ ସେମାନେ ସନ୍ତାନ ପାଇଁ ଝୁରୁଛନ୍ତି, ଜଣେ ନାରୀ ଜୀବନର ସାର୍ଥକତା ସେ ମା ହେବା ପରେ |ତେଣୁ ବର୍ତମାନ ନବ ବିବାହିତା ମହିଳାଟିଏ ଯେତେବେଳେ ପିଲା କନସିଭ କରୁଛି ସେତେବେଳେ ସେ ବହୁତ ଖୁସି ହେବା ସହିତ ନିଜ ପିଲା ପାଇଁ ବହୁତ କେୟାର ଫୁଲ ମଧ୍ୟ୍ୟ ହୋଇଯାଏ |ମୁଁ ଆଜି ଆପଣଂକୁ ଜଣେ ମା କନସିଭ କଲା ପରେ ତାର ସ୍ୱାମୀ ସହିତ ସମ୍ପର୍କ ରଖିବା ଉଚିତ କି ନୁହଁ ସେ ବିଷୟରେ ଜଣେଇବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହାର ସମ୍ପୂର୍ଣ କଥା ବିଷୟରେ ଜାଣିବା |
ପ୍ରଥମେତଃ ଯେଉଁ ମହିଳା ମାନଙ୍କର ନାଚୁରଲ ପ୍ରସେସରେ ବେବି କନସିଭ ହୋଇଯାଏ ଅର୍ଥାତ ତାଙ୍କୁ ଏଥିପାଇଁ କୌଣସି ପରିଶ୍ରମ କରିବାକୁ ପଡ଼ିନାହିଁ, କି କୌଣସି ମେଡ଼ିସିନ ସେମାନେ ଗ୍ରହଣ କରିନାହାନ୍ତି |ଏହି ମହିଳାମନେ ଯଦି ଏଥିପାଇଁ ଡାକ୍ତରଙ୍କୁ ମଧ୍ୟ ପରାମର୍ଶ କରିନାହାନ୍ତି ତେବେ ଆପଣ କନସିଭର ଦେଢ଼ ମାସ ପରେ ସ୍ୱାମୀ ସ୍ତ୍ରୀ ଉଭୟ ସମ୍ପର୍କ ରଖିପାରିବେ |ଦୁଇ ଜଣ ନିଜର ଇଛା ସହିତ ସମ୍ପର୍କରେ ରୁହନ୍ତି, ଯେତେବେଳେ ଗର୍ଭବତୀମାର ଦେହ ଓ ମନ ଉଭୟ ଭଲ ଥିବ ସେତେବେଳେ ଆପଣ ରିଲେସନରେ ରୁହନ୍ତି |ଏହା ସହିତ ସ୍ୱାମୀ ସ୍ତ୍ରୀ ଉଭୟ ଭଲ ପୋଜିସନରେ ରିଲେସନରେ ରହିବେ ଯାହା ଦ୍ଵାରା ଆପଣଙ୍କ ବେବି ଉପରେ ତାହାର ପ୍ରଭାବ ପଡିବ ନାହିଁ |
ଏହା ସହିତ ଯେଉଁ ମହିଳା ମନେ ବହୁତ କଷ୍ଟରେ ବେବି କନସିଭ କରିଥାନ୍ତି କିମ୍ବା ଏଥିପାଇଁ ସେମାନେ ବହୁତ ମେଡ଼ିସିନ ମଧ୍ୟ ଖାଇଥାନ୍ତି ତେବେ ଆପଣ ଏହି କ୍ଷେତ୍ରରେ ତିନି ମାସ ପ୍ରଯ୍ୟନ୍ତ ରିଲେସନକୁ ଏଭଏଡ଼ କରନ୍ତୁ |କାରଣ ଏହା ଆପଣ ବେବିକୁ ମିସକରେଜ କରିପାରେ ତେଣୁ ଆପଣ ଏଥିପାଇଁ ସାବଧାନ ରହିବା ସହିତ ଆପଣ ଉଭୟ ତିନି ମାସ ପରେ ଦୁଇଜଣଙ୍କ ଇଛାରେ ରିଲେସନରେ ରୁହନ୍ତୁ |ଆପଣଙ୍କର ଯଦି ଏହି ସମୟରେ କୌଣସି ଶାରୀରିକ କଷ୍ଟ ଅନୁଭବ କରୁଥାନ୍ତି ତେବେ ଆପଣ ଏହି ସମୟରେ ରିଲେସନ ରଖନ୍ତୁ ନାଇଁ |
ଯେଉଁ ମହିଳାମାନଙ୍କର ବହୁତ ବର୍ଷ ପରେ କନସିଭ ହୋଇଥାଏ ବା ସେମାନଙ୍କର ବାରମ୍ବାର ମିସକରେଜ ହୋଇଥାଏ ତେବେ ସେମାନେ ଅତିକମରେରେ ତିନି ମାସ ପ୍ରଯ୍ୟନ୍ତ ରିଲେସନକୁ ଏଭଏଡ଼ କରନ୍ତୁ |ଏହା ସହିତ ଆପଣଙ୍କର ଯଦି ୱାଟର ଲେଭେଲ ଅଧିକ ଥାଏ ତେବେ ମଧ୍ୟ ଆପଣ ରିଲେସନ ରଖନ୍ତୁ ନାହିଁ କାରଣ ଏହାଦ୍ଵାରା ପାଣି ଲିକେଜ ହବାର ମଧ୍ୟ ଚାନ୍ସ ରହିଥାଏ |ଏହା ସହିତ ଯେଉଁ ମହିଳାମନେ ହାଇରିକ୍ସରେ ରହୁଛନ୍ତି ସେମାନେ ମଧ୍ୟ ଉଭୟ ସମ୍ପର୍କ ନରଖିବା ଭଲ ହୋଇଥାଏ, ଏହା ସହିତ ଆପଣ ଯଦି ସମ୍ପର୍କ ରଖିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଡାକ୍ତରଙ୍କ ପରାମର୍ଶରେ ରଖନ୍ତୁ |ତେବେ ଯାଇ ଆପଣଙ୍କ ବେବି ସୁସ୍ଥ ରହିବା ସହିତ ତାର କୌଣସି କ୍ଷତି ହେବନାହିଁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।