ଝିଅ କିମ୍ୱା ପୁଅ ହେବା ବାପା ମାଙ୍କ ଉପରେ ନିର୍ଭର କରିଥାଏ , ତା ସହିତ ଈଶ୍ୱରଙ୍କ କୃପା ମଧ୍ୟ ଆବଶ୍ୟକ ହୋଇଥାଏ । ଆଜିର ସମୟରେ ଭ୍ରୂଣ ହତ୍ୟା କରି ବହୁତ ବଡ ଭୁଲ କରୁଛନ୍ତି , ସେମିତି ଭୁଲ ଆଦୌ କରନ୍ତୁ ନାହିଁ । ଉଭୟ ପୁଅ ଝିଅ ସମସ୍ତେ ସମାନ , ଆଜିର ଦିନ ପୁଅ ଯାହା କରି ପାରୁଛି ତା ଠାରୁ ଅଧିକ ଝିଅ କରି ଦେଖାଉଛି । ବାରମ୍ୱାର ଝିଅ ହେଉଥିଲେ ପୁତ୍ର ସନ୍ତାନ ଇଚ୍ଛା ରଖୁଥିବା ଲୋକମାନଙ୍କ ପାଇଁ ଏହି ଉପାୟ ଟି ବହୁ ପରୀକ୍ଷିତ ଅଟେ । ଈଶ୍ୱରଙ୍କ କୃପା ସହିତ ଆୟୁର୍ବେଦ ରେ ଏମିତି କିଛି ଉପଚାର ବର୍ଣ୍ଣିତ ଅଛି ଯାହାର ପ୍ରୟୋଗ କରି ଆପଣ ପୁତ୍ର ସନ୍ତାନ ପ୍ରାପ୍ତ କରି ପାରିବେ ।
ଆବଶ୍ୟକ ସାମଗ୍ରୀ :-
1. ମୟୂର ଚନ୍ଦ୍ରିକା
2. ଗୁଡ
ପ୍ରସ୍ତୁତ ପ୍ରଣାଳୀ :-
ପୁତ୍ର ସନ୍ତାନ ଇଚ୍ଛା ରଖୁଥିବା ବ୍ୟକ୍ତି ମାନଙ୍କୁ ଆଜିର ଏହି ହୋମ ରେମିଡି ବନେଇବା ପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ ମୟୂର ଚନ୍ଦ୍ରିକା । ଆୟୁର୍ବେଦରେ ବର୍ଣ୍ଣିତ ଅଛି ମୟୂର ଚନ୍ଦ୍ରିକାର ପ୍ରୟୋଗ କରି ଆପଣ ପୁତ୍ର ସନ୍ତାନ ପ୍ରାପ୍ତ କରି ପାରିବେ । ଏଥିପାଇଁ ଆପଣ 3 ଟି ମୟୂର ଚନ୍ଦ୍ରିକା ନିଅନ୍ତୁ , ତାହାକୁ ଛୋଟ ଛୋଟ ପିସ୍ ରେ କାଟନ୍ତୁ । ପ୍ରଥମେ ଆପଣ ସକାଳୁ ଗାଧୋଇସାରି ଆସି ସୂର୍ଯ୍ୟଙ୍କୁ ନମସ୍କାର କରନ୍ତୁ , ତାପରେ ଗୋଟିଏ ମୟୂର ଚନ୍ଦ୍ରିକା ନେଇ ଏହିପରି ଛୋଟ ଛୋଟ ପିସ୍ କାଟି ନିଅନ୍ତୁ । ଏହାପରେ ଦ୍ୱିତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ ଗୁଡ ।
ଯେତିକି ମାତ୍ରାରେ ଆପଣ ଗୁଡ ଗିଳି ପାରିବେ ସେତିକି ମାତ୍ରାରେ ଗୁଡ ଏଥିପାଇଁ ନିଅନ୍ତୁ । ଆଲି ସାଇଜ ରେ ଗୋଟିଏ ବଟିକା ପ୍ରସ୍ତୁତ କରନ୍ତୁ , ଛୋଟ ଛୋଟ କାଟିକରି ରଖିଥିବା ମୟୂର ଚନ୍ଦ୍ରିକା କୁ ସେହି ଗୁଡ ଉପରେ ପକାନ୍ତୁ । ଏହାକୁ ଛୋଟ ଗୋଲିରେ ପରିଣତ କରନ୍ତୁ , ଏବେ ଆମର ଏହି ରୋମିଡି ବନି ପ୍ରସ୍ତୁତ ।
ସେବନ ପ୍ରଣାଳୀ :-
କୌଣସି ରବିବାର ଦିନ ଗର୍ଭର ଦେଢମାସ ଠାରୁ 3 ମାସ ମଧ୍ୟରେ ସକାଳୁ ଗାଧୋଇ ସୂର୍ଯ୍ୟଙ୍କୁ ନମସ୍କାର କରି କଟୁରୀ କିମ୍ୱା କଇଁଚି ସହାୟତାରେ ଟିକ୍ ଟିକ୍ କରି କାଟି ଯେତିକି ଗୁଡ ଭିତରେ ରହିପାରିବ ଏବଂ ଆପଣ ତାକୁ ଗିଳି ପାରିବେ ସେତିକି ଗୁଡ ପୂରାଇ ଡାହାଣ ନାକ ପୂଡାରେ ନିଶ୍ୱାସ ଯାଉଥିବା ସମୟରେ ଗିଳି ଦେବେ । ଏହିପରି ଆପଣ ରବିବାର ଦିନ , ସୋମବାର ଦିନ ଓ ମଙ୍ଗଳବାର ଦିନ କରନ୍ତୁ । ପ୍ରତ୍ୟୋକ ଦିନ ଗୋଟିଏ ଲେଖାଏ ମୟୂରଚନ୍ଦ୍ରିକା ସହିତ ଗୁଡ ମିଶାଇ ଖାଇଲେ ପୁତ୍ର ସନ୍ତାନ ନିଶ୍ଚିତ ହେବ । ଏହା ବହୁ ପରିକ୍ଷିତ ଆୟୁର୍ବେଦିକ ଘରୋଇ ଉପଚାର ଅଟେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।