Pregnancy Tips – ଏହି 10 ଟି ଲକ୍ଷଣ ରୁ ଜାଣନ୍ତୁ ଗର୍ଭରେ ଥିବା ଶିଶୁ ପୁଅ କି ଝିଅ

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପୁଅ ହେବା ଵା ଝିଅ ହେବା କାହାରି ହାତର କଥା ନୁହଁ | ତେବେ ମହିଳା ମାନଙ୍କ ନିକଟରେ ପ୍ରେଗ୍ନେସି ସମୟରେ କେତେ ଗୁଡିଏ ଲକ୍ଷଣ ରହିଛି ଯାହାକୁ ଦେଖିକି ଆପଣ ମାନେ ଜାଣି ପାରିବେ କି ଆପଣ ଙ୍କର ଗର୍ଭ ରେ ପୁଅ ଅଛି କି ଝିଅ ଅଛି ସେ ବିଷୟରେ | ଆଉ ଯାହା ସାହାଯ୍ୟ ରେ ଆପଣ ମାନେ ଗର୍ଭବତୀ ସମୟରେ ଗର୍ଭ ଭିତରର କଥା ଗୁଡିକ ଜାଣି ପାରିବେ | ତେବେ ଆପଣ ମାନେ ଜାଣିଥିବେ କି ଗର୍ଭବତୀ ହେବା ପରେ ମହିଳା ମାନଙ୍କ ନିକଟରେ ବିଭିନ୍ନ ପ୍ରକାରର ଲକ୍ଷଣ ମାନ ଦେଖା ଯାଇଥାଏ ଯାହା ସେମାନଙ୍କ ର ଗର୍ଭ ରେ ପୁଅ ଅଛି କି ଝିଅ ସେ ବିଷୟରେ ଜଣାଇଥାଏ | ଆସନ୍ତୁ ତାହେଲେ ସେ ସବୁ ବିଷୟରେ ଆଲୋଚନା କରିବା |

କଣ ସବୁବେଳେ ଲକ୍ଷଣ ରୁ ଜାଣିବା ପୁଅ କି ଝିଅ ରହିଛି ମହିଳା ଙ୍କର ଗର୍ଭ ରେ :-

1-କୁହାଯାଉଛି କି ଗର୍ଭବତୀ ସମୟରେ ଯଦି ମହିଳା ମାନଙ୍କୁ ନିଦ କମ ହେଉଛି ତାହେଲେ ଆପଣ ମାନେ ଜାଣିବେ କି ଏହା ପୁଅ ହେବାର ଲକ୍ଷଣ ହୋଇଥାଏ | ତାହା ଛଡା ଯଦି ମହିଳା ମାନଙ୍କୁ ଅଧିକ ନିଦ ହେଉଛି ଦିନ ରେ ମଧ୍ୟ ଶୋଇବାକୁ ଇଚ୍ଛା ହେଉଛି ତାହେଲେ ଆମେ ଜାଣିବା ଏକି ଗର୍ଭ ରେ ପୁଅ ଅଛି ବୋଲି |

2-କୁହା ଯାଉଛି କି ଯଦି ମହିଳା ମାନେ ଥୋକା ଅନୁଭବ କରୁଥିବେ, ଆଉ କୌଣସି କାର୍ଯ୍ୟ କରିବା ପାଇଁ ଆପଣ ଙ୍କର ଇଚ୍ଛା ହେଉନି ତାହେଲେ ଆପଣ ଙ୍କର ଝିଅ ହୋଇଛି | ଆଉ ଆପଣ ମାନେ ଯଦି ସମସ୍ତ କାର୍ଯ୍ୟ କୁ ବେଶ ଭଲ ରେ ଆଉ ସୁରୁ ଖୁରୁ ରେ କରି ପାରୁଛନ୍ତି ତାହେଲେ ଆପଣ ଙ୍କର ପୁଅ ହୋଇଛି ବୋଲି |

3-ପ୍ରେଗନେଟ ଥିବା ବେଳେ ଆପଣ ମାନେ ଯଦି ବାମ କଡ଼ ମାଡ଼ିକି ଶୋଉଛନ୍ତି ତାହେଲେ ଆପଣ ଙ୍କର ପୁଅ ହେବ ଓ ଡାହାଣ କଡ଼ ମାଡ଼ିକି ସୋଇଥିଲେ ଆପଣ ଙ୍କର ଝିଅ ହେବ ବୋଲି କୁହାଯାଉଛି |

4-କୁହାଯାଉଛି କି ଗର୍ଭବତୀ ମହିଳା ଙ୍କର ପେଟ ବଡ଼ ହେଇକି ବାହାରିଥିଲେ ଝିଅ ହେବ ଓ ଛୋଟ କି ବାହାରି ଥିଲେ ପୁଅ ହେବ ବୋଲି |

5-ଏହା ସହିତ ଗର୍ଭବତୀ ମହିଳା ଙ୍କର ନାକ ଯଦି ପୂର୍ବ ଠାରୁ ଟିକିଏ ବଡ଼ ହୋଇଛି ତାହେଲେ ପୁଅ ହେବ ଓ ପୂର୍ବ ଭଳି ଥିଲେ ଆପଣ ଙ୍କର ଝିଅ ହେବ ବୋଲି |

6-ଯଦି ଜଣେ ଗର୍ଭବତୀ ମହିଳା ଙ୍କର ନାଭି ବାହାରକୁ ବାହାରିଥାଏ ତାହେଲେ ତାଙ୍କର ପୁଅ ହେବ ଓ ନାଭି ଭିତରକୁ ଥିଲେ ଝିଅ ହେବ ବୋଲି |

7-ଯଦି ଜଣେ ଗର୍ଭବତୀ ମହିଳା ଙ୍କର ମୁହଁ ପୂର୍ବ ଅପେକ୍ଷା ଗ୍ଲୋ କରିଥାଏ ତାହେଲେ ତାଙ୍କର ଝିଅ ହେବ ଓ ଗ୍ଲୋ ଯଦି ନ କରେ ତାହେଲେ ପୁଅ ହେବ ବୋଲି |

ତେବେ ଏହା ଥିଲା ପ୍ରେଗ୍ନେସି ସମୟରେ ଥିବା କେତେକ ଲକ୍ଷଣ ଯାହା କୁ ଦେଖିକି ଆପଣ ମାନେ ଜାଣି ପାରିବେ କି ଆପଣ ଙ୍କର ଗର୍ଭ ମଧ୍ୟରେ ପୁଅ କି ଝିଅ ଅଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment