ପ୍ରତିଦିନ ସୋସିଆଲ ମିଡ଼ିଆ ରେ କିଛି ନା କିଛି ଘଟଣା ଘଟିଥାଏ ଯାହାକୁ ଆପଣ ମାନେ ଦେଖି ଥାଆନ୍ତି ।କେତେ ବେଳେ କିଛି ଦୁର୍ଘଟନା ଘଟି ଥାଏ ତ ଆଉ କେତେ ବେଳେ ଖୁସି ମଜା ଭିଡ଼ିଓ ଭାଇରାଲ ହୋଇଥାଏ। ସୋସିଆଲ ମିଡିଆ ରେ ଦ୍ଵାରା ଆପଣ ମାନେ ସବୁ ଖବର ପାଇପାରନ୍ତେ।କିନ୍ତୁ ଆଜି ଯେଉଁ ବିଷୟରେ ଆପଣ ମାନେ ଜାଣିବେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଘଟଣାଟି କଉଥି କାର ଜଣା ପଡ଼ି ନାହିଁ ଦେଖନ୍ତୁ କିପରି ଛୋଟ ଝିଅ ଟି ଜଣେ ଗର୍ଭବତୀ ମହିଳା ଙ୍କ ରାସ୍ତା ପାର ହେବା ପାଇଁ ସାହାଯ୍ୟ କରୁଛନ୍ତି ଓ ରାସ୍ତାରେ ତାଙ୍କ ପାଇଁ ଇଟା ଆଣି ରାସ୍ତା ଉପରେ ପକାଉଛନ୍ତି ।
ଭିଡ଼ିଓ ଟି କୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ତାହା ସହିତ ଛୋଟ ପିଲା ଟିର କାର୍ଯ୍ଯ ଦେଖିଲେ ଆପଣ ବି କହିବେ କି ଅଜି ବି ଏହି ସ୍ୱାର୍ଥ ପର ଦୁନିଆଁ ରେ ମାନବିକତା ବଞ୍ଚ ରହିଛି । ଏହି ଭିଡ଼ିଓ ଟି କୁ ଦେଖିଲେ ଛୋଟ ହେଉ କିମ୍ବା ବଡ଼ ସମସ୍ତଙ୍କୁ ଯିଏ ଅସୁବିଧାରେ ପଡ଼ିଥାଏ ତାଙ୍କୁ ସାହଯ୍ୟ କରିବା ଉଚିତ୍ ମାନବିକତା ଏହା ହେଉଛି ଗୋଟିଏ ନାଗରିକ ର ପରିଚୟ।
ତେବେ ଜଣେ ଗର୍ଭବତୀ ମହିଳା ଗର୍ଭ ଯନ୍ତ୍ରଣା ସମୟ ରେ ରାସ୍ତା ରେ ଆସିବା ସମୟରେ କିଛି ରାସ୍ତା ରେ ପାଣି ଓ କାଦୁଅ ରହିଥିଲା କିନ୍ତୁ ମହିଳା ଜଣ କ ରାସ୍ତା ପାର ହେଉଥିବା ବେଳେ ସେ କଷ୍ଟ ଅନୁଭବ କରୁଥିଲେ କିନ୍ତୁ ସେହି ରାସ୍ତାରେ କିଛି ଲୋକ ଯିବ ଆସିବା କରୁଥିଲେ । ହେଲେ ସେ ମହିଳା ଜଣକ ଙ୍କ ର କେହି ବି ସାହଯ୍ୟ କରି ନଥିଲେ। ମହିଳା ଜଣଙ୍କ ଗର୍ଭ ଯନ୍ତ୍ରଣା ସହିପାରୁନାହିଁ। ସେହି ରାସ୍ତା ଉପରେ ଗୋଟିଏ ଛୋଟ ଝିଅ କାଦୁଅ ରେ ଖେଳୁ ଥାଏ । ସେ ବଧୋ ହୁଏ ସ୍କୁଲ୍ ରୁ ଆସିଛି ସେହି ବାଟ ଦେଇ କେତେ ଲୋକ ଗଲେ କେହି ଗର୍ଭ ବତି ଙ୍କ ମହିଳା ଙ୍କ ସାହାଯ୍ୟ କରି ନ ଥିଲେ ଜଣେ ଛୋଟ ଝିଅ ବାହାରକୁ ଆସି ମହିଳାଙ୍କୁ ସାହଯ୍ୟ କରୁଛି।
ତେବେ ରାସ୍ତା ରେ ପାଣି ଓ କାଦୁଅ ହୋଇଥାଏ ତେଣୁ ସେହି ରାସ୍ତାରେ ଆସିଲେ ଯଦି ଗର୍ଭବତୀ ମହିଳାଙ୍କ ର କିଛି କ୍ଷତି ହୋଇଯିବ । ସେଇଥିପାଇଁ କୁନି ଝିଅ ଟି ସେହି ରାସ୍ତାରେ କିଛି ଇଟା ଙ୍କୁ ପକାଇଲେ ତାପରେ ସେହି ଗର୍ଭବତୀ ମହିଳା ଙ୍କୁ ହାତରେ ଧରି ରାସ୍ତା ପାର କରିଦେଲେ । ଛୋଟ ଝିଅ ଟି ର ଏହି ମାନବିକତା ଙ୍କୁ ଦେଖି ଲୋକ ମାନେ ବହୁତ ସବାସୀ ଦେଉଛନ୍ତି ।ଏହା ପରେ ସେହି ମହିଳା ସେହି ଝିଅ ଙ୍କୁ କିଛି ପୁରସ୍କାର ମଧ୍ୟ ଦେଇଛନ୍ତି। ସେଥି ପାଇଁ ଏହି ଭିଡ଼ିଓ ଟି ଖୁବ୍ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।