ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର |ତେବେ ବେଳେ ଏଭଳି କିଛି ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ବେଶ ଖୁସି ହୋଇ ଯାଇଥାନ୍ତି | ଆଉ ଦେଖିବାକୁ ମିଳିଥାଏ କି ଯେତେବେଳେ ଛୋଟ ଛୋଟ ପିଲା ମାନଙ୍କର ଭିଡ଼ିଓ ଗୁଡିକ ଭାଇରାଲ ହେବାକୁ ଲାଗିଥାଏ ସେତେବେଳେ ସେହି ଭଳି ଭିଡ଼ିଓ କୁ ଦେଖିବା ପାଇଁ ଆମ ମାନଙ୍କର ଇଚ୍ଛା ଆଉ ଆଗ୍ରହ ବଢ଼ି ଯାଇଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଛୋଟ ପିଲା ଟି କେଉଁ ଭଳି ଭାବରେ ତାଙ୍କର ଘରକୁ ରକ୍ଷା କରିବା ପାଇଁ ପୋଲିସ ବାବୁ ଙ୍କ ସହିତ ଝଗଡା କରିବାକୁ ଲାଗିଛି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଜାଣିଥିବେ କି ଛୋଟ ଛୋଟ ପିଲା ମାନେ ଯେତେବେଳେ କିଛି କହିଥାନ୍ତି ତାହା କେବେ ମିଛ ହୋଇ ନ ଥାଏ | ଆଉ ବେଳେ ବେଳେ କିଛି ଏମିତି ପିଲା ଥାଆନ୍ତି ଯେଉଁ ମାନେ କି ସେମାନଙ୍କର ଘର ଆଉ ପରିବାର ର ପରିସ୍ଥିତି ସହିତ ଏତେ ଅତପ୍ରତ ଭାବରେ ଜଡିତ ହୋଇଥାନ୍ତି କି ସେମାନେ ମଧ୍ୟ ପରିବାର ଲୋକ ଙ୍କ ର ଦୁଃଖ ରେ ଆଉ ସୁଖରେ ସାଥି ହୋଇଥାନ୍ତି ଆଉ ସବୁ କଥା ବୁଝି ଥାନ୍ତି ବଡ଼ ଲୋକ ଙ୍କ ଭଳି |
ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ପୋଲିସ ବାବୁ ଆଉ ଝିଅ ଜଣଙ୍କର କିଛି କଥା ହେଉଥିବାର ଭିଡ଼ିଓ ଭାଇରାଲ ହେଉଛି | ଆଉ ଯେଉଁଠି ଝିଅ ଟି ଏକ ଭଙ୍ଗା ଘର ପାଖରେ ଛିଡା ହୋଇଛି ଆଉ କହିବା ପାଇଁ ଲାଗିଛି ପୋଲିସ ବାବୁ ଜଣଙ୍କୁ କି ତାଙ୍କର ଘର କୁ ନ ଭାଙ୍ଗିବା ପାଇଁ | ଆଉ ତାହା ସହିତ ପୋଲିସ ବାବୁ ଜଣଙ୍କ କହିଛନ୍ତି କି ଏହି ଘର ଭାଙ୍ଗି ଦେବାକୁ ଆଉ ପାଠ ପଢି ଚାକିରୀ କରି ବଡ଼ କୋଠା ଘର କରିବାକୁ ସେତେବେଳେ ଛୋଟ ଝିଅ ଟି ମନା କରିଛି |
ଆଉ କହିବାକୁ ଲାଗିଛି କି ତାଙ୍କ ଘରେ କେହିବି ପୁଅ ପିଲା ନାହାନ୍ତି ବୋଲି | ଆଉ ତାଙ୍କୁ ସାହାଯ୍ୟ କରିବା ପାଇଁ କେହି ନାହାନ୍ତି ସେଥିପାଇଁ ତାଙ୍କର ସେହି ଘରକୁ ଭାଙ୍ଗିବାକୁ ବାରମ୍ବାର ମନା କରୁଛନ୍ତି ଝିଅ ଜଣଙ୍କ ପୋଲିସ ବାବୁ ଜଣଙ୍କୁ | ଆଉ ଛୋଟ ଝିଅ ଟିର ଏହିଭଳି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।