ପର ସ୍ତ୍ରୀକୁ ପ୍ରେମ କରୁଥିବା ଲୋକଙ୍କୁ ଲେମ୍ବୁରସ ଦ୍ୱାରା ରାତିରେ ଏହି କାମକଲେ ମାତ୍ର ଦୁଇ ମିନିଟରେ ଦୁରେଇ ଯିବ – jitu Das Amrutabani

ତେବେ ବନ୍ଧୁଗଣ ଆପଣଅନେକ ଜାଣୁଥିବେ ଆମେ ମାନେ ଅନେକ ସମୟରେ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ କରିଥାଉ | ଆଉ ସେହି ଶାସ୍ତ୍ର ଅନୁସାରେ ଆମେ ବିଭିନ୍ନ ପ୍ରକାରର କାର୍ଯ୍ୟ କରୁ ଆଉ ଫଳ ମଧ୍ୟ ପାଇଥାଉ | ତେବେ ବର୍ତମାନ ସେହି ଭଳି ଏକ କଥା କହିବାକୁ ଯାଉଛି ଆଉ ଯେଉଁଠି କୁହାଯାଉଛି କୁ ଅନ୍ୟର ସ୍ତ୍ରୀ ଆଉ ସ୍ୱାମୀ ଙ୍କ ଉପରେ ନଜର ପକାଇଥିବା ଖୋଳ ପ୍ରକୃତି ର ଲୋକଙ୍କୁ ନିଜର ଜୀବନରୁ ସବୁଦିନ ପାଇଁ ଦୂରେଇବାକୁ ଚାହୁଁଛନ୍ତି କି | ଆଉ ତୃତୀୟ ଲୋକ ଙ୍କର କୁ ଦୃଷ୍ଟି ଆପଣ ଙ୍କ ସ୍ୱାମୀ ଆଉ ସ୍ତ୍ରୀ ଙ୍କର ସମ୍ପର୍କ ମଝିରେ ଯଦି ପଡୁଛି ତାହେଲେ ସେଥିରୁ ରକ୍ଷା ପାଇବା ପାଇଁ ଗୋଟିଏ ଉପାୟ ବିଷୟରେ ଆସନ୍ତୁ ଜାଣିବା |

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସ୍ୱାମୀ ଆଉ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ସମ୍ପର୍କ କେତେ ସ୍ୱଚ୍ଛ ଆଉ କେତେ ନିର୍ମଳ | ଆଉ କୁହାଯାଏ ଜଣେ ସ୍ୱାମୀ ଆଉ ସ୍ତ୍ରୀ ଙ୍କର ମଧ୍ୟରେ ଥିବା ସମ୍ପର୍କ ଜନ୍ମ ଜନ୍ମାନ୍ତର ପାଇଁ ବୋଲି | ଆଉ ତାହା କେବଳ ଗୋଟିଏ ଜନ୍ମ ପାଇଁ ନୁହଁ ସାତ ଜନ୍ମ ପାଇଁ ବୋଲି କୁହାଯାଇଥାଏ |ତେବେ ଏହି ସମ୍ପର୍କ ଏତେ ସତ୍ୟ ଆଉ ନିରନ୍ତର ହୋଇଥାଏ ବି ଭଗବାନ ଙ୍କର ଆଶୀର୍ବାଦ ରହିଥାଏ ଏହି ଯୋଡ଼ି ଉପରେ |
ତେବେ ଯଦି ଏହି ସମ୍ପର୍କ ରେ କେହି ତୃତୀୟ ଲୋକ ହସ୍ତକ୍ଷେପ କରିଥାଏ ତାହେଲେ ସମ୍ପର୍କ ରେ ଫାଟ ସୃଷ୍ଟି ହୋଇଥାଏ ବୋଲି କୁହାଯାଉଛି | ତେବେ ଆଗ କଲରେ ସ୍ୱାମୀ ଆଉ ସ୍ତ୍ରୀ ଙ୍କ ସମ୍ପର୍କ କୁ ସତ୍ୟ ଆଉ ନିରନ୍ତର ବୋଲି ମାନୁଥିଲେ | କିନ୍ତୁ ବର୍ତ୍ତମାନ ସେମିତି ଆଉ ରହୁନି,ସ୍ୱାମୀ ସ୍ତ୍ରୀ ମଧ୍ୟରେ ପବିତ୍ର ସମ୍ପର୍କ ଦେଖିବାକୁ ମିଳୁ ନାହିଁ| ସ୍ୱାମୀ ତାହାର ସ୍ତ୍ରୀ ଙ୍କୁ ଛାଡିକି ଅନ୍ୟ ମହିଳା ସହିତ ଓ ସ୍ତ୍ରୀ ମଧ୍ୟ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖୁଛି | ତେବେ ଯଦି ଆପଣ ମାନେ ମଧ୍ୟ ସ୍ୱାମୀ ଆଉ ସ୍ତ୍ରୀ ସମ୍ପର୍କ ମଧ୍ୟରେ ତୃତୀୟ ଲୋକ କୁ ପସେଇବା ପାଇଁ ଚାହୁଁ ନାହାନ୍ତି ତାହାଲେ ସହଜ ଉପାୟ ବିଷୟରେ ଆସନ୍ତୁ ଜାଣିବା |

କଣ କରିବେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ତୃତୀୟ ଲୋକର ପ୍ରବେଶ ନ କରିବା ପାଇଁ :-

ପ୍ରଥମେ ଆପଣ ଗୋଟିଏ କାଚ ବୋତଲ ଆଣିବେ, ଆଉ ସେହି ବୋତଲ ର ବାହାର ପଟେ କଳା କରିଦେବେ | ତାହା ପରେ ଆପଣ ଗୋଟିଏ ଲେମ୍ବୁ କୁ ଚିପୁଡ଼ି ସେହି ଲେମ୍ବୁ ରସ କୁ ବୋତଲ ରେ ପୂରେଇବେ ଆଉ ସେଥିରେ ସେହି ତୃତୀୟ ଲୋକର ଫୋଟ କୁ ରଖିବେ | ଯଦି ଫୋଟ ନାହିଁ ତାହେଲେ ତାହାର ନାଁ କୁ କାଗଜ ରେ ଲେଖି ବାହାର ପଟୁ କଳା କରିନେବେ | ଆଉ ସେହି ବୋତଲ ର ଠିପି ବନ୍ଦ କରି ତାହାକୁ ଅଳିଆ ଆବର୍ଜନା ପଡ଼ିଥିବା ସ୍ଥାନ ରେ ରଖିଦେବେ |ତମେ ତମେ ତୋମ ଜୀବନ ରେ ଭଲରେ ରୁହ ଆମକୁ ଭଲରେ ରହିବାକୁ ଦିଅ ଏମିତି କହି ସେହି ବୋତଲ ଟି ରଖି ଚାଲି ଆସିବେ | ଆଉ ଏହି ଉପାୟ କୁ ମଙ୍ଗଳବାର ଆଉ ଶନିବାର କରିବେ |

ତେବେ ଏହିଭଳି କରିବା ଯୋଗୁ ତୃତୀୟ ଲୋକର ଖରାପ ପ୍ରଭାବ ଆଉ ସ୍ୱାମୀ ଓ ସ୍ତ୍ରୀ ଙ୍କର ସମ୍ପର୍କ ମଧ୍ୟରେ ପଡିବ ନାହିଁ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment