ପୁଅଟି ଝିଅ କୁ କହିଲା 143 ଝିଅ ଟି ଉତ୍ତର ଦେଲା 25,5,19 ତାହେଲେ ଝିଅ ଟି କଣ କହିଲା ?

ବନ୍ଧୁଗଣ ଆମର ଓଡ଼ିଆ ରେ ଏମିତି କିଛି ପ୍ରଶ୍ନ ରହିଛି ଯାହାର ଉତ୍ତର ଆମେ ମାନେ ଖୋଜିଲେ ମଧ୍ୟ ସହଜରେ ପାଇ ନ ଥାଉ | ଆଉ ଯେଉଁ ପ୍ରଶ୍ନ କୁ ଶୁଣିଲେ ଆପଣଙ୍କୁ ଶୁଣିଲା ଭଳିଆ ଲାଗିପାରେ କିନ୍ତୁ ପ୍ରଶ୍ନ ର ଉତ୍ତର ଦେବା ଏତେ ସହଜ ହୋଇ ନ ଥାଏ | କୁହାଯାଏ ଆମ ଓଡିଶା ଅନେକ ପ୍ରକାରର କଳା ଆଉ ସଂସ୍କୃତି କୁ ନେଇକି ଗଠିତ ହୋଇଥାଏ |ତାହେଲେ ଆମ ଓଡ଼ିଆ ରେ ମଧ୍ୟ ସେହିଭଳି କିଛି ପ୍ରଶ୍ନ ରହିଛି | ଆଉ ଯାହାର ଉତ୍ତର ଆମେ ସହଜରେ ଜାଣି ପାରି ନ ଥାଉ, ଆଉ ଯାହାର ଉତ୍ତର ଦେବା ଆମ ପକ୍ଷରେ ସେତେ ସୁବିଧା ହୋଇ ନ ଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେମିତି କିଛି ପ୍ରଶ୍ନ ଆଉ ଉତ୍ତର ବିଷୟରେ ଆଜି ଆମେ ମାନେ ଆଲୋଚନା କରିବା |

ତେବେ ଆମ ଓଡ଼ିଆ ମାନଙ୍କର ଅନେକ ପ୍ରଶ୍ନ ଭାବରେ ଢୋଗ ଗୁଡିକ ଆକାରରେ ପ୍ରଶ୍ନ ଗୁଡିକ ରହିଛି, ଯାହା ବିଷୟରେ ଜାଣିବା ମଧ୍ୟ ଆମର ଆବଶ୍ୟକତା ରହିଛି |ଆଉ ଯାହାକୁ ଆଲୋଚନା କରିକି ଆମେ ବହୁତ ଖୁସି ମଧ୍ୟ ପାଇଥାଉ ଓ ତାହା ସହିତ ସେହି ସବୁ ଜଣିକି ବେଶ ମଜା ମଧ୍ୟ ନେଇଥାଉ |ଆଉ ଯାହାକୁ ଆଲୋଚନା କରିବା ଦ୍ଵାରା ଆମେ ମାନେ ମଧ୍ୟ ଅନେକ ମଜା ମଜା ନୂଆ ନୂଆ ପ୍ରଶ୍ନ ସବୁ ଜାଣିପାରିବା | ତାହେଲେ ଆସନ୍ତୁ ଜାଣିବା |

ପ୍ରଶ୍ନ -1:-ଗରିବ ଲୋକ ଫିଙ୍ଗି ଦିଅନ୍ତି ଧନି ଲୋକ ସାଇତି ରଖନ୍ତି ସେଇଟା କଣ?
ଉତ୍ତର :-ସିଙ୍ଗାଣି

ପ୍ରଶ୍ନ -2:-ଖାଇବାକୁ ଦେଲେ ବଞ୍ଚେ କିନ୍ତୁ ପିଇବା କୁ ଦେଲେ ମରେ ସେ କିଏ?
ଉତ୍ତର :-ନିଆଁ

ପ୍ରଶ୍ନ -3:-ଗୋଟିଏ ଗାଡ଼ି 4 ଟି ପାଇଲଟ ସେ କିଏ?
ଉତ୍ତର :-କୋକେଇ

ପ୍ରଶ୍ନ -4:-ଜଣେ ଲୋକ 3 ଟଙ୍କା ରେ ନଡ଼ିଆ କିଣି 2 ଟଙ୍କାରେ କିଛି ଦିନ ବିକିଲା ପରେ ସେ କେମିତି ଲକ୍ଷପତି ହେଲା?
ଉତ୍ତର :-ସେ ଆଗରୁ କୋଟିପତି ଥିଲା

ପ୍ରଶ୍ନ -5:-ଆଜି କାଲି ଲୋକ ମାନେ କଣ ମାଗଣାରେ ବେଶୀ ମାରୁଛନ୍ତି?
ଉତ୍ତର :-ମିସକଲ

ପ୍ରଶ୍ନ -6:-ତିନୋଟି ଅକ୍ଷରେ ନାମ ତାହାର ଓଲଟା କିମ୍ବା ସିଧା ଲେଖ ହେବ ସମାନ?
ଉତ୍ତର :-କଟକ

ପ୍ରଶ୍ନ -7:-କାହାର ଜନ୍ମଦିନ ପ୍ରତି ବର୍ଷ ଆସେ ନାହିଁ?
ଉତ୍ତର :-ଫେବୃଆରୀ 29 ଅଧିବର୍ଷ

ପ୍ରଶ୍ନ -8:-ବଙ୍କା ବଙ୍କା ମାମୁ ତୁମେ ଯାଉଛ କେଣିକି,ଦାନ୍ତ କିଲା ଭଣଜା ପଚାରୁ କାହିଁକି, ଏହାର ମାନେ କଣ?
ଉତ୍ତର :-ସାପ, କପାତୁଳା

ପ୍ରଶ୍ନ -9: ହାତ ନାହିଁ କି ଗୋଡ଼ ନାହିଁ କିନ୍ତୁ ମୁଣ୍ଡରେ ବସେ ସେ କିଏ?
ଉତ୍ତର :-ଟୋପି

ପ୍ରଶ୍ନ -10:- ପୁଅ ଟି ଝିଅ କୁ କହିଲା 143 ଝିଅ ଟି ଉତ୍ତର ଦେଲା 25,5,19 ତାହେଲେ ଝିଅ ଟି କଣ କହିଲା?
ଉତ୍ତର :-yes

ତେବେ ଏହା ଥିଲା ଆମ ଓଡିଶା ର ପ୍ରଚଳିତ ଥିବା ଢୋଗ ଢୋମାଳି କୁ ନେଇକି କିଛି ପ୍ରଶ୍ନ ଯାହା ଆମର ସାଧାରଣ ଜ୍ଞାନ ର ବିକାଶ କରିଥାଏ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment