Public Reaction On Banana car … ଏମିତି Creative Science ଜୀବନରେ କେବେ ଦେଖି ନଥିବେ… 65 କୋଟି ରୁ ଅଧିକ ଲୋକ ଦେଖି ସାରିଲେଣି….

ସୋସିଆଲ ମିଡ଼ିଆ ରେ ଆମ ଓତଃପ୍ରୋତ ଭାବରେ ଜଡିତ ଅଟୁ , ତେବେ ଏହି ମିଡ଼ିଆ ରେ ଆମେ ଅନେକ ପ୍ରକାରର ଘଟଣା ଓ ଦୁର୍ଘଟଣା ବିଷୟରେ ଭିଡିଓ ସବୁ ଦେଖିବାକୁ ପାଇଥାଉ। ମାତ୍ର ଏହି ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାରର ଭିଡ଼ିଓ ସବୁ ଆମେ ଦେଖିବାକୁ ପାଇଥାଉ, କେତେକ ଆମ ପାଇଁ ଶିକ୍ଷଣୀୟ ହୋଇଥିବା ବେଳେ ଅନ୍ୟ କେତେକ ଭାରି ମଜାଦାର ଭିଡ଼ିଓ ହୋଇଥାଏ। ତେବେ ଏହିଭଳି ଏକ ମଜାଦାର ତଥା ଏକ୍ସପେରିମେଣ୍ଟାଲ ଭାଇରାଲ ଭିଡ଼ିଓ ଟି ବିଷୟ ରେ ଆମେ ଆଜି ଆପଣ ଙ୍କୁ ଜଣେଇବା କୁ ଯାଉଛୁ ଯାହା ବିଷୟ ରେ ଜାଣିଲେ ଆପଣ ଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ଲାଗିବ।

ତେବେ ଏହିପରି ଏକ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ରହିଛି ଯାହାକି ରହିଛି ଏକ “ବାନାନା କାର” ର ଏକ୍ସପ୍ରେରିମେଣ୍ଟ ଯାହାକୁ ଦେଖିବା ପରେ ସମସ୍ତ ଲୋକଙ୍କ ର ଯାହା ପ୍ରତିକ୍ରିୟା ରହିଛି ତାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଭିଡ଼ିଓ ଟି ରେ ଦେଖା ଯାଇଛି କି ଜଣେ ୟୁ ଟ୍ୟୁବର ଯିଏକି ନିଜର ଭିନ୍ନ ଓ ସ୍ୱତନ୍ତ୍ର ଜିନିଷ ପ୍ରସ୍ତୁତ କରି ଲୋକଙ୍କ ସାମ୍ନା କୁ ଆଣିବା ନେଇ ପରିଚିତ ଅଟନ୍ତି ସେ ଏକ ଆଶ୍ଚର୍ଯ୍ୟ ଚକିତ କାର ବନେଇଛନ୍ତି ଯାହା ଦେଖିବା କୁ ଏକ କଦଳୀ ଭଳି ହୋଇଛି।

ତେବେ ସେ କାର ଟିକୁ ଏକ କଦଳୀ ଭଳି ସେପ ଦେଇଛନ୍ତି ଏବଂ ତାର ରଙ୍ଗ ବି ଦେଇଛନ୍ତି ଯାହା ଭିତରେ ଦୁଇ ଜଣ ବସିବା ର ବ୍ୟବସ୍ଥା ମଧ୍ୟ ରହିଛି। ତେବେ ଏହାକୁ ସେ କିଛି କଭର ଦେଇ ତାହାକୁ କଦଳୀ ସେପ ର ବନାଇ ପୁରା ପାଚିଲା କଦଳୀ ରଙ୍ଗ ର ବନେଇ ଦେଇଛନ୍ତି। ଯାହାକୁ ଦେଖିଲେ ଆପଣ ଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ଲାଗିବ। ତେବେ ଏହାକୁ ବନେଇ ସେ ରାସ୍ତା ରେ ଚଲେଇବା କୁ ନେଇଛନ୍ତି ଏବଂ ଜନ ସାଧାରଣ ଙ୍କ ର ଏନେଇ କଣ ପ୍ରକ୍ରିୟା ରହୁଛି ତାହା ବିଷୟ ରେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି।

ତେବେ ଏହି ବାନାନା କାର କୁ ଦେଖିବା ପରେ ଲୋକେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି ଏବଂ କେହି କେହି ଏହାର ଭିଡ଼ିଓ ବନାଉଛନ୍ତି ତ , କିଏ ପୁଣି ଏହାକୁ ଦେଖି ମୁଣ୍ଡ ରେ ହାତ ଦେଉଛି। ଏପରି ମଧ୍ୟ ଭିଡ଼ିଓ ରେ ଦେଖା ଯାଇଛି ଯେ , ଟ୍ରାଫିକ ରେ ଥିବା ପୋଲିସ ମଧ୍ୟ ତାଙ୍କ ର ଏହି ବାନାନା କାର କୁ ଛିଡା କରେଇ ତାହାକୁ ଦେଖୁଛନ୍ତି। ତେବେ ଏହି ଭିଡ଼ିଓ ଟି ଖୁବ ମଜାଦାର ରହିଛି ଏବଂ ଆଶ୍ଚର୍ଯ୍ୟ ଚକିତ ମଧ୍ୟ। ତେବେ ଆପଣ ମାନେ ଏହି ଭାଇରାଲ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ ଏବଂ ମଜା ନିଅନ୍ତୁ, ନିଶ୍ଚିତ ଏହା ଆପଣ ଙ୍କୁ ଭଲ ଲାଗିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment