ଷ୍ଟେଜ ଉପରେ ” ପୁଚୁକି ଗାଲି ଫେସନ ବାଲି ” ଗୀତ ଗାଇଲେ ସିଦ୍ଧାନ୍ତ ମହାପାତ୍ର… ମାତ୍ର 4 ଘଣ୍ଟାରେ 263k ରୁ ଅଧିକ ଲାକ ଦେଖି ସାରିଲେଣି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଆପଣ ମାନେ ଦେଖିବାକୁ ପାଉଥିବେ କି ଅଲିଉଡ ଏକ୍ଟର ମାନଙ୍କୁ ଯାତ୍ରା ମଞ୍ଚରେ |ଆଉ ଯାତ୍ରା ମଞ୍ଚରେ ସେମାନଙ୍କର ଭଲ ପାଇବା ଦର୍ଶକ ମାନଙ୍କ ସାମ୍ନା ରେ ଦେଖାଇ ଥାଆନ୍ତି ଆଉ ଯାହା ଫଳରେ ଦର୍ଶକ ମାନେ ମଧ୍ୟ ବେସ ପସନ୍ଦ କରିଥାନ୍ତି | ଆଉ ତାହା ସହିତ ଦର୍ଶକ ଭଲ ପାଇବା ମଧ୍ୟ ସାଉଁଟିଥାନ୍ତି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଥିବା ସିଦ୍ଧାନ୍ତ ମହାପରେ ଙ୍କର ପୋରଫୋମେନ୍ସ ଉପରେ ନଜର ପକାଇବା |

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ଅଲିଉଡ ର ଜଣେ ବହୁତ ଜଣା ଶୁଣ ଏକ୍ଟର, ଯାହାଙ୍କର ଅଭିନୟ କୁ ଦେଖିବା ପାଇଁ ଓଡ଼ିଆ ଦର୍ଶକ ମନର ପାଗଳ ଥାଆନ୍ତି | ଆଉ ତାହା ସହିତ ଅନେକ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟି ରେ କାମ କରି ଦର୍ଶକ ମାନଙ୍କର ପାଖରେ ପ୍ରତେକ ଓଡ଼ିଆ ଙ୍କର ହୃଦୟରେ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଥିବା ସେହି ସୁପୋରଷ୍ଟାର ଜଣଙ୍କ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର ବୋଲି କୁହାଯାଉଛି | ଆଉ ସିଦ୍ଧାନ୍ତ ମହାପାତ୍ର ଙ୍କର ଷ୍ଟାଇଲ ସହିତ ତାଙ୍କର ଅଭିନୟ ଓ ଡାନ୍ସ କୁ ଆଜି ଯାଏ ମଧ୍ୟ ଲୋକ ମାନେ ପସନ୍ଦ କରିଥାନ୍ତି ଆଉ ସେ ଆଜି ଯାଏ ଫେଭ ରାଇଟ ହୋଇ ରହିପାରିଛନ୍ତି ଓଡ଼ିଆ ମାନଙ୍କର ହୃଦୟରେ |

ଆଉ ସେହି ଅଲିଉଡ ଏକ୍ଟରଙ୍କୁ ବର୍ତ୍ତମାନ ଦେଖିବାକୁ ମିଳିଛି ସ୍ବପ୍ନ ମହଲ ର ଯାତ୍ରା ମଞ୍ଚରେ ବୋଲି କୁହାଯାଉଛି |ଆଉ ତାହା ସହିତ ଆପଣ ମାନେ ଆଜି କାଲି ଅନେକ ସମୟରେ ଦେଖିବାକୁ ପାଉଥିବେ ଅଲିଉଡ ଏକ୍ଟର ମାନଙ୍କୁ ଯାତ୍ରା ମଞ୍ଚରେ ପାଦ ଦେଉଥିବାର |ତେବେ ସିଦ୍ଧାନ୍ତ ମହାପାତ୍ର ଙ୍କୁ ଏହି ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଛି | ଆଉ ଯାହା କୁହାଯାଉଛି କି ଯାତ୍ରା ମଞ୍ଚରର ସିଦ୍ଧାନ୍ତ ମହାପାତ୍ର ଙ୍କୁ ଦର୍ଶକ ମାନେ ପାଖରେ ପାଇଁକି ବେଶ ଖୁସି ହୋଇ ଯାଇଛନ୍ତି ଆଉ ତାଙ୍କର ଭଲ ପାଇବା ମଧ୍ୟ ଦେଇଛନ୍ତି |

ତାହା ବ୍ୟତୀତ ସିଦ୍ଧାନ୍ତ ମହାପାତ୍ର ” ତୋ ଆଖି ମୋ ଆଇନା ” ଗୀତ ରେ ସୁନ୍ଦର ଭାବରେ ତାଙ୍କର ଡାନ୍ସ ଦେଖାଇବାକୁ ଲାଗିଛନ୍ତି ଆଉ ତାହା ସହିତ ତାଙ୍କର ଫ୍ଲିମ ର କିଛି ଡାଇଲଗ ମଧ୍ୟ କହିବାକୁ ଲାଗିଛନ୍ତି ସିଦ୍ଧାନ୍ତ ମହାପାତ୍ର | ଆଉ ଦର୍ଶକ ମାନଙ୍କ ର ଭଲ ପାଇବା ପାଇବା ପରେ ଯାତ୍ରା ମଞ୍ଚକୁ ଯାଇକି ସେ ବେଶ ଖୁସି ଥିବା କଥା ମଧ୍ୟ କହିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment