Swastik Tv News Odisha

Puger Beach, Plawangan ଏମିତି ଛାତି ଦୋହଲେଇ ଦେବା ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ….

0

ବେଳେବେଳେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ବହୁତ୍ ଆଶ୍ଚର୍ଯ୍ୟ ଲାଗେ ଏବଂ ଆମେ ବିଚଳିତ ହୋଇ ପଡୁ।ଆପଣ ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ତେବେ ସେଥି ମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା।ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।

କିଛି ଘଟଣା ଆମେ ହଠାତ୍ ଦେଖି ଭୟଭୀତ ହୋଇ ଯାଇଥାଉ ଏବଂ ବିଶ୍ବାସ କରି ପାରି ନଥାଉ।ଏହା ଯେପରି ଭିନ୍ନ ଧରଣର ହୋଇଥାଏ ସେହିପରି ଭୟଙ୍କର ମଧ୍ୟ ହୋଇଥାଏ। ତେବେ ସେହିପରି ଏକ ଘଟଣା ର ଭିଡିଓ ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଜାଣିଲେ ଆଉ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଏମିତି ସବୁ ଘଟଣା ମାନ ଦେଖିବା ପାଇଁ ମିଳିଥାଏ ଯାହା ସମସ୍ତଙ୍କୁ ବିସ୍ମୟ କରିବା ଭଳି ହୋଇଥାଏ। ଯାହାକୁ ଦେଖିଲେ ଡର ଲାଗିବା ସ୍ବାଭାବିକ କଥା।

ତେବେ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଆମେ ସବୁବେଳେ କେତେ ମାତ୍ରାରେ ସଚେତନ ରହିବାର ଆବଶ୍ୟକତା ରହିଛି।କାରଣ ଆମ ସହିତ କେତେବେଳେ ବି କିଛି ଘଟି ଯିବାର ସମ୍ଭାବନା ରହିଥାଏ।ଆପଣ ତ ଜାଣିଛନ୍ତି କିଛି ଘଟଣା ଏମିତି ରହିଛି ଯାହା ଏମିତି ଅଚାନକ ଭାବରେ ଘଟି ଯାଇଥାଏ ତାକୁ ବିଶ୍ବାସ କରିବା ସମ୍ଭବ ନୁହେଁ। ବେଳେବେଳେ ଆମେ ଏପରି ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇ ଯାଇଥାଉ ତ ପୁଣି କେତେବେଳେ ଜୀବନ ବି ଚାଲି ଯାଇଥାଏ। ତାହା କେତେବେଳେ ଆମର ଅସାବଧାନତା ପାଇଁ ହୋଇଥାଏ ତ ପୁଣି କେତେବେଳେ ଅଜାଣତରେ ଘଟିଥାଏ।

ଏହିଭଳି ଘଟଣା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ। ସେହିପରି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା କ୍ୟାମେରା ରେ ରେକର୍ଡ ହେବାପରେ ଏବେ ସାମ୍ନାକୁ ଆସିଛି।ଏହି ଘଟଣା ହେଉଛି ଇଣ୍ଡୋନେସିଆ ର।ଏଠାରେ କିପରି ଅଶାନ୍ତ ସମୁଦ୍ର ଭିତରେ ଏକ ଡଙ୍ଗା ଢେଉ ରେ ଢେଉରେ ଭିତରକୁ ଭାସି ଭାସି ଯାଉଛି ତାହା ଥରେ ଦେଖନ୍ତୁ। ଲହଡ଼ି ବହୁତ୍ ଜୋର୍ ରେ ଆସି ଡଙ୍ଗାରେ ପିଟି ହେଉଛି ଏବଂ ଡଙ୍ଗାଟି ବୁଡି ଯିବା ଭଳି ସ୍ଥିତି ଉପୁଜୁଛି। କିନ୍ତୁ ଏହା ଅଳ୍ପକେ ବର୍ତ୍ତି ଯାଉଥିବା ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.