ଶୁଣନ୍ତୁ ଭାଇରାଲ Audio Call : ପୁଣି କଷ୍ଟମର କେୟାର ଝିଅକୁ ଘାଣ୍ଟିଲା ଓଡ଼ିଆ ଗାଉଁଲି ଟୋକା… ଥରେ ଶେଷ ଯାଏଁ ଶୁଣନ୍ତୁ ଏହି Audio Call କୁ ହସି ହସି ଗଡିଯିବେ…

ବର୍ତ୍ତମାନ ପ୍ରାୟ ବୁଢ଼ା ଠାରୁ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ଯୋଡ଼ିତ ଅଟନ୍ତି। ତେବେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଭିଡିଓ ସବୁ ଆସିଥାଏ ,ତା ମଧ୍ୟରେ କେତେକ ଶିକ୍ଷଣୀୟ ହୋଇଥାଏ ତ କେତେକ ଭିଡିଓ ଆମକୁ ବହୁତ କଷ୍ଟ ଦେଇଥାଏ ତ ପୁଣି କେତେକ ଭିଡିଓ ଆମକୁ ବହୁତ ହସାଇ ଥାଏ ତାହା ଆମର କମେଡ଼ି ଭିଡିଓ ସବୁ ଥାଏ ।କିନ୍ତୁ ସବୁଠାରୁ ଅଧିକ ଲୋକମାନେ କମେଡ଼ି ଭିଡିଓ କୁ ଦେଖିବାକୁ ପସନ୍ଦ କରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଏହିପରି କେତେକ ଭାଇରଲ କମେଡ଼ି ଭିଡିଓ ବିଷୟ ରେ ଜଣେଇବୁ ଯାହା ଜାଣିବା ପରେ ଆପଣ ହସି ହସି ବେଦମ ହୋଇଯିବେ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି ଯାହା ଦେଖିଲେ ଆପଣ ହସି ହସି ବେହୋସ ହୋଇଯିବେ ନିଶ୍ଚିତ। ତେବେ ଭିଡ଼ିଓ ଟି ହେଉଛି ଆମ ଓଡ଼ିଆ ଟୋକା ଏବଂ ଜିଓ କଷ୍ଟମର କେୟାର ମଧ୍ୟରେ। ତେବେ ଘଟଣା କିଛି ଏହିପରି ରହିଛି କି ଦୁଇ ଓଡ଼ିଆ ଟୋକା ଙ୍କ ର ମୋବାଇଲ ରେ ନେଟୱାର୍କ ଠିକ ଭାବରେ ଆସୁ ନାହିଁ ତେଣୁ ସେମାନେ ଜିଓ କେୟାର କୁ କଲ କରିଛନ୍ତି। ଆଉ ଭାଗ୍ୟ କୁ ତାଙ୍କର କଲ ଜଣେ ଝିଅ ଉଠାଇଛନ୍ତି,ଆଉ ତା ପରେ ଆରମ୍ଭ ହୋଇଛି ଅସଲ ମଜା।

ତେବେ ଯୁବତୀ କଷ୍ଟମର କେୟାର ଜଣଙ୍କ କଲ ରିସିଭ କରିବା ପରେ ସେ ତାଙ୍କୁ ପ୍ରଥମେ ଇଂରାଜୀ ରେ କଥା ହୋଇଥିଲେ ମାତ୍ର ଯୁବକ ଜଣଙ୍କ ତାଙ୍କୁ କହିଥିଲେ କି ମାଡାମ ତୁମ ଇଂରାଜୀ ଭାଷା ରଖ ଆମେ ଓଡ଼ିଆ ଟୋକା ଆମ ଭାଷା ରେ କଥା ହେବୁ। ତା ପରେ ଯୁବତୀ ଜଣଙ୍କ ଓଡ଼ିଆ ଭାଷା ରେ କଥା ହେବା ଆରମ୍ଭ କରିଥିଲେ। ତେବେ ଯୁବକ ଜଣଙ୍କ କହିଥିଲେ କି ତାଙ୍କର କଲ କଲେ ଠିକ ସେ କଥା ଶୁଣା ଯାଉ ନାହିଁ କିମ୍ବା ମୋବାଇଲ ର ନେଟୱାର୍କ ଠିକ ଭାବରେ ରହୁ ନାହିଁ କଣ ଅସୁବିଧା କୁହ ଟିକେ।

ତା ପରେ ଦୁଇ ଓଡ଼ିଆ ଯୁବକ ତାଙ୍କର ଖାଣ୍ଟି ଓଡ଼ିଆ ଭାଷା ରେ କଥା ହେବା ଆରମ୍ଭ କରିଦେଲେ ଆଉ କଷ୍ଟମର କେୟାର ର ସୁଦ୍ଧ ଓଡ଼ିଆ ଭାଷା କୁ ବୁଝି ପାରିଲେ ନାହିଁ ।ଆଉ ଯୁବତୀ ଜଣଙ୍କ ଯେତେବେଳେ ତାଙ୍କୁ ଅଟୋ ମୋଡ଼ କରିବା ପାଇଁ ନେଟୱାର୍କ ସେଟିଂ କୁ କହିଥିଲେ ସେତେବେଳେ ଯୁବକ ଜଣଙ୍କ କହିଥିଲେ ଆମ ଗାଁ ରେ ଅଟୋ ଟେଂପୁ କିଛି ନାହିଁ ଆଉ କଣ କହୁଛ କୁହ। ତା ପରେ ଯୁବତୀ ଜଣଙ୍କ କହିଥିଲେ କି ସାର ମୁଁ ସେ ଅଟୋ କଥା କହୁ ନାହିଁ , ଆଉ ସଙ୍ଗେ ସଙ୍ଗେ ଅନ୍ୟ ଜଣେ ଯୁବକ ସେହି କଲ କୁ ଧରି ତାଙ୍କ ସହ ମଜା କରିବାକୁ ଲାଗିଲେ। ତେବେ ସମ୍ପୂର୍ଣ୍ଣ ଭିଡ଼ିଓ ଟି ଏହିପରି ମଜକିଆ ଭାବରେ ହୋଇଛି ଶୁଣିଲେ ଆପଣ ହସି ହସି ବେଦମ ହୋଇଯିବେ। ତେବେ ଭାଇରାଲ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment