ପୁଣି ହଠାତ ଏମିତି କାହିଁକି କହିଲେ ପିଣ୍ଟୁ… ଶେଷ ଥର ପାଇଁ ଦେଖି ନିଅନ୍ତୁ ମୋ ପରିବାରକୁ…କଣ ସତରେ Vlog ବନ୍ଦ….

ବନ୍ଧୁମାନେ ଆମ ସମାଜରେ ଗୋଟିଏ ଖରାପ ଦୋଷ ରହିଛି ଯାହାକୁ କଙ୍କଡ଼ା ପ୍ରକୃତି ବୋଲି କୁହାଯାଏ ।ତେବେ ଯେତେବେଳେ କେହି ବ୍ୟକ୍ତି ସଫଳତା ପାଇଯାଏ ସେତେବେଳେ ସମସ୍ତେ ଚେଷ୍ଟା କରିଥାନ୍ତି କି ସେହି ବ୍ୟକ୍ତି କେମିତି ତଳକୁ ଖସି ଆସିବ ।ଆଉ ବର୍ତ୍ତମାନ ଏମିତି କିଛି ପରିସ୍ଥିତି ଆସି ପହଁଚିଛି ରୁପା ଓ ପିଣ୍ଟୁ ଙ୍କ ଜୀବନରେ ।ସେଥିପାଇଁ ପିଣ୍ଟୁ ଶେଷ ଥର ଭିଡ଼ିଓ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ପୁରା ପରିବାର କୁ ଦେଖି ବିଦାୟ ନେଉଛନ୍ତି ।ତେବେ ଆସନ୍ତୁ ଦେଖିବା ପୁରା ଭିଡ଼ିଓ ରେ କଣ ହେଉଛି ଆଉ ଭିଡ଼ିଓ କାହିଁକି ବନ୍ଦ ହେଉଛି ସେ ବିଷୟରେ ଜାଣିବା ।

ତେବେ ଆପଣ ମାନେ ବର୍ତ୍ତମାନ ଦେଖୁଥିବେ ଅନେକ ଲୋକମାନେ ସୋସିଆଲ ମେଡିଆରେ ବ୍ଳଗିଂ ଭିଡ଼ିଓ କରି ଏକ ଟଙ୍କା ଉପାର୍ଜନ ର ମାର୍ଗ ଖୋଜି ବାହାର କରିଛନ୍ତି ।ଆଉ ସେହି ବ୍ଳଗିଂ ଭିଡ଼ିଓ କରି ଆଜି ସେଲିବ୍ରେଟି ହେଇଛନ୍ତି ରୁପା ଓ ପିଣ୍ଟୁ, ତେବେ ଆପଣ ତାଙ୍କର ଚେନାଲ ରୁପା,ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ବିଷୟରେ ଜାଣିଛନ୍ତି ।ଏହି ଚେନାଲ ରେ ତାଙ୍କ ପରିବାର ର ଅନେକ ଭିଡ଼ିଓ ଦେଖିବାକୁ ମିଳୁଥିଲା କିନ୍ତୁ ବର୍ତ୍ତମାନ କୌଣସି କାରଣ ପାଇଁ ପିଣ୍ଟୁ ଚେନାଲ ବନ୍ଦ କରୁଛନ୍ତି ।ଆଉ ଶେଷରେ ପୁରା ପରିବାର ର ସଦସ୍ୟ ମାନଙ୍କୁ ଦେଖାଇ ଦୁଃଖ ପ୍ରକାଶ କରିଛନ୍ତି ।

ପିଣ୍ଟୁ ଏହି ଭିଡ଼ିଓରେ କହିଥିଲେ କି ତାଙ୍କର କିଛି ନିଜ ଲୋକ ହିଁ ଭୁଲ କରିଛନ୍ତି ଯେଉଁଥି ପାଇଁ ତାଙ୍କୁ ଅନେକ କଥା ଶୁଣିବାକୁ ମିଳିଛି ।ଆଉ ବହୁତ ଚେଷ୍ଟା ପରେ ବି ସେ ଲୋକଙ୍କ ର ଉତ୍ତର ଦେଇ ଦେଇ ଥକି ଗଲେଣି ତେଣୁ ସେ ଆଉ ବ୍ଲଗ କରିବେ ନାହିଁ ନିଷ୍ପତ୍ତି ନେଇଛନ୍ତି ।କେହି ତାଙ୍କୁ କାର ଓ ଘର ପାଇଁ ବି ବହୁତ ଭଲ ଖରାପ କହିଛନ୍ତି ହେଲେ କେହି ହେଲେ ବି ଜାଣି ନାହାନ୍ତି କି ଏହି ଘର ଓ କାର କରିବା ପାଇଁ ତାଙ୍କୁ କେତେ ଲୋନ କରିବାକୁ ପଡିଛି ।ତେବେ ଘରର କଥା କୁ ଘରେ ରଖି ପିଣ୍ଟୁ ପରିବାର ସବୁ ସଦସ୍ୟ ଙ୍କୁ ଜଣ ଜଣ କରି ଦେଖାଇଚନ୍ତି ଆଉ ସମସ୍ତେ ଦର୍ଶ ଙ୍କୁ ବାଏ କହିଛନ୍ତି ।

ତେବେ ଭିଡ଼ିଓ ଭିତରେ ପିଣ୍ଟୁ ଙ୍କ ମାଆ ଙ୍କ ଆଖିରେ ଲୁହ ଝରି ଆସିଥିଲା ଆଉ ଶେଷରେ ପିଣ୍ଟୁ ଖୁସି ମାଆ ଙ୍କୁ ଦେଖାଇବା ଖୁବ ଇମୋସନଲ ହେଇ ପଡ଼ିଥିଲେ ତିଆରି ।ତେବେ ପିଣ୍ଟୁ ଏମିତି ଏକ ଦୁଃଖର ଖବର ଦେବା ଶେଷରେ ଏକ ସରପ୍ରାଇଜ ଦେଇଛନ୍ତି ଯାହାକୁ ଶୁଣିଲେ ଆପଣ ନିଶ୍ଚିତ ଖୁସି ହେଇଯିବେ ।ଏମିତି ଭିତରେ ପିଣ୍ଟୁ ଭିଡ଼ିଓ ବନ୍ଦ କରିବାର ନିଷ୍ପତ୍ତି ନେଇଥିଲେ କିନ୍ତୁ ଲୋକ ଙ୍କ କଥାକୁ ବେଖାତିର କରି ସେ ଆଗକୁ ଭିଡ଼ିଓ ଜାରି ରଖିବେ ଓ କାଲି ସକାଳେ ପୁଣି ଭିଡ଼ିଓ ପୋଷ୍ଟ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment