ପୁଣି ହ୍ୟୁମାନ ଙ୍କ ମାଆ କଲେ ମହା ଖୁଲାସା ! ତା ଶାଶୁର ଗୋଟେ ପୁଅ ସହ ପରକୀୟା ପ୍ରୀତି ଅଛି… ଦରକାର ପଡିଲେ ମୁଁ ଖୋଲି କହିବି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ହ୍ଵିମାନ ସାଗର ଓ ତାଙ୍କର ସ୍ତ୍ରୀ ଙ୍କର ପାରିବାରିକ ବିବାଦ କୁ ନେଇକି ଉଠିଥିବା କିଛି କଥା | ଆଉ ଭାଇରାଲ ହେଉଥିବା ଭିଡ଼ିଓ ରେ ହ୍ଵିମାନ ସାଗର ଙ୍କର ମା କହିଛନ୍ତି ତାଙ୍କର ମନ ର କଥା ତାହା ସହିତ ତାଙ୍କର ବୋହୂ ତାଙ୍କ ଘରକୁ ଯାଆନ୍ତୁ ବୋଲି କହିବା ସହିତ ସମୁଦୁଣୀ ଙ୍କର ଅନ୍ୟ କାହା ସହିତ ସମ୍ପର୍କ ରହିଛି ବୋଲି କହିଛନ୍ତି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ ଗତ କିଛି ଦିନ ହେବ ଲୋକ ପ୍ରିୟ ସିଙ୍ଗର ଓଡିଶା ରେ ଘରେ ଘରେ ନିଜର କଣ୍ଠ ସ୍ୱର ମାଧ୍ୟମରେ ଦର୍ଶକ ମାନଙ୍କର ହୃଦୟରେ ଜାଗା ବନେଇ ପାରିଥିବା ଲୋକପ୍ରିୟ କଣ୍ଠ ଶିଳ୍ପୀ ହ୍ଵିମାନ ଙ୍କ ନାଁ ରେ ଅଭିଯୋଗ ଆସିଛି |ଆଉ ସ୍ତ୍ରୀ ଶ୍ରୀୟା ଙ୍କୁ ହ୍ଵିମାନ ଶାରୀରିକ ଓ ମାନସିକ ନିର୍ଯାତନା କଥା ମଧ୍ୟ କୁହାଯାଇଛି | ଆଉ ଏହି କଥା କୁ ନେଇକି ହ୍ଵିମାନ ଙ୍କ ମା କହିଛନ୍ତି କି ଏହି ସବୁ ମିଛ କଥା ଅଟେ | କାରଣ ତାଙ୍କର ପରିବାର ରେ ଆଉ କେହି ନାହାନ୍ତି ହ୍ଵିମାନ ଓ ବୋହୂ ନାତୁଣୀ ଙ୍କୁ ନେଇକି ତାଙ୍କର ପରିବାର | ତେବେ ସେ ଟିଟିଲାଗଡ଼ ରେ ଚାକିରୀ କରନ୍ତି ଆଉ ଆସିକି ଦେଖନ୍ତି କି ଶ୍ରୀୟା ମଦ ପିଅନ୍ତୁ କିନ୍ତୁ ହ୍ଵିମାନ ନୁହଁ |

ତାହା ସହିତ ଆଗରୁ ହ୍ଵିମାନ ମଦ ପିଉଥିଲେ ବାକୁ ଏବେ ପିଅନ୍ତିନି ବୋଲି କହିବା ସହିତ ତାଙ୍କର ସମସ୍ତ ଗହଣା, ଫ୍ଲାଟ, କାର ଏମିତି କି ସବୁ କିଛି ଶ୍ରୀୟା ଙ୍କ ନାଁ ରେ ଅଛି ତ ସେ କଣ ପାଇଁ ଯୌତୁକ ନିର୍ଯାତନା ଦେବେ | ତାହା ସହିତ ଧର୍ମ ବଦଳାଇବାକୁ ବାଧ୍ୟ କରିବା କଥା ମଧ୍ୟ ମିଛ ବୋଲି କହିଛନ୍ତି କାରଣ ଶ୍ରୀୟା ଆଜି ଯାଏ କେବେ ବି ଚର୍ଚ୍ଚ କୁ ଯାଇନି ଆଉ ତାଙ୍କର ଘରେ ଜଗନ୍ନାଥ ଙ୍କର ଫୋଟ ମଧ୍ୟ ଅଛି |

ତାହା ସହିତ ହ୍ଵିମାନ ଙ୍କ ସହିତ ସେ ମଧ୍ୟ ତାଙ୍କର ନାତୁଣୀ ଙ୍କୁ ବହୁତ ଭଲ ପାଆନ୍ତି ଆଉ ତାଙ୍କର ଜନ୍ମଦିନ କେମିତି ସେଲିବ୍ରେଟ ହୋଇଥିଲା ସେ ବିଷୟରେ ମଧ୍ୟ କହିଛନ୍ତି | ଆଉ ହ୍ଵିମାନ ଙ୍କ ମା ଙ୍କ କହିବା ଅନୁସାରେ ସେ ମଧ୍ୟ ଚାହୁଁଛନ୍ତି କି ଶ୍ରୀୟା ଘର କୁ ଯାଉ ଆଉ ସବୁକିଛି ଥିମ ହୋଇ ଯାଉ | ତାହା ସହିତ ହ୍ଵିମାନ ଙ୍କର କେଉଁ ଝିଅ ସହିତ ସମ୍ପର୍କ ନାହିଁ କିନ୍ତୁ ଶ୍ରୀୟା ଙ୍କ ମା ଙ୍କର ଅନ୍ୟ ଯୁବକ ଙ୍କ ସହିତ ସମ୍ପର୍କ ଅଛି ବୋଲି କହିଛନ୍ତି ହ୍ଵିମାନ ଙ୍କର ମା | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment