New Twist – ବ୍ରାହ୍ମଣ ରୁ ଖ୍ରୀଷ୍ଟିଆନ ହଅ… ନହେଲେ ମୋ ଘରୁ ଭାରି ଯା…. ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଗୋଟିଏ ଘଟଣା ଚାରିଆଡେ ବେଶ ଭାଇରାଲ ହେବାରେ ଲାଗିଛି ଆଉ ତାହା ହେଉଛି ହ୍ଵିମାନ ସାଗର ଙ୍କର ପାରିବାରିକ ବିବାଦ କୁ ନେଇକି ଉଠିଥିବା କେତେକ କଥା ବିଷୟରେ |ଆଉ ଯେଉଁଠି ହ୍ଵିମାନ ସାଗର ଙ୍କ ନାଁ ରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଶ୍ରୀୟା , ଯେଉଁ ଘଟଣା କୁ ନେଇକି ସେମାନେ ଥାନା ର ମଧ୍ୟ ଦ୍ୱାରସ୍ଥ ହୋଇଛନ୍ତି | ଯାହା ଜଣା ପଡିଛି କି ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହିତ ହ୍ଵିମାନ ଧର୍ମ ପରିବର୍ତ୍ତନ ପାଇଁକି ବାଧ୍ୟ କରୁଥିଲେ ଶ୍ରୀୟା ଙ୍କୁ ବୋଲି କଥା ଉଠିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ଓଡିଶା ର ଜଣେ ବହୁତ ବଡ଼ ଲୋକ ପ୍ରିୟ ସିଙ୍ଗର ଯାହାଙ୍କର କଣ୍ଠ ସ୍ୱର କୁ ଶୁଣିବା ପାଇଁ ସାରା ଓଡିଶା ର ଅଗଣିତ ଦର୍ଶକ ମାନେ ଚାହୁକି ବସିଥାନ୍ତି | ଆଉ ସବୁବେଳେ ନୂଆ ନୂଆ ଗୀତ ର ଝଲକ ଲୋକ ମାନଙ୍କ ପାଇଁକି ନେଇକି ଆସୁଥିବା ହ୍ଵିମାନ ସାଗର ଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ତେବେ ବର୍ତ୍ତମାନ ଯାହା କୁହାଯାଉଛି କି ହ୍ଵିମାନ ଙ୍କର ନାଁ ରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ତ୍ରୀ ଶ୍ରୀୟା | ଆଉ ଆଜି ମହିଳା ଥାନା ରେ ହ୍ଵିମାନ ଙ୍କ ସହିତ ଶ୍ରୀୟା ହାଜିର ହେବା ପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି ବୋଲି କୁହାଯାଉଛି |

ଆଉ ଶ୍ରୀୟା ଙ୍କର କହିବା କଥା କି ହ୍ଵିମାନ ରାତିରେ ମଦ ପିଇ ଘରକୁ ଆସନ୍ତି ଓ କୁନି ଝିଅ ସାମ୍ନା ରେ ଶ୍ରୀୟା ଙ୍କୁ ବେଲ୍ଟ ଖୋଲିକି ବାଡେଇ ବାକୁ ମଧ୍ୟ ଲାଗିଥାନ୍ତି |ତେବେ ବାରମ୍ବାର ଶ୍ରୀୟା ମନା କରିବା ପରେ ମଧ୍ୟ ଏହିଭଳି କିଛି କରିଥାନ୍ତି ହ୍ଵିମାନ, ଆଉ ଯେଉଁ ଘଟଣା କୁ ନେଇକି ଶାରୀରିକ ଓ ମାନସିକ ନିର୍ଯାତନା ର ଶିକାର ହୋଇଥାନ୍ତି ଶ୍ରୀୟା ବୋଲି କହିଛନ୍ତି | ତାହା ସହିତ ହ୍ଵିମାନ ଜଣେ ଖ୍ରୀଷ୍ଟିଆନ ଓ ଶ୍ରୀୟା ବ୍ରହ୍ମଣ ଘରର ଝିଅ ହୋଇଥିବାରୁ ହ୍ଵିମାନ ତାଙ୍କୁ ବାରମ୍ବାର ଧର୍ମ ବଦଳାଇବାକୁ ବାଧ୍ୟ କରୁଥିଲେ |

ଯାହା କୁହାଯାଉଛି କି ବାରମ୍ବାର ନିର୍ଯାତନା ର ଶିକାର ହେବା ପରେ ଶ୍ରୀୟା ଙ୍କ ବାପା କଟକ ଆସି ତାଙ୍କୁ ନେଇ ଯାଇଥିଲେ |ତେବେ ଶ୍ରୀୟା ଙ୍କ ବାପ କହିଛନ୍ତି କି ଦୀର୍ଘ 5 ମାସ ଧରିକି ଏହି ଭଳି ଚାଲିଛି ଶ୍ରୀୟା ଙ୍କ ଲାଇଫ ରେ | ଆଉ ଭଲ ପାଇଁକି ବିବାହ କରିଥିଲେ ମଧ୍ୟ ବର୍ତ୍ତମାନ ଶାରୀରିକ ଓ ମାନସିକ ନିର୍ଯାତନା ର ଶିକାର ହେଉଛନ୍ତି ତାଙ୍କର ଝିଅ | ଯେଉଁଥିପାଇଁ ଥାନା ର ଦ୍ୱାରସ୍ଥ ହୋଇଛନ୍ତି ଶ୍ରୀୟା | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment