ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲା ଅଙ୍ଗନବାଡି ଦିଦି ଙ୍କ ଭିଡ଼ିଓ… 90 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେନି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ କିଛି ଏଭଳି ଭିଡ଼ିଓ ଥାଏ ଯାହାକୁ ଦେଖିବା ପାଇଁ ବାରମ୍ବାର ଇଚ୍ଛା ହୋଇଥାଏ | ଆଉ ସେହି ଭଳି ଭିଡ଼ିଓ ରୁ କିଛି ଶିଖିବାକୁ ମଧ୍ୟ ମିଳିଥାଏ |ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଅଙ୍ଗନବାଡି ଦିଦି ଜଣଙ୍କ ସୁନ୍ଦର ଭାବରେ ଗୀତ ମାଧ୍ୟମରେ ନିଜ ଶରୀରର ଅଙ୍ଗ ଓ ସେମାନଙ୍କର କାର୍ଯ୍ୟ ଗୁଡିକ ବିଷୟରେ ବୁଝାଇବାକୁ ଲାଗିଛନ୍ତି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ବିଶେଷ କରିକି ଜାଣିଥିବେ କି ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ଭାଇରାଲ ହେଉଥିଲେ ମଧ୍ୟ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ କିଛି କଥା ଶିଖିବାକୁ ଆଉ ଜାଣିବାକୁ ମିଳୁଛି | ଆଉ ଯେଉଁଠି ସରକାର ଙ୍କ ତରଫରୁ ଆଜି କାଲି ଗର୍ଭବତୀ ମହିଳା ଙ୍କ ପାଖରୁ ଆରମ୍ଭ କରିକି ଛୋଟ ଛୋଟ ପିଲା ମାନଙ୍କର ବିକାଶ ପାଇଁକି ବିଭିନ୍ନ ପ୍ରକାରର ବ୍ୟବସ୍ତା ମାନ କରାଯାଉଛି |ଆଉ ସେହି ଅନୁସରେ ଅଙ୍ଗନବାଡି ଦିଦି ମାନେ ମଧ୍ୟ ବିଭିନ୍ନ କାର୍ଯ୍ୟ ସବୁ କରିବା ପାଇଁ ଲାଗୁଛନ୍ତି ଓ ପିଲା ମାନଙ୍କର କେଉଁ ଭଳି ଭାବରେ ଜ୍ଞାନ ର ବିକାଶ ଘଟିବ ସେ ବିଷୟରେ ମଧ୍ୟ ଚେଷ୍ଟା କରୁଛନ୍ତି |

ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେହିଭଳି କିଛି ଦେଖିବାକୁ ମିଳିଛି | ଆଉ ଯେଉଁଠି ଅଙ୍ଗନବାଡି ଦିଦି ଜଣଙ୍କ ଗୀତ ଆଉ ନାଚ ମାଧ୍ୟମରେ ଛୋଟ ଛୋଟ ପିଲା ମାନଙ୍କୁ ପଢେଇବାକୁ ଲାଗିଛନ୍ତି ଓ ବିଭିନ୍ନ କଥା ଶିଖାଇବାକୁ ଲାଗିଛନ୍ତି | ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଛୋଟ ଛୋଟ ପିଲା ମାନେ ଗୀତ ଆଉ ନାଚ କୁ ଅଧିକ ପସନ୍ଦ କରିଥାନ୍ତି ଆଉ ସେହି ନାଚ ଓ ଗୀତ ମାଧ୍ୟମରେ ଆମେ ଯଦି ପିଲା ମାନଙ୍କୁ ପାଠ ପଢାଇବାକୁ ଓ ଶିଖାଇବାକୁ ଚେଷ୍ଟା କରିବା ତାହେଲେ ସେମାନେ ବେଶ ଭଲ ଭାବରେ ଶିକ୍ଷି ପାରିବେ ବୋଲି କୁହାଯାଏ |

ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ପିଲା ମାନଙ୍କୁ ଅଙ୍ଗନବାଡି ଦିଦି ଜଣଙ୍କ “ଏଇତ ମୋର ହାତ ” ଏହି ଗୀତ ମାଧ୍ୟମରେ ଶରୀରର ବିଭିନ୍ନ ଅଙ୍ଗ ଓ ତାହାର କାର୍ଯ୍ୟ ଗୁଡିକ ବିଷୟରେ ବୁଝାଇବାକୁ ଲାଗିଛନ୍ତି ଆଉ ଅଙ୍ଗନବାଡି ଦିଦି ଙ୍କ ସହିତ ପିଲା ମାନେ ମଧ୍ୟ ଡାନ୍ସ କରିବାକୁ ଲାଗିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment