ପୁଣି ଥରେ ସାରା ଓଡ଼ିଶାରେ ରେକର୍ଡ କଲା ନୂଆ ଆଲବମ ” ଏଥର ଫଗୁଣେ “… ଥରେ ଦେଖିଲେ ୧୦ ଥର ଦେଖିବାକୁ ଇଛା ହେବ…

ହଁ ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ଆପଣ ମାନେ ପ୍ରତେକ ଦିନ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଭିଡ଼ିଓ ଆସିଥାଏ ଯାହା ଗୀତ ଆଲବମ ଓ ଫ୍ଲିମ କୁ ନେଇକି ପ୍ରକାଶ ପାଇଥାଏ | ଆଉ ସେହି ଭଳି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଲୋକ ମାନେ ଅଧିକ ରୁ ଅଧିକ ପସନ୍ଦ କରିଥାନ୍ତି ବୋଲି ମଧ୍ୟ କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଆପଣ ମାନଙ୍କର ସାମ୍ନା କୁ ଆସିଛି ତାହା ହେଉଛି ” ଏଥର ଫଗୁଣେ ” ଆଲବମ ଗୀତ ଟି ଯାହା ସମସ୍ତ ଙ୍କ ମନକୁ ଛୁଇଁଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ ଆମର ଅଲିଉଡ ଇଣ୍ଡୋଷ୍ଟ୍ରି ସହିତ ଓଡ଼ିଆ ମ୍ୟୁଜିକ ଇଣ୍ଡୋଷ୍ଟ୍ରି ମଧ୍ୟ ଅନେକ ଆଗକୁ ଗଲାଣି | ସିଙ୍ଗର ମାନଙ୍କର ସୁନ୍ଦର ଭୋଏସ ସାଙ୍ଗକୁ ଏକ୍ଟର ମାନଙ୍କର ଡାନ୍ସ ଓ ଅଭିନୟ ର କମାଲ ଦର୍ଶକ ମାନଙ୍କର ମନକୁ ଛୁଇଁବା ସହିତ ବାରମ୍ବାର ସେହି ଭଳି ଭିଡ଼ିଓ ପ୍ରକାଶ ପାଉଛି ଓ ଦର୍ଶକ ମାନଙ୍କୁ ଆଲବମ ପ୍ରତି ଆକୃଷ୍ଟ କରାଉଛି | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ପ୍ରକାଶ ପାଇଥିବା ଏକ ନୂଆ ଆଲବମ ଗୀତ ଟି | ଆଉ ଯେଉଁ ଗୀତ ଟିରେ ଡାନ୍ସ ସହିତ ଏକ୍ଟି ଓ ଗୀତ ଦର୍ଶକ ମାନଙ୍କର ମନକୁ କିଣି ନେଇଛି |

ଆଉ ଯାହା କୁହାଯାଉଛି କି ଭେଲେନଟାଇନ୍ସ ଡେ ଉପଲକ୍ଷେ ଅସୀମା ପଣ୍ଡା ଓ ସତ୍ୟଜିତ ଙ୍କର ର ମଧୁର ଭୋଏସ ସାଙ୍ଗକୁ ଦେଖିବାକୁ ମିଳିଥିଲା ଅଭିଷେକ ଓ ହିମାଗିନି ଙ୍କର ଡାନ୍ସ ଓ ଏକ୍ଟିଂ ର କମାଲ | ଏକ ସମ୍ପୂର୍ଣ୍ଣ ଲଭ ଷ୍ଟୋରି ସାଙ୍ଗକୁ ରୋମାଣ୍ଟିକ ୱେ ରେ ପ୍ରକାଶ ପାଇଛି “ଏଥର ଫଗୁଣେ ” ଗୀତ ଟି ଆଉ ଏହି ଆଲବମ ଟି ରେ କେଉଁ ଭଳି ଭାବରେ ପ୍ରେମିକା ର ପ୍ରେମ କୁ ପାଇବା ପାଇଁ ପ୍ରେମିକ ଜଣଙ୍କ କଷ୍ଟ କରୁଛନ୍ତି ତାହା ଏଥିରେ ଦେଖିବାକୁ ମିଳିଛି |

ତାହା ସହିତ ଏହି ଗୀତ ରେ ଗୀତ ର ଯେତିକି ମଧୁରତା ରହିଛି ସେହି ଅନୁସାରେ ଡାନ୍ସ ଓ ଏକ୍ଟିଂ ରେ ମଧ୍ୟ ରହିଛି | ତେବେ ଲଭ କୁ ନେଇକି ଏହି ଭଳି ଏକ ଆଲବମ ଗୀତ ଟି ଭେଲେନ୍ସ ଟାଇନ ଡେ ରେ ପ୍ରକାଶ ପାଇ ଥିବାରୁ ସମସ୍ତେ ଏହି ଆଲବମ ଟିକୁ ପସନ୍ଦ କରୁଛନ୍ତି ଓ ଭଲ ପାଇବା ମଧ୍ୟ ଦେଉଛନ୍ତି ବୋଲି କୁହାଯାଉଛି | ଆଉ ଯାହା ସୋସିଆଲ ମିଡ଼ିଆରେ ବର୍ତ୍ତମାନ ବେଶ ଭାଇରାଲ ହେବା ସହିତ ଚର୍ଚ୍ଚା ର ବିଷୟ ପାଲଟିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment