ପୁଣି ମାର୍କେଟ ଘାଣ୍ଟିଲା” mr dev “ଙ୍କ ଜବରଦସ୍ତ ରୋମାଣ୍ଟିକ କମେଡି Scene ” କାଞ୍ଚନା “…. ଦେଖିଲେ ହସି ହସି ଗଡ଼ିଯିବେ…

ତେବେ ଆଜିକାଲି ଦିନରେ ସୋସିଆଲ ମିଡ଼ିଆ ମାଧ୍ୟମରେ ଅନେକ ଲୋକେ ସେମାନଙ୍କ ପ୍ରତିଭାକୁ ଲୋକଙ୍କ ପାଖରେ ପହଁଚାଇବାରେ ସକ୍ଷମ ହୋଇ ପାରୁଛନ୍ତି।ଆପଣ ମାନେ ମନୋରଞ୍ଜନ ପାଇଁ ସୋସିଆଲ ମିଡିଆରେ ବ୍ୟବହାର ନିଶ୍ଚିତ ଭାବେ କରୁଥିବେ। ଆଉ ସୋସିଆଲ ମିଡିଆରେ ଆପଣ ବିଭିନ୍ନ ପ୍ରକାର ଭିଡିଓ ଦେଖିବାକୁ ପାଉଥିବେ।
ତେବେ ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ର ସବୁଠାରୁ ଲୋକପ୍ରିୟ ଆପ୍ଲିକେସନ ହେଉଛି ୟୁଟ୍ୟୁବ।ୟୁଟ୍ୟୁବରେ ନିଜ ମନ ମୁତାବକ ଭିଡିଓ ଦେଖି ପାରିବା ଏହା ସହିତ ଆମ ମନ ମୁତାବକ ଭିଡିଓ ପୋଷ୍ଟ ମଧ୍ୟ କରି ପାରିବାତେବେ ୟୁଟ୍ୟୁବରେ ମାଧ୍ୟମରେ ଲୋକେ ଆଜି ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିବାରେ ସକ୍ଷମ ହୋଇ ପାରୁଛନ୍ତି ଏହା ସହିତ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇ ପାରୁଛନ୍ତି। ୟୁଟ୍ୟୁବରେ ଭିନ୍ନ ଭିନ୍ନ କଣ୍ଟେଣ୍ଟ ମାଧ୍ୟମରେ ଦର୍ଶକ ମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବାରେ ସକ୍ଷମ ହୋଇ ପାରୁଛନ୍ତି।

ତେବେ ହସିବାକୁ କିଏ ବା ପସନ୍ଦ ନକରେ। କିନ୍ତୁ ସମସ୍ତେ ସମସ୍ତଙ୍କୁ ହସାଇ ପାରନ୍ତି ନାହିଁ। କିନ୍ତୁ କିଛି ବ୍ୟକ୍ତିତ୍ଵଙ୍କ ଭିତରେ ଏମିତି କିଛି ପ୍ରତିଭା ରହିଥାଏ କି ସେମାନେ କଥା ଶୁଣିବା ମାତ୍ରେ ଆମ ଆମ ହସକୁ କଣ୍ଟ୍ରୋଲ କରି ପାରି ନଥାଉ। ଆପଣ ସିନେମା ଯାତ୍ରା ମଞ୍ଚ ରେ ଏମିତି ଅନେକ କମେଡ଼ିଆନ୍ ମାନଙ୍କ କମେଡି ଦେଖିବାକୁ ପାଇଥିବେ ଆଉ କମେଡି ଦେଖିବାକୁ ଖୁବ୍ ପସନ୍ଦ କରୁଥିବେ। ତେବେ ୟୁଟ୍ୟୁବରେ ନିଜ ଭିଡିଓ ମାଧ୍ୟମରେ ଦର୍ଶକ ମାନଙ୍କ ଦୃଷ୍ଟି ଆକର୍ଷଣ କରି ପାରିଥିବା ସେମିତି ଜଣେ କମେଡିଆନ୍ ହେଉଛନ୍ତି ମିଷ୍ଟର ଦେବ। ଯାହାଙ୍କ ଅନେକ ଭିଡିଓ ଆପଣ ୟୁଟ୍ୟୁବରେ ଦେଖିବାକୁ ପାଇଥିବେ ଆଉ ଏହି ଭିଡିଓ ସବୁ ଆପଣଙ୍କୁ ନିଶ୍ଚିତ ପସନ୍ଦ ମଧ୍ୟ ଆସୁଥିବ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ବାବଦରେ ଜଣାଇବୁ ଯାହା ଦେଖିଲେ ଆପଣ ହସି ହସି ଆପଣଙ୍କ ପେଟ ଦରଜ ହୋଇଯିବ। ଭିଡିଓ ଏତେ ମଜାଦାର ରହିଛି ଯାହା ଆପଣ କଳ୍ପନା ମଧ୍ୟ କରି ପାରିବେ ନାହିଁ। ତେବେ ଏହି ଭିଡିଓଟି ଦେଖିବାକୁ ମିଳିଛି ମିଷ୍ଟର ଦେବ ୟୁଟ୍ୟୁବ ଚ୍ୟାନେଲ୍ ରେ। ଭିଡିଓଟି ଏକ କମେଡି ହରର ଷ୍ଟୋରିକୁ ନେଇ ତିଆରି କରା ଯାଇଛି ଯାହାର ନାଁ ରହିଛି ‘କାଞ୍ଚନା’।

ତେବେ ଏହି ଭିଡିଓରେ ଦେଖିବାକୁ ମିଳୁଛି ଗୋଟିଏ ଦମ୍ପତିଙ୍କ ପୁଅ ନିଖୋଜ ରହିଛି। ଆଉ ଜଙ୍ଗଲ ଭିତରେ ସେମାନେଙ୍କର ଏକ ବ୍ୟକ୍ତିଙ୍କ ସହ ସାକ୍ଷାତ୍ ହେଉଛି ଆଉ ସେ ଏହି ଦମ୍ପତିକୁ କାଞ୍ଚନାର ଷ୍ଟୋରି କହୁଛି। ଶେଷରେ ସମସ୍ତେ ଜଙ୍ଗଲ ଭିତରକୁ ପୁଅକୁ ଖୋଜିବା ପାଇଁ ଯାଉଛନ୍ତି ଆଉ ସେଠି ଯାହା ଦେଖୁଛନ୍ତି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।କାଞ୍ଚନାର ଭୟ ଦେଖାଇ ସେଠାରେ କିଛି ମାଫିଆ ଗଞ୍ଜେଇ ଚାଲାଣ କରୁଛନ୍ତି ଯାହାକୁ ଅତି ମଜାଦାର ଢଙ୍ଗରେ ଚିତ୍ରରେ ଦର୍ଶା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment