Big Breaking News – ପୁରୁଣା 2 ଟଙ୍କିଆ କଏନ (Coins ) କରି ଦେଉଛି କୋଟିପତି… ଶୀଘ୍ର ଦେଖନ୍ତୁ

ଦର୍ଶକ ବନ୍ଧୁ ଏବେ ଏବେ ସୋସିଆଲ ମିଡିଆରେ ଏକ ଖବର ସାମ୍ନା ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ | ଆଉ ଯାହା କୁହାଯାଉଛି କି ଏବେ ଯେଉଁ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି | ଦର୍ଶକ ବନ୍ଧୁ ଆଜିର ଦୁନିଆ ରେ କିଏ ବା କୋଟି ପତି ହେବାକୁ ଚାହେଁ ନାହିଁ | ହେଲେ ଏବେ ଯେଉଁ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁ ଥିରେ ଦେଖା ଯାଇଛି ଓ ସୂଚନା ରହିଛି ଯେ ଆପଣ ଘରେ ରହି ମଧ୍ୟ କୋଟି ପତି ହେଇପାରିବେ | ତେବେ ଏହା ପାଇଁ ଆପଣଙ୍କୁ ନା କୌଣସି ଦୂର ସ୍ଥାନକୁ ଯିବାକୁ ପଡିବ ନା କୌଣସି କାର୍ଯ୍ୟ କରିବାକୁ ହେବ ତାହାଲେ ଆସନ୍ତୁ ବନ୍ଧୁ ବନ୍ଧୁ ଜାଣିବା ଏହା କିପରି ସମ୍ଭବ ତାହା ବିଷୟରେ ଆଲୋଚନା କରିବା |

ଯେମିତକି ଆପଣମାନେ ଜାଣିଛନ୍ତି ସାରା ଦେଶରେ କରୋନା ମହାମାରି ପାଇଁ ଲୋକମାନେ ନାହିଁ ନ ଥିଲା ଅସୁବିଧା ର ସମ୍ମୁଖୀନ ହେଇଛନ୍ତି | ଯାହା ଦ୍ୱାରା ଆଜିର ସାଧାରଣ ଲୋକଙ୍କୁ ଠୁ ଆରମ୍ଭ କରି ସମସ୍ତ ଶ୍ରେଣୀ ର ଲୋକଙ୍କ ଠାରେ ଆଜିର ସମୟରେ ବହୁତ ଟଙ୍କା ପଇସା ର ଅଭାବ ଦେଖିବାକୁ ମିଳୁଛି | ତେବେ ଏବେ ଏବେ ଏକ ଖବର ସୋସିଆଲ ମିଡିଆରେ ବହୁତ ମାତ୍ର ରେ ଭାଇରାଲ ହେବାରେ ଲାଗିଛି ଯାହା କରିବା ଦ୍ୱାରା ଆପଣ ରାତା ରାତି କୋଟି ପତି ହେବାର ସମ୍ଭାବନା ରହିଛି |

ତେବେ ମିଳିଥିବା ସୂଚନା ଅନୁଯାୟୀ ଯଦି ଆପଣଙ୍କ ପାଖରେ ପୁରୁଣା 2 ଟଙ୍କିଆ କଏନ ଅଛି ତାହାଲେ ତାକୁ ଦେଇ ଆପଣ ରାତା ରାତି କଟିପତି ହେଇପାରିବେ | ଆଉ ଯାହା କୁହାଯାଉଛି କି ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ କି ପୁରୁଣା ଟଙ୍କା ଯେମିତକି ଏକ ଟଙ୍କା କଏନ ଠୁ ଆରମ୍ଭ କରି ବିଭିନ୍ନ ମୁଦ୍ରା ବହୁତ ଯତ୍ନ ସହିତ ସାଇତି ରଖିଥାନ୍ତି | ତେବେ ସେହି ମୁଦ୍ରା ପାଇଁ ଆଜି ଆପଣ କୋଟି ପତି ହେଇପାରିବେ ବୋଲି କୁହାଯାଉଛି | ଯଦି ଆପଣଙ୍କ ପାଖରେ ପୁରୁଣା ଦୁଇ ଟଙ୍କିଆ କଏନ ଟି ଅଛି ତାହାଲେ ପ୍ରଥମେ ଏହାର ଦୁଇ ପାର୍ଶ୍ୱ ର ଫୋଟ ଉଠାନ୍ତୁ |

ତାହା ପରେ ଅନଲାଇନ ମାଧ୍ୟମ ରେ ଏହାର ପଞ୍ଜିକରଣ କରନ୍ତୁ ଓ ଆପଣଙ୍କ ମୁଦ୍ରା ର ସମସ୍ତ ବିବରଣୀ କେନ୍ଦ୍ର କୁ ପଠାନ୍ତୁ | ଯଦି ଆପଣଙ୍କ ମୁଦ୍ରା ଟି କ୍ରେତା ଖୋଜୁଥୁବା ମୁଦ୍ରା ହେଇଥିବ ତାହାଲେ ଆପଣ ନିଶ୍ଚୟ କଟିପତି ହେଇପାରିବେ ବୋଲି କୁହାଯାଉଛି | ଆଉ ଏହି ଖବର ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାକୁ ଲାଗିଛି , ଯାହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment