Qayamat Qayamat | ସୁନ୍ଦରୀ ଯୁବତୀ ଙ୍କ ଡ୍ୟାନ୍ସ ରେ ଟଙ୍କା ବର୍ଷା… ଦେଖିଲେ ନିଜକୁ ସମ୍ଭାଳି ପାରିବେନି….

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ଖୁସି ହୋଇଯିବେ ବୋଲି କୁହାଯାଉଛି |ଆଉ ଦେଖିବାକୁ ମିଳିଛି କି ଏକ ଫେମିଲି ଫାଂକ୍ସନ ରେ ସୁନ୍ଦର ଭାବରେ ନିଜର ଡାନ୍ସ ପୋରଫୋମେନ୍ସ କୁ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଝିଅ ଜଣଙ୍କ | ତେବେ ନିଜ ର ଜବରଦସ୍ତ ଡାନ୍ସ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ଦିୱାନେ ଫ୍ଲିମ ର କୋୟାତ୍ମତ ଗୀତ ରେ ସୁନ୍ଦର ଭାବରେ ଡାନ୍ସ କରିବାକୁ ଲାଗିଛନ୍ତି ଶୁଖିନ୍ଦର ସିଂ ଓ ତାଙ୍କ ସହିତ ଅଲଗା ୟୋଗନିକ | ତେବେ ବଲିଉଡ ର ଏହି ଜବରଦସ୍ତ ଗୀତ ରେ ନିଜର ଜବରଦସ୍ତ ଅନ୍ଦାଜ ରେ କରିବାକୁ ଲାଗିଛନ୍ତି ନିଜର ଡାନ୍ସ ର କମାଲ | ଆଉ ଯାହା କୁହାଯାଉଛି କି ଏକ ଫେମିଲି ଫାଂକ୍ସନ ରେ ଦେଖିବାକୁ ମିଳିଛି ଏହି ଭଳି ଭାବରେ ଝିଅ ଜଣଙ୍କର ଜବରଦସ୍ତ ଡାନ୍ସ ର କମାଲ ଆଉ ଯାହା ଉପସ୍ଥିତ ଦ ସମସ୍ତଙ୍କର ମନକୁ ଛୁଇଁଛି ବୋଲି ମଧ୍ୟ କୁହାଯାଉଛି |

ଆଉ ଯାହା ଦେଖିବାକୁ ମିଳିଛି ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ କି କେଉଁ ଭଳି ଭାବରେ ଝିଅ ଜଣଙ୍କ ପଞ୍ଜାବୀ ଷ୍ଟାଇଲ ରେ ଡ୍ରେସକୁ ପିନ୍ଧିଛନ୍ତି ଆଉ କରିବାକୁ ଲାଗିଛନ୍ତି ଡାନ୍ସ | ତାହା ସହିତ ଝିଅ ଜଣଙ୍କର ଠୁମକା ରେ ସମସ୍ତଙ୍କୁ ଦିୱାନୀ ବନେଇ ଦେଉଥିବା କଥା ମଧ୍ୟ ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି |ତେବେ ଝିଅ ଟି ଡାନ୍ସ କରି ମଜା ନେଉଥିବା ବେଳେ ଉପସ୍ଥିତ ସମସ୍ତେ ମଜା ନେଉଥିଲେ | ଆଉ ଯୁବକ ଓ ଯୁବତୀ ଜଣ ଙ୍କ ପରେ ସାଙ୍ଗ ହୋଇ ଡାନ୍ସ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା | ଆଉ ଯାହା ସମସ୍ତଙ୍କୁ ବେଶ ପସନ୍ଦ ଆସିଥିଲା ବୋଲି ମଧ୍ୟ କୁହାଯାଉଛି |

ତେବେ ଫେମିଲି ଫାଂକ୍ସନ ରେ ଝିଅ ଜଣଙ୍କର ଏହି ଭଳି ଜବରଦସ୍ତ ଡାନ୍ସ କୁ ସମସ୍ତେ ଉପଭୋଗ କରିବା ସହିତ ସେମାନେ ମଧ୍ୟ ମନ ଖୋଲିକି ଡାନ୍ସ କରିବାକୁ ଲାଗିଥିଲେ ବୋଲି କୁହାଯାଉଛି | ଆଉ ଝିଅ ଜଣଙ୍କର ଏହିଭଳି ଡାନ୍ସ ର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବା ସହିତ ଲୋକ ମାନେ ମଧ୍ୟ ଏହି ଡାନ୍ସ କୁ ଦେଖି ବେଶ ପ୍ରସଂଶା କରିବାକୁ ଲାଗିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment