ଶୀଘ୍ର ଗର୍ଭବତୀ ( Quick pregnancy ) ହେବାର ସହଜ ଉପାୟ | Pregnancy Tips

ତେବେ ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିଲେ କି ପ୍ରତେକ ଙ୍କର ଗୋଟିଏ ଆଶା ରହିଥାଏ କି ସେମାନେ ନିଜ ଭଳି ସମାଜକୁ ତାଙ୍କର ବଂଶ କୁ ଆଗକୁ ବଢାଇବା ପାଇଁ |ତେବେ କୁହାଯାଏ କି ମହିଳା ମାନଙ୍କର ଏକ ପ୍ରକାରର ସମସ୍ୟା ବିଶେଷ ଭାବରେ ଦେଖାଯାଇଥାଏ | ତାହା ହେଉଛି ପିରିୟଡ଼ସ ଓ ଅନ୍ୟଟି ଗର୍ଭବତୀ ନ ହେବା | ତେବେ ଆଜି ଆମେ ସେହି ବିଷୟରେ କିଛି ଆଲୋଚନା କରିବା ପାଇଁ ଯାଉଛି | ଆଉ ଯେଉଁଠି କୁହାଯାଉଛି କି ମହିଳା ମାନଙ୍କର ଗର୍ଭ ଜନିତ କୌଣସି ସମସ୍ୟା ଥାଏ ଓ ଗର୍ଭବତୀ ହେବାକୁ ଚାହୁଁଛନ୍ତି ତାହେଲେ କେତେକ କାର୍ଯ୍ୟ ପ୍ରତି ଆପଣ ମାନଙ୍କୁ ବିଶେଷ ଭାବରେ ଧ୍ୟାନ ଦେବାକୁ ପଡିବ | ତାହେଲେ ଆସନ୍ତୁ ସେ ସବୁ ଉପାୟ ଗୁଡିକ ବିଷୟରେ ଜାଣିବା |

ତେବେ ଗର୍ଭବତୀ ହେବା ପାଇଁ ଥିବା ଉପାୟ ଗୁଡିକ ହେଲା :-

1-ତେବେ ଯାହା କୁହାଯାଉଛି କି ଆପଣ ଯଦି ଗର୍ଭବତୀ ହେବା ପାଇଁ ପ୍ଲାନ କରିଛନ୍ତି ତାହେଲେ ଗର୍ଭବତୀ ହେବାର 3 ମାସ ପୂର୍ବରୁ ଗର୍ଭ ନିରୋଧକ ବଟିକା ସେବନ କରିବାକୁ ବନ୍ଦ କରିବା ପାଇଁ ପଡିବ |

2- ଆଉ ଯାହା କୁହାଯାଉଛି କି ଗର୍ଭବତୀ ହେବା ପାଇଁ ହେଲେ ଉଚିତ ସହବସ୍ଥାନ କରିବା ପାଇଁ ପଡିବ | ତେବେ ଯାହା କୁହାଯାଉଛି କି ପିରିୟଡ଼ସ ହେବାର 11 ଦିନ ଛାଡିକି ଆଉ 5 ଦିନ ଉଚିତ ସହବସ୍ଥାନ କରିଲେ ପ୍ରେଗ୍ନେଣ୍ଟ ହେବାର ସମ୍ଭାବନା ଥାଏ ବୋଲି କୁହାଯାଉଛି |

3-ତେବେ କୁହାଯାଉଛି କି ପୁଅ ମାନଙ୍କର ସ୍ପର୍ମ ଯଦି ମହିଳା ମାନଙ୍କର ଅଭାରୀ ସହିତ ମିସିଥାଏ ତାହେଲେ ପ୍ରେଗ୍ନେଣ୍ଟ ହେବାର ସମ୍ଭାବନା ଥାଏ | ତେବେ ପିରିୟଡ଼ସ ର 20 ଦିନ ପରେ ଯଦି ଆମେ ରିଲେସନ ରଖିବା ତାହେଲେ ଗର୍ଭବତୀ ହେବାର କମ ସୁଯୋଗ ଥାଏ ବୋଲି କୁହାଯାଉଛି |

4- ଏହା ସହିତ କୁହାଯାଏ କି ସ୍ପର୍ମ ଅଭାରୀ ଭିତରେ 45 ମିନିଟ ପର୍ଯ୍ୟନ୍ତ ଜୀବିତ ରହିଥାଏ | ତେଣୁ ମହିଳା ମାନେ 24 ଘଣ୍ଟା କୁ ଥରେ ରିଲେସନ ରେ ରହିବା ଆବଶ୍ୟକ ହୋଇଥାଏ ବୋଲି କୁହାଯାଉଛି |ତେବେ ଏହା ବ୍ୟତୀତ ରିଲେସନ ପରେ 30 ମିନିଟ ପର୍ଯ୍ୟନ୍ତ ବେଡ଼ ଉପରେ ସେମିତି ଚିତ ହୋଇ ଶୋଇବା ପାଇଁ ପଡିଥାଏ | ଆଉ ଯାହା ଫଳରେ ପ୍ରେଗନେଟ ହେବାର ମହିଳା ଙ୍କର ଯଥେଷ୍ଟ ସମ୍ଭବନା ଥାଏ |

5-ତେବେ ବନ୍ଧୁଗଣ ଆପଣ ମାନେ ମନେ ରଖିବା କଥା କି ପ୍ରେଗନେଟ ହେବା ପାଇଁ ହେଲେ ମହିଳା ଆଉ ପୁରୁଷ ଦୁଇଜଣ ନିଶା ଦ୍ରବ୍ୟ ର ସେବନ କରିବା ଅନାବଶ୍ୟକ ହୋଇଥାଏ |

6-ତାହା ବ୍ୟତୀତ କୁହାଯାଏ କି ମହିଳା ମାନେ ଠିକ ସମୟରେ ଶୋଇବା ସହିତ ଷ୍ଟ୍ରେସ କମ ନେବା ଆବଶ୍ୟକ ହୋଇଥାଏ |ଆଉ ସବୁବେଳେ ଖୁସି ରେ ରହିବା ଉଚିତ ହୋଇଥାଏ |

7- ପ୍ରେଗନେଟ ଥିବା ମହିଳା ମାନେ ପ୍ରତେକ ଦିନ ଅଳ୍ପ ବ୍ୟାୟାମ କରିବା ଆବଶ୍ୟକ ହୋଇଥାଏ, ତାହା ସହିତ ଫଳ ଆଉ ପନିପରିବା ଖାଇବା ଆବଶ୍ୟକ ହୋଇଥାଏ ବୋଲି କୁହାଯାଉଛି |

ତେବେ ଏହି ଭଳି ଭାବରେ ମହିଳା ମାନେ ପ୍ରେଗନେଟ ହେବା ଭଳି ସମସ୍ୟା ରୁ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment