R ନାମଧାରୀ ବ୍ୟକ୍ତି ଯଦି ତୁମ ପାଖରେ ଅଛନ୍ତି ତେବେ ନିଶ୍ଚୟ ଦେଖନ୍ତୁ

ତେବେ ଆମେ ଜାଣିଛୁ ଦର୍ଶକ ବନ୍ଧୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଭିନ୍ନ ପ୍ରକାରର କଥା ରହିଛି ଆମ ବସ୍ତୁ ଶାସ୍ତ୍ର ଅନୁସାରେ | ତେବେ ଆମ ହିନ୍ଦୁ ସଭ୍ୟତାରେ ଏହି ଭଳି କିଛି ଜ୍ୟୋତିଷ ଭିର୍ତ୍ତିକ କଥା କୁ ଲୋକ ମାନେ ଅଧିକ ଗ୍ରହଣ କରିଥାନ୍ତି | ଆଉ ଯାହା କୁହାଯାଏ କି ବ୍ୟକ୍ତି ର ଜାତକ କି ବାଦ ଦେଇ ଆମେ ଯଦି ବ୍ୟକ୍ତି ର ନାଁ ଆରମ୍ଭ ହେଉଥିବା ଅକ୍ଷରକୁ ଧ୍ୟାନ ଦେବା ତାହେଲେ ମଧ୍ୟ ଆମେ ଜାଣି ପାରିବା କି ବ୍ୟକ୍ତି ମାନେ କେଉଁ ଭଳି ଓ କେଉଁ ସ୍ଵଭାଵ ର ହୋଉଥାନ୍ତି | ତେବେ ଆଜି ଆମେ ଆଲୋଚନା କରିବାକୁ ଯାଉଛି R ଅକ୍ଷରରେ ଆରମ୍ଭ ହୋଇଥିବା ବ୍ୟକ୍ତି ମାନଙ୍କ ର ସ୍ଵଭାଵ କେମିତି ହୋଇଥାଏ ସେ ସମସ୍ତ କଥା ବିଷୟରେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ କଥା ଉପରେ ନଜର ପକାଇବା |

1-“R ” ଅକ୍ଷରରେ ଆରମ୍ଭ ହୋଇଥିବା ବ୍ୟକ୍ତି ମାନେ କେମିତି ହୋଇଥାନ୍ତି :-

ତେବେ ଯାହା କୁହାଯାଉଛି କି “R ” ଅକ୍ଷରରେ ଆରମ୍ଭ ହୋଇଥିବା ବ୍ୟକ୍ତି ମାନେ ବହୁତ ଭଲ ଶାନ୍ତ ଓ ସରଳ ସ୍ଵଭାଵ ର ହୋଇଥାନ୍ତି | ଏମାନେ ନିଜ ଦୁନିଆରେ ରହିଥାନ୍ତି ଓ ତାଙ୍କର ଏହି ସରଳ ସ୍ଵଭାଵ ସମସ୍ତଙ୍କ ତାଙ୍କ ଆଡକୁ ଆକୃଷ୍ଟ କରେଇଥାଏ ବୋଲି କୁହାଯାଉଛି |ଏହା ବ୍ୟତିତ ଏହି ବ୍ୟକ୍ତି ମାନେ ସବୁବେଲେ ନୂଆ ଜିନିଷ ର ଅନୁସନ୍ଧାନ ରେ ଲାଗି ରହିଥାନ୍ତି ଓ ତାଙ୍କର ଏହି ଗୁଣ ସେମାନ ଙ୍କୁ ବହୁତ ଆଗକୁ ନେବାରେ ସାହାଯ୍ୟ କରିଥାଏ |

2- “R ” ଅକ୍ଷରରେ ଆରମ୍ଭ ହୋଇଥିବା ବ୍ୟକ୍ତି ମାନଙ୍କର ଭବିଷ୍ୟତ କେମିତି ହୋଇଥାଏ :-

ଏହି ଅକ୍ଷରର ବ୍ୟକ୍ତି ମାନେ ଯେଉଁ କ୍ଷେତ୍ରରେ କାମ କରନ୍ତୁ ନା କାହିଁକି ସବୁଥିରେ ସଫଳ ହୋଇଥାନ୍ତି ଓ ତାହା ସହିତ ଏହି ବ୍ୟକ୍ତି ମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କର ବିଶେଷ କୃପା ଥାଏ ତ ଧନ ର ଅଭାବ କେବେବି ଆସି ନ ଥାଏ | ଏହା ଛଡା ଏହି “R ” ଅକ୍ଷରର ବ୍ୟକ୍ତି ମାନେ ସବୁବେଳେ ଲୋକ ମାନଙ୍କୁ ସାହାଯ୍ୟ କରିଥାନ୍ତି |

3- “R ” ଅକ୍ଷରରେ ଆରମ୍ଭ ହୋଇଥିବା ବ୍ୟକ୍ତି ଙ୍କ ଭିତରେ ଥିବା ଭଲ ପାଇବା :-

ଏମାନଙ୍କ ଭିତରେ ବହୁତ ଭଲ ପାଇବା ଗୁଣ ଥାଏ | ଏମାନଙ୍କୁ ସମସ୍ତେ ବେଶୀ ପସନ୍ଦ କରିଥାନ୍ତି କିନ୍ତୁ ଏହି ଅକ୍ଷରର ବ୍ୟକ୍ତି ମାନେ ଜୀବନରେ ଜଣଙ୍କୁ କେବଳ ପସନ୍ଦ କରିଥାନ୍ତି |

4-“R ” ଅକ୍ଷରରେ ଆରମ୍ଭ ହୋଇଥିବା ବ୍ୟକ୍ତି ଙ୍କ ମଧ୍ୟରେ ଗୁଣ କଣ ରହିଛି :-

ଏମାନଙ୍କ ମଧ୍ୟରେ ବହୁତ ଭଲ ଭଲ ଗୁଣ ଭରିକି ରହିଥାଏ ବହୁତ ଜ୍ଞାନୀ ହୋଇଥାନ୍ତି ଓ ତାହା ସହିତ ଏମାନେ ବାହାରକୁ ଯେତିକି ଟାଣ ଦେଖା ଯାଇଥାନ୍ତି ସେମାନଙ୍କର ହୃଦୟ ସେତିକି କୋମଳ ହୋଇଥାଏ |ଏମାନେ ନିଜର ସଂମାନ ଓ ପ୍ରସଂଶା କୁ ଧୀରେ ଧୀରେ ବଢେଇବାକୁ ଲାଗିଥାନ୍ତି ଓ କେତେକ ସ୍ଥାନରେ ଏମାନେ ବହୁତ ସ୍ବର୍ଥୀ ହୋଇଥାନ୍ତି |

ତେବେ ଏହା ଥିଲା “R ” ଅକ୍ଷରରେ ଆରମ୍ଭ ହୋଇଥିବା ବ୍ୟକ୍ତି ମାନେ କେଉଁ ସ୍ଵଭାଵ ର ହୋଇଥାନ୍ତି ସେ ବିଷୟରେ ସମସ୍ତ ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment