Raaz, Babli ଙ୍କ ସୁପରହିଟ ଆଲବମ ” ବାଦାମ ବିକିରି ହେଲେ Iphone କିଣିଦେଵି “… 45 ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେନି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଯେତେବେଳେ ଗୀତ ଆଉ ଡାନ୍ସ ର ଭିଡ଼ିଓ ମାନ ନୂଆ ଆସିଥାଏ ସେତେବେଳେ ସେହି ଭଳି ଭିଡ଼ିଓ ଗୁଡିକୁ ବାରମ୍ବାର ଦେଖିବା ପାଇଁ ଆମ ମାନଙ୍କର ଇଚ୍ଛା ଆଉ ଆଗ୍ରହ ବଢ଼ି ଯାଇଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଏକ ନୂଆ ଆଲବମ ର କମାଲ | ଆଉ ଯେଉଁ ଆଲବମ ଟି ନୂଆ ଢଙ୍ଗରେ ଲଭ ଷ୍ଟୋରୀ କୁ ନେଇକି ପ୍ରକାଶ ପାଇଛି ଯାହା ସମସ୍ତ ଙ୍କର ମନକୁ ମଧ୍ୟ କିଣି ନେଇଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି କିଛି ଏଭଳି ଭିଡ଼ିଓ ଥାଏ ଯାହା ସମସ୍ତଙ୍କ ର ମନକୁ କିଣି ନେଇଥାଏ |ତେବେ ଯେତେବେଳେ ନୂଆ ନୂଆ ଆଲବମ ର କଥା ଦେଖିବାକୁ ମିଳିଥାଏ ସୋସିଆଲ ମିଡ଼ିଆରେ ସେତେବେଳେ ବାରମ୍ବାର ସେହି ଭଳି ମନଛୁଆ ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଇଚ୍ଛା ହୋଇଥାଏ ବୋଲି କୁହାଯାଉଛି | ତାହା ଛଡା ଆଜି କାଲି ଆମ ଆଲବମ ହେଉ ଵା ଫ୍ଲିମ ଜଗତ ବହୁତ ଆଗକୁ ଯିବାକୁ ଲାଗିଲାଣି | ତାହା ସହିତ କୁହାଯାଉଛି କି ଅନେକ ନୂଆ ନୂଆ ମନଛୁଆ ଆଲବମ ମଧ୍ୟ ଦେଖିବାକୁ ମିଳୁଛି ଭାଇରାଲ ହେଉଥିବାର ଆଉ ଯାହା ସମସ୍ତ ଙ୍କ ମନକୁ କିଣି ନେଇଛି |

ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ମଣ୍ଟୁ ଛୁରିଆ ଙ୍କର କଣ୍ଠ ରୁ ପ୍ରକାଶ ଲାଭ କରିଥିବା ସେହି ମନଛୁଆ ଆଲବମ ଗୀତ ଟି ହେଉଛି ବାଦାମ ବିକି ଆଇ ଫୋନ କିଣି ଦେବି | ଆଉ ସେଥିରେ ରାଜ ଓ ବବଲି ସୁନ୍ଦର ଭାବରେ ତାଙ୍କର ଅଭିନୟ ସହିତ ଡାନ୍ସ ର କମାଲ ଦେଖାଇବାକୁ ଲାଗିଥିଲେ | ତାହା ସହିତ ମନଛୁଆଆଲବମ ଗୀତ ରେ ଦର୍ଶକ ମାନେ ବେଶ ମୋତୁଆଳି ହେଉଥିବାର ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ସେହି ଭିଡ଼ିଓ ଟିରେ |ଆଉ ଏକ ସୁନ୍ଦର ଲଭ ଷ୍ଟୋରି କି ନେଇକି ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି |

ତାହା ସହିତ ଯାହା ଜଣା ପଡୁଛି କି ସେହି ଆଲବମ ଟି ରେ ବାଦାମ ବିକ୍ରି କରୁଥିବାର ଦେଖିବାକୁ ମିଳିଥିଲା ଆଉ ବାଦାମ ବିକ୍ରି କରି ଆଇ ଫୋନ ଆଣି ଝିଅ କୁ ପୋଟାଇବେ ବୋଲି ଏହି ଗୀତ ମାଧ୍ୟମରେ ଦର୍ଶକ ମାନଙ୍କର ମନ କୁ କିଣି ନେଇଛନ୍ତି ବୋଲି କୁହାଯାଉଛି | ଆଉ ଏହି ଭଳି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହିତ ଏହି ଆଲବମ ର କମାଲ ସମସ୍ତ ଙ୍କର ମନକୁ କିଣି ନେଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment