Viral Video – ଅଚାନକ ୨୦ ବର୍ଷ ପରେ ରଚନା ବାନାର୍ଜୀ ଙ୍କ ଘରକୁ ଗଲେ Odia Film Actor ସିଦ୍ଧାନ୍ତ ମହାପାତ୍ର…ଦେଖନ୍ତୁ video

ରଚନା ବାନାର୍ଜୀ ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତ୍ରୀ।ବଙ୍ଗୀୟ ସୁନ୍ଦରୀ ତଥା ଓଡ଼ିଆ ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ୨ ଅକ୍ଟୋବର ୧୯୭୮ ମସିହାରେ ପଶ୍ଚିମବଙ୍ଗର କଲିକତା ଜନ୍ମ ଗ୍ରହଣ କରିଥିଲେ ରଚନା ବାନାର୍ଜୀ। ରଚନା ପଶ୍ଚିମବଙ୍ଗର ହୋଇଥିଲେ ମଧ୍ୟ ଓଡ଼ିଆ ସିନେମା ଜଗତରେ ଏକ ସ୍ଵତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି ଆଜି ମଧ୍ୟ ଦର୍ଶକ ମାନଙ୍କ ହୃଦୟରେ ରାଜ କରୁଛନ୍ତି ଅଭିନେତ୍ରୀ ରଚନା ବାନାର୍ଜୀ।


ତେବେ ନିକଟରେ ରଚନା ବାନାର୍ଜୀଙ୍କ ଭଉଣୀଙ୍କ ବିବାହ ସମ୍ପନ୍ନ ହୋଇଛି। ଯେଉଁ ବିବାହରେ ଯୋଗ ଦେଇଥିଲେ ଓଡ଼ିଶାର ନାମୀଦାମୀ କଳାକାର ମାନେ। ରଚନା ବାନାର୍ଜୀ ତାଙ୍କ ଭଉଣୀଙ୍କ ବିବାହରେ ଓଲିଉଡ଼ ଇଣ୍ଡଷ୍ଟ୍ରିର କିଛି ନାମୀଦାମୀ କଳାକାର ମାନଙ୍କୁ ଇନଭାଇଟ୍ କରିଥିଲେ। ଏହା ସହିତ ରଚନା ବାନାର୍ଜୀ ନିଜେ ଆସି ଓଲିଉଡର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଘରେ ନିମନ୍ତ୍ରଣ କରି ଯାଇଥିଲେ।ସିଦ୍ଧାନ୍ତ ମହାପାତ୍ର ମଧ୍ୟ ରଚନା ବାନାର୍ଜୀଙ୍କ ନିମନ୍ତ୍ରଣ ରକ୍ଷା କରି ସପରିବାର ସହିତ ବିବାହରେ ଯୋଗ ଦେଇଥିଲେ। ଏବଂ ରଚନା ବାନାର୍ଜୀଙ୍କ ଭଉଣୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଥିଲେ।

ତେବେ ଆପଣ ମାନେ ଜଣିଥିବେ କି ୯୦ ଦଶକରେ ସିଦ୍ଧାନ୍ତ ଓ ରଚନା ବାନାର୍ଜୀଙ୍କ ଯୋଡି ଓଲିଉଡ଼ ସିନେମା ଜଗତରେ ଛାଇ ଯାଇଥିଲା। ଏମାନଙ୍କ ଯୋଡିକୁ ଦର୍ଶକ ମାନେ ବହୁ ମାତ୍ରରେ ପସନ୍ଦ କରୁଥିଲେ। ଏହି ଯୋଡି ପାଖ ପାଖି ପଚାଶ ରୁ ଉର୍ଦ୍ଧ୍ବ ସିନେମାରେ ଏକାଠି ନଜର ଆସିଛନ୍ତି। ଏମାନେ ଯେଉଁ ସିନେମାରେ ଏକାଠି ନଜର ଆସିଛନ୍ତି ସେହି ସିନେମାଟି ସୁପରହିଟ ହୋଇଯାଏ। ଏବଂ ଦର୍ଶକ ମାନଙ୍କୁ ବହୁତ୍ ପସନ୍ଦ ଆସେ। ଆଜି ଦର୍ଶକ ପରଦା ଉପରେ ସେମାନଙ୍କ ଯୋଡି ଆସୁ ବୋଲି ଅନାଇ ରହିଛନ୍ତି।

କିଛି କାରଣ ବସତ

ସିଦ୍ଧାନ୍ତ ଓ ରଚନାଙ୍କ ୨୦୦୪ ମସିହାରେ ଝଗଡ଼ା ଲାଗି ଯାଇଥିଲା ଆଉ ଯେଉଁ କାରଣ ବସତ୍ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇ ଯାଇଥିଲେ। ଆଉ ରଚନା ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ଛାଡି ନିଜ ରାଜ୍ୟ କୁ ଫେରି ଯାଇଥିଲେ। ଆଉ ଗତ କିଛି ବର୍ଷ ତଳେ ପୁଣି ରଚନାଙ୍କୁ ଓଡ଼ିଆ ସିନେମା ଜଗତରେ ଦେଖିବାକୁ ପାଇଥିଲେ ଦର୍ଶକ ମାନେ। ଆଉ ତାଙ୍କ ଭଉଣୀଙ୍କ ବିବାହରେ ସେ ଓଲିଉଡ଼ ଇଣ୍ଡଷ୍ଟ୍ରିର କିଛି ନାମୀଦାମୀ କଳାକାର ମାନଙ୍କ ସହିତ ରଚନା ବାନାର୍ଜୀ ନିଜେ ଆସି ଓଲିଉଡର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଘରେ ନିମନ୍ତ୍ରଣ କରି ଯାଇଥିଲେ। ତେବେ ଏହି ଖବର ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି। ବିବାହ ସମୟର କିଛି ଭିଡିଓ ଏବଂ ଫୋଟ ଏବେ ସୋସିଆଲ ମିଡିଆରେ ମଧ୍ୟ ଭାଇରଲ ହେଉଛି ଯେଉଁଥିରେ ଏକାଠି ନଜର ଆସିଛନ୍ତି ଅଭିନେତ୍ରୀ ରଚନା ବାନାର୍ଜୀ ଓ ଅଭିନେତା ସିଦ୍ଧାନ୍ତ ମହାପାତ୍ର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment