Raja Sundari 2022 । Papular ସିଙ୍ଗର Amrita ଗାଇଲେ ଏମିତି ଗୀତ ” ହୃଦୟ କୁ ଚୁନା ଚୁନା କାହିଁକି କଲୁ “… ମାତ୍ର 4 ଘଣ୍ଟାରେ 161k ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ସଙ୍ଗୀତ ପ୍ରତି ସମସ୍ତଙ୍କର ଏକ ଭିନ୍ନ ଧରଣର ଭଲପାଇବା ରହିଛି। ସଙ୍ଗୀତ ଶୁଣିଲେ ମନ ଭିତରେ ଏକ ନୂତନ ପୁଲକ ଖେଳିଯାଏ। ସେହିପରି ଏକ ସଙ୍ଗୀତ ଗାୟିକିିର ଭିଡିଓ ଆଜି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହୋଇ ଯିବେ। ଏହି ସୁନ୍ଦର୍ ସଙ୍ଗୀତ କୁ ଗାଇଛନ୍ତି ଗାୟିକା ଅମ୍ରିତା ନାୟକ। ଆପଣ ମାନେ ଜାଣିଛନ୍ତି ଗାୟିକା ଅମ୍ରିତା ନାୟକ ଓଡିଶାର ଜଣେ ଆଗଧାଡିର କଣ୍ଠଶିଳ୍ପୀ ଅଟନ୍ତି। ତାଙ୍କ ସ୍ଵରର ଯାଦୁରେ ସେ ଅନେକଙ୍କୁ ତାଙ୍କ ସ୍ୱରର ଦିୱାନା କରିଥାନ୍ତି। ତେବେ ଓଡ଼ିଶାର ସଙ୍ଗୀତ ଜଗତର ସେ ଏବେ ଜଣେ ଜଣାଶୁଣା ପରିଚିତ ଚେହେରା ପାଲଟିଛନ୍ତି।

ଗାୟିକା ଅମ୍ରିତାଙ୍କ ସ୍ୱରର ଭିନ୍ନ ଅନ୍ଦାଜ ଲୋକଙ୍କୁ ବେଶ ପସନ୍ଦ ଆସିଥାଏ। ତାଙ୍କୁ ଓଡ଼ିଶାର ଅଗଣିତ ଶ୍ରୋତା ବେଶ୍ ପସନ୍ଦ କରନ୍ତି।ଆପଣ ମାନେ ଜାଣିଛନ୍ତି ଯେ ସେ ତାଙ୍କର ଚମତ୍କାର କଣ୍ଠଦାନ କରି ଜଣେ ଲୋକପ୍ରିୟ ଗାୟିକା ହୋଇ ପାରିଛନ୍ତି। ତେବେ ଏହି ସିଙ୍ଗର ଜଣଙ୍କ ତାଙ୍କର ପ୍ରତିଭାକୁ ଦେଖାଇ ଅନେକ ସୁପରହିଟ ଗୀତରେ ତାଙ୍କର ଜଲୱା ଦେଖାଇ ଛନ୍ତି।ତେବେ ଅନେକ ପ୍ରକାରର ଗୀତକୁ ସେ ଗାଇ ଲୋକ ମାନଙ୍କୁ ଖୁସ୍ କରିବା ସହିତ ଲୋକ ଲୋଚନକୁ ଆସି ପାରିଛନ୍ତି।ସେ ତାଙ୍କର ସଙ୍ଗୀତର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ପ୍ରସଂଶକ ମାନଙ୍କୁ।

ତେବେ ଅନେକ ସମୟରେ ସେ କିଛି ଏମିତି ଗୀତ ଗାଇଥାନ୍ତି ଯାହା ବହୁତ୍ ହିଟ୍ ହେବା ସହିତ ଚର୍ଚ୍ଚାରେ ରହିଥାଏ।ସେହିପରି ଏକ ଗୀତକୁ ନେଇ ସେ ଏବେ ଲୋକ ଲୋଚନକୁ ଆସିଛନ୍ତି।ଏକ ରିଏଲିଟି ଶୋ ରଜ ସୁନ୍ଦରୀ ୨୦୨୨ ରେ ସେ ଏହି ଗୀତକୁ ଗାଇଥିଲେ। ଆଉ ଏହାକୁ ଶୁଣି ଖୁସି ଯୋଇଥିଲେ ଉପସ୍ଥିତ ସମସ୍ତ ବିଚାରକ ଏବଂ ଝୁମି ଉଠିଥିଲେ ସବୁ ପ୍ରତିଯୋଗୀ। ଏହି ଗୀତଟି ଥିଲା ଏକ ଜବରଦସ୍ତ ସଂଗୀତ, ହୃଦୟକୁ ଚୁନା ଚୁନା କାହିଁକି କଲୁ। ଏହାର ଅରିଯିନାଲ ସିଙ୍ଗର ହେଉଛନ୍ତି ସେ ନିଜେ।ଏହି ଗୀତଟିକୁ ଏତେ ସୁନ୍ଦର ଭାବରେ ସେ ଗାଉଛନ୍ତି ଯେ ଏହାକୁ ଶୁଣି ଆପଣ ବି ଖୁସି ହୋଇଯିବେ।

ଏହାର ମ୍ୟୁଜିକ ଯେମିତି ରହିଛି ତାହା ଏହି ଗୀତକୁ ଅଧିକ ଆକର୍ଷଣୀୟ କରୁଛି।ଏହି ଗୀତର ଲିରିକ୍ସ ଅରୁଣ ମନ୍ତ୍ରୀ ଦେଇଥିବା ବେଳେ ଏହାର ମ୍ୟୁଜିକ ଦେଇଛନ୍ତି ବୈଦ୍ୟନାଥ ଦାଶ।ଏହି ଗୀତକୁ ଅମ୍ରିତା ଏଭଳି ଭାବରେ ଗାଉଛନ୍ତି ତାହା ହୃଦୟକୁ ସ୍ପର୍ଶ କରୁଛି।ତେବେ ଆପଣ ତ ଜାଣିଛନ୍ତି ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଥିବା ଏହି କାର୍ଯ୍ୟକ୍ରମ ରଜ ସୁନ୍ଦରୀ ୨୦୨୨ ରିଏଲିଟି ଶୋ ଯାହା ସମସ୍ତଙ୍କ ର ବେଶ୍ ପସନ୍ଦର ଏବଂ ପ୍ରିୟର ଶୋ ହୋଇ ପାରିଛି। ଏହି ଶୋ ର ଲୋକପ୍ରିୟତା ବହୁତ୍ ଅଧିକ ରହିଛି। ଏଠାରେ ଅମ୍ରିତା ଙ୍କ ଏଭଳି ଗୀତ ସମସ୍ତ ଙ୍କୁ ଖୁସି କରି ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment