ବାହାଘର ପାର୍ଟି ରେ କନିଆଁର ” Ram ji ki chal dekho ” ଗୀତରେ ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ମନକୁ ଛୁଇଲା ଭଳି ଭିଡ଼ିଓ ମାନ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଆପଣ ମାନେ ଦେଖିଲେ ବେଶ ଖୁସି ହୋଇଯିବେ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ସେହି ଭଳି ମନକୁ ଛୁଇଁଲା ଭଳି କିଛି ଦୃଶ୍ୟ ସାମ୍ନା କୁ ଆସିଛି | ଯେଉଁଠି ଦେଖିବାକୁ ମିଳିଛି ବାହାଘର ସମୟରେ ଡାନ୍ସ ର କିଛି ଭିଡ଼ିଓ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ବାହାଘର ସମୟରେ କିଛି ଭିଡ଼ିଓ ସାମ୍ନା କୁ ଆସିଛି | ସାଧାରଣତଃ ଆପଣ ମାନେ ଦେଖିବାକୁ ପାଉଥିବେ କି ବାହାଘର ସମୟ ଆସିଲେ ଡାନ୍ସ ର କଥା ତ ଉଠେ | ଆଉ ବାହାଘର ରେ ଡାନ୍ସ ନ କରିଲେ ବାହାଘରର କିଛି ମଜା ନ ଥାଏ |ତେବେ ତାହା ଛଡା ସମସ୍ତେ ମଜା ମସ୍ତି କରିବାରେ ଲାଗିଥାନ୍ତି ବାହାଘର ରେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଵର ଆଉ କନ୍ୟା ଙ୍କର ସୁନ୍ଦର ଭାବରେ କରୁଥିବା ଡାନ୍ସ ର କମାଲ |

ତାହା ସହିତ ଦେଖା ଯାଇଛି କି କେଉଁ ଭଳି ଭାବରେ ପୁଅ ଜଣଙ୍କ ସୁନ୍ଦର ରୋମାଣ୍ଟିକ ଗୀତ ରେ ଷ୍ଟେଜ ଉପରେ କରିବାକୁ ଲାଗିଥିଲେ ଡାନ୍ସ | ଆଉ ତାଙ୍କର ସାଥ ଦେବା ପାଇଁ ବାହାଘର ର ମଞ୍ଚ ଉପରେ ବର ଓ କନ୍ୟା ଙ୍କର ଜବରଦସ୍ତ ଡାନ୍ସ ପୋରଫୋମେନ୍ସ ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଭିଡ଼ିଓ ଟିରେ | ଆଉ ଯାହା କୁ ଦେଖି ସମସ୍ତେ ବେଶ ଖୁସି ହୋଇ ଯାଇଥିଲେ ବୋଲି କୁହାଯାଉଛି ଓ ସମସ୍ତେ ଷ୍ଟେଜ ସାମ୍ନା ରେ ଛିଡା ହୋଇ ଏନଜୟ ମଧ୍ୟ କରିବାକୁ ଲାଗିଥିଲେ | ଏହା ସହିତ କୁହାଯାଉଛି କି କେବଳ ଵର ଆଉ କନ୍ୟା ମଧ୍ୟ ଷ୍ଟେଜ ରେ ସୁନ୍ଦର ଭାବରେ ଡାନ୍ସ କରିବା ସହିତ ଏନଜୟ ମଧ୍ୟ କରିବାକୁ ଲାଗିଥିଲେ |

ଆଉ ନିଜର ବାହାଘର ରେ ଏହି ଭଳି ମନ ଖୁସି ରେ ଡାନ୍ସ କରୁଥିବାର ଭିଡ଼ିଓ ଟି ସମସ୍ତ ଙ୍କୁ ବେଶ ପସନ୍ଦ ଆସିଥିଲା | ତାହା ସହିତ ବାହାଘର ରେ ଏହି ଭଳି ଡାନ୍ସ ସମସ୍ତ ଙ୍କର ମନକୁ ମଧ୍ୟ ଛୁଇଁ ଥିଲା ବୋଲି କୁହାଯାଉଛି | ଆଉ ଏହି ଭଳି ଏକ ମନଛୁଆ ଭିଡ଼ିଓ ଟି ଉପସ୍ଥିତ ଥିବା ସମସ୍ତ ଙ୍କର ମନକୁ କିଣି ନେଇଛି ଓ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment