Swastik Tv News Odisha

Ramdev Health Tips – ସକାଳୁ ଖାଲି ପେଟରେ ଖାଆନ୍ତୁ ପିଜୁଳି ପତ୍ର , ଏବଂ 16 ଟି ରୋଗକୁ କରନ୍ତୁ ବାଏ ବାଏ….

0

ପିଜୁଳିର ର ଗୋଟିଏ ମାତ୍ର ପତ୍ର ସେବନ ଦ୍ୱାରା 15 ରୁ ଅଧିକ ରୋଗ ଠିକ୍ କରିଥାଏ । ଯେଉଁଥିରେ ଦାନ୍ତରେ କଷ୍ଟ , ଗଳାରେ କଷ୍ଟ ମାଢିରେ କଷ୍ଟ ଏବଂ ଡାଇବେଟିସ ଭଳି ଅନେକ ରୋଗକୁ ଦୂର କରିଥାଏ । ତେବେ ଆସନ୍ତୁ ଜାଣିବା ପିଜୁଳି ପତ୍ର ର ସେବନ ଦ୍ୱାରା ଆମକୁ କେଉଁ ସବୁ ଫାଇଦା ମିଳିଥାଏ ।

1. ଆଣ୍ଠୁଗଣ୍ଠି ବିନ୍ଧା :-

ଯେଉଁ ଲେକଙ୍କୁ ବହୁତ ଦିନରୁ ଗମ୍ଠି ବିନ୍ଧା ହେଉଛି ସେହି ଲୋକମାନଙ୍କ ପାଇଁ ଏହାର ପତ୍ର ବହୁତ ଲାଭଦାୟକ ହୋଇଥାଏ । ଏଥିପାଇଁ ଆପଣ ପିଜୁଳିର ପତ୍ରକୁ କୁଟି ତାହାକୁ ଗରମ କରି ଗଣ୍ଠି ବିନ୍ଧୁଥିବା ସ୍ଥାନରେ ଲଗାନ୍ତୁ । ଏହା ଦ୍ୱାରା ଆରାମ ମିଳିଥାଏ ।

2. ସ୍ୱପ୍ନ ଦୋଷ :-

ବହୁତ ଲୋକଙ୍କୁ ସ୍ୱପ୍ନ ଦୋଷ ହୋଇଥାଏ , ସେମିତି ଲୋକଙ୍କୁ ପିଜୁଳି ପତ୍ରର ସେବନ କରିବା ଆବଶ୍ୟକ । ଏଥିପାଇଁ ପିଜୁଳି ପତ୍ରର ରସ ବାହର କରି ସେଥିରେ ମହୁ ମିଶାନ୍ତୁ ଏବଂ ପ୍ରତିଦିନ ନିୟମିତ ରୂପରେ ତାହାର ସେବନ କରନ୍ତୁ । ଏହା ଦ୍ୱାରା ଆପଣଙ୍କର ସ୍ୱପ୍ନ ଦୋଷ ବହୁତ ଜଲ୍ଦି ଭଲ ହୋଇଯିବ ।

3. ମୋଟାପଣ :-

ପିଜୁଳିର ପତ୍ର ଜଟିଳ ଟାର୍ଚ୍ଚ କୁ ସୁଗାର ରେ ପରିଣତ ହେବାକୁ ରୋକିଥାଏ , ଏହାଦ୍ୱାରା ଶରୀରର ଓଜନ କମ କରିବାରେ ସହାୟତା ମିଳିଥାଏ ।

4 କୋଷ୍ଠ କାଠିନ୍ୟ :-

ପିଜୁଳିର କୋଅଳିଆ ପତ୍ରକୁ ପାଣିରେ ଫୁଟାଇ ସେହି ପାଣିକୁ ସେବନ କରିବା ଦ୍ୱାରା ବହୁତ ପୁରୁଣା କୋଷ୍ଠକାଟିନ୍ୟରୁ ମୁକ୍ତି ମିଳିଥାଏ ।

5 ଦୁର୍ବଳତା :-

ପିଜୁଳିର ପତ୍ରକୁ ପେଶି ସେଥିରୁ ରସ ବାହର କରି ସେଥିରେ ସ୍ୱାଦ ଅନୁସାରେ ଚିନିନ ମିଶାଇ ତାହାର ସେବନ କରିବା ଦ୍ୱାରା ଶରୀରର ଦୁର୍ବଳତା ଦୂର ହୋଇଥାଏ ।

6. କୋଲେଷ୍ଟ୍ରଲ :-

ପିଜୁଳିର ପତ୍ରର ଜୁସ ଲିଭର ରୁ ଖରାପ ପଦାର୍ଥ ବାହର କରିବାରେ ସହାୟକ ହୋଇଥାଏ , ଏହା ଖରାପ କୋଲେଷ୍ଟ୍ରଲ କୁ ମଧ୍ୟ ଠିକ କରିଥାଏ ।

7 କେଶ ସମସ୍ୟା :-

ଏହି ପତ୍ରରେ ବହୁତ ଅଧିକ ପୋଷଣ ତତ୍ତ୍ୱ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ , ଏହା କେଶର ଗ୍ରଥ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ ।

8 ଡାଇବେଟିସ :-

ଏକ ରିସର୍ଚ୍ଚରୁ ଜଣା ପଡିଛି କି ପିଜୁଳିର ପତ୍ର ଆଲଫାଗ୍ଲକୋସାଇଡିସ ଏନଜାଇମ କ୍ରିୟା ଦ୍ୱାରା ରକ୍ତ ଶର୍କରାକୁ କମ କରିଥାଏ , ଦ୍ୱିତୀୟପଟେ ସୁକ୍ରଜ ଓ ଲାକଟଜ କୁ ଶୁଖିବାରୁ ଶରୀରକୁ ଅଟକାଇ ଥାଏ । ଯେଉଁଥିରୁ ସୁଗାରର ସ୍ତର ନିୟନ୍ତ୍ରିତ ରହିଥାଏ ।

9 ମୁଣ୍ଡବିନ୍ଧା :-

ଅଧା କପାଳ ବିନ୍ଧା ପାଇଁ ସୂର୍ଯ୍ୟ ଉଦୟ ପୂର୍ବରୁ ପିଜୁଳିର କିଛି ପତ୍ର ନେଇ ବା କଞ୍ଚା ପିଜୁଳି ନେଇ ତାହାକୁ ବାଟି ତାହାର ଲେପ ବନାନ୍ତୁ । ତାହାକୁ ମୁଣ୍ଡରେ ଲଗାନ୍ତୁ , କିଛିଦିନ ପର୍ଯ୍ୟନ୍ତ ପ୍ରତିଦିନ ପ୍ରୟୋଗ କରିବା ଦ୍ୱାରା ଆପଣହ୍କୁ ବହୁତ ଅଧିକ ଆରାମ ମିଳିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.