Rashmika & Sidharth Cutest ମସ୍ତି ଏବଂ ରୋମାଣ୍ଟିକ ସିନ….

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ଗୁଡିକ ବିଷୟରେ ଆପଣ ମାନେ ଶୁଣିବାକୁ ପାଉଥିବେ | ତେବେ ଅନେକ ସମୟରେ ହିରୋ ଓ ହିରୋଇନ ମାନଙ୍କର ଆସିବାକୁ ଥିବା ନୂଆ ଫ୍ଲିମ ଗୁଡିକୁ ନେଇକି କିଛି ଭିଡ଼ିଓ ମାନ ମଧ୍ୟ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ରଶ୍ମିକା ଓ ସିଦ୍ଧାନ୍ତ ଙ୍କର ଆସିବାକୁ ଥିଲା ଏହି ନୂଆ ଫ୍ଲିମ ଟିକୁ ଲୋକ ମାନେ ପସନ୍ଦ କରୁଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ସମସ୍ତେ ସାଉଥ ହିରୋଇନ ଭାବରେ ନିଜର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କୁ ଆକୃଷ୍ଟ କରେଇ ଥିବା ସୁନ୍ଦରୀ ଓ ମଷ୍ଟ ଟେଲେଣ୍ଟେଡ ଏକ୍ତ୍ରେସ ରଶ୍ମିକା ଙ୍କୁ ଆପଣ ମାନେ ଜାଣିଥିଲେ | ଯିଏ କି ଅନେକ ସାଉଥ ଫ୍ଲିମ ରେ ଅଭିନୟ କରି ସାରା ଭାରତରେ ନିଜର ଏକ ପରିଚୟ ସୃଷ୍ଟି କରିଥିଲେ | ତେବେ ଠିକ ସେହି ଭଳି ନିଜର ହ୍ୟାଣ୍ଡସମ ଲୁକ ସାଙ୍ଗକୁ ଅଭିନୟ ଓ ଡାନ୍ସ ମାଧ୍ୟମରେ ଦର୍ଶକ ମାନଙ୍କର ପ୍ରିୟ ଏକ୍ଟର ଭାବରେ ପରିଚୟ ସୃଷ୍ଟି କରିଛନ୍ତି ବଲିଉଡ ଷ୍ଟାର ସିଦ୍ଧାନ୍ତ |

ଆଉ ଯାହା କୁହାଯାଉଛି କି ବର୍ତ୍ତମାନ ରଶ୍ମିକା ଓ ସିଦ୍ଧାନ୍ତ ଙ୍କୁ ନେଇକି ଏକ ନୂଆ ଫ୍ଲିମ ଟି ସାମ୍ନା କୁ ଆସିବାକୁ ଯାଉଛି | ଯେଉଁ ଫ୍ଲିମ ରେ ରଶ୍ମିକା ବଲିଉଡ ରେ ପ୍ରଥମ ଥର ପାଇଁ ତାଙ୍କର ଅଭିନୟ ର ଯାଦୁ ଦେଖାଇଛନ୍ତି ଓ ଦର୍ଶକ ମାନଙ୍କୁ ଆକୃଷ୍ଟ କରେଇବା କଥା କୁହାଯାଉଛି |ତେବେ ସେମାନଙ୍କର ଆସିବାକୁ ଯାଉଥିବା ନୂଆ ଫ୍ଲିମ ଟି ହେଉଛି “ମିଶନ ମଜନୁ ” | ଆଉ ଏହି ଫ୍ଲିମ ରେ ସମସ୍ତ ଗୀତ ଗୁଡିକ ବେଶ ଭଲ ହେବା ସହିତ ଦର୍ଶକ ମାନଙ୍କୁ ଆକୃଷ୍ଟ କରେଇଛି ବୋଲି କୁହାଯାଉଛି | ଏହା ସହିତ ଗଣ ମାଧ୍ୟମ ଜରିଆରେ ସୁଦ୍ଧାନ୍ତ ତାଙ୍କର କଲେଜ ଲାଇଫ ରେ ମଜନୁ ହୋଇଛନ୍ତି କି ନାହିଁ ପଚାରିଛନ୍ତି |

ଆଉ ଯାହାର ଉତ୍ତର ରେ ସିଦ୍ଧାର୍ଥ କହିଛନ୍ତି କୁ ସେ ଦିଲ୍ଲୀ ର ଭଗତସିଂ ୟୁନିଭରସିଟି ରେ ପଢ଼ୁଥିବା ସମୟରେ ସେ ଡ୍ରାଇଭିଙ୍ଗ ରେ ମାହିର ଥିଲେ | ଆଉ ସେହି ସମୟରେ ଫ୍ରେଡ୍ସ ଙ୍କ ସହିତ ମଜା ମସ୍ତି କରିଛନ୍ତି ଆଉ ମଜନୁ ମଧ୍ୟ ହୋଇଛନ୍ତି | ସିଦ୍ଧାର୍ଥ କହିଛନ୍ତି କି କଲେଜ ଲାଇଫ କୁ ଏନଜୟ କରିବା ପାଇଁ ହେଲେ ମଜନୁ ହେବା ପାଇଁ ପଡିବ ଓ ଷ୍ଟୋରି ବନେଇବା ପାଇଁ ପଡିବ | ତାହା ପରେ ସେମାନେ ତାଙ୍କ ଫ୍ରେଡ୍ସ ମାନଙ୍କ ସହିତ ଫୋଟ ଉଠାଉଥିବାର ଦେଖିବାକୁ ମିକିଥିଲା ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ | ଯାହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି ବୋଲି କୁହାଯାଉଛି |

Leave a Comment