ଆଶ୍ଚର୍ଯ୍ୟ ! ରାସ୍ତା ମଝିରେ ପୁଅଟି ତାର ମା କୁ କହିଲା ଏମିତି…ଶୁଣିଲେ ଆପଣଙ୍କ ହୋସ ଉଡିଯିବ ,ଦେଖନ୍ତୁ video

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ପ୍ରତେକ ଦିନ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଘଟଣା ସାମ୍ନାକୁ ଆସିଥାଏ ଯାହାକୁ ଆପଣ ମାନେ ଦେଖିଲେ ବହୁତ ଖୁସି ହୋଇଯିବେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ମା ଆଉ ପୁଅ ଙ୍କର ଭିତରେ ଥିବେ ଆନ୍ତରିକ ଭଲ ପାଇବା ଆଉ ସେମାନଙ୍କର ସମ୍ପର୍କ ରେ ଥିବା ଗଭୀରତା ବିଷୟରେ | ଆଉ ଏଠାରେ ରାସ୍ତା ଉପରେ ଦେଖିବାକୁ ମିଳିଛି କି କୁନି ପୁଅ ଟି ତାର ମା ଙ୍କ ଆଗରେ ମନ ଭିତରେ ଥିବା ଭଲ ପାଇବା କୁ ପ୍ରକାଶିତ କରିବାରେ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ମା ‘ ଶବ୍ଦ ଗୋଟିଏ ଏମିତି ଶବ୍ଦ ଯାହା ସାରା ପୃଥିବୀ ଠାରୁ ମଧ୍ୟ ବଡ଼ ଅଟେ | ଆଉ ଯେଉଁଠି କୁହାଯାଉଛି କି ମା ଆଉ ତାର ସନ୍ତାନ ଭିତରେ ଥିବା ସମ୍ପର୍କ ଆଗରେ ଦୁନିଆରେ ଥିବା ସମସ୍ତ ସମ୍ପର୍କ ହାର ମାନି ଯାଇଥାଏ | ଆଉ ଜଣେ ମା ପାଇଁ ତାହାର ସନ୍ତାନ ସବୁଠାରୁ ବଡ଼ ହୋଇଥାଏ ଆଉ ଜଣେ ସନ୍ତାନ ପାଇଁକି ତାହାର ମା | ନିଜର ସୁଖ, ଦୁଃଖ, ହସ, କାନ୍ଦ ସବୁଥିରେ ସାଥି ହୋଇ ରହିଥାଏ ତାହାର ମା | ଆଉ ଜଣେ ସନ୍ତାନ କେବଳ ତାଙ୍କର ଭିତରେ ଥିବା ସମସ୍ତ କଥା କୁ ତାହାର ମା ଙ୍କ ଆଗରେ ପ୍ରକାଶ କରେ ବୋଲି କୁହାଯାଇଛି |

ଆଉ ଯେଉଁଠି ଦେଖୁବାକୁ ମିଳିଛି କି ଏହି ଭିଡିଓ ଟିରେ କି ପୁଅ ଜଣଙ୍କ ତାଙ୍କର ମା ଙ୍କ ସହିତ ସ୍କୁଲ ରୁ ଫେରୁଛନ୍ତି , ଆଉ ଯାହା ଦେଖିବାକୁ ମିଳିଛି କି ପିଲା ଟି ତାର ମା ସହିତ ରାସ୍ତା ରେ ଆସୁଥିବା ସମୟରେ ମା ଜଣଙ୍କ ପିଲା ଟିକୁ ଯତ୍ନ ର ସହିତ ନେଇଯାଉଛନ୍ତି ହାତ କୁ ଧରିକି ରାସ୍ତାରେ | ଆଉ ଯେଉଁଠି ଦେଖାଯାଉଛି କି ପୁଅ ଜଣଙ୍କ ତାର ମା ଙ୍କୁ ତାଙ୍କର ମନ ର କଥା କୁ ପ୍ରକାଶ କରିବାକୁ ଲାଗିଛନ୍ତି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ପୁଅ ଜଣଙ୍କ ତାହାର ମନର କଥା କୁ ପ୍ରକାଶ କରିବାକୁ ଲାଗିଛି ଆଉ ରାସ୍ତା ଉପରେ ତାର ମା ଙ୍କୁ ଫୁଲ ଦେଇକି ପ୍ରପୋଜ କରିବାକୁ ଲାଗିଛନ୍ତି
ତାହା ସହିତ ମା ଆଉ ପୁଅ ମଧ୍ୟରେ ଥିବା ସମ୍ପର୍କ କୁ ମଧ୍ୟ ଏହି ଭିଡିଓ ଟିରେ ଦେଖିବାକୁ ମିଳିଛି କି ଜଣେ ପୁଅ କେଉଁଭଳି ଭାବରେ ମା ଙ୍କ ସହିତ ତାଙ୍କର ସମସ୍ତ ସମୟ ଖୁସିରେ ବିତାଉଛନ୍ତି | ଆଉ ମା ଙ୍କୁ ତାଙ୍କର ଜୀବନରେ ସବୁକିଛି ଭାବିକି ସେ ଫୁଲ କୁ ନେଇକି ତାର ମା ଙ୍କୁ ଦେଇଛି | ଆଉ ଯାହାକୁ ଦେଖିକି ମା ଆଉ ପୁଅ ଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଜାଣି ହେଉଛି |ତାହା ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment