Sadhu Bani – ରାସ୍ତାରୁ ଟଙ୍କା ପାଇଲେ କେଉଁ ଅସୁବିଧା ଦେଖା ଦେଇଥାଏ ? ଜାଣନ୍ତୁ ଭୟଙ୍କର କଥା

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିବେ କି ଆମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅନେକ ଗୁଡିଏ କଥା ରହିଛି ଯାହାକୁ ଆମେ ମାନି ଚଳିଲେ ଆମର ଉନ୍ନତି ହୋଇଥାଏ | ତାହା ବ୍ୟତୀତ ଆମ ଶାସ୍ତ୍ର ଅନୁସାରେ ଏଭଳି କିଛି ନିୟମ ଆଉ ଲକ୍ଷଣ ରହିଛି ଯାହାକୁ ଦେଖିଲେ ଆମେ ମାନେ ଆମର ଜୀବନରେ କଣ ସବୁ ଘଟିବାକୁ ଯାଉଛି ସେ ବିଷୟରେ ବେଶ ଭଲ ଭାବରେ ଜାଣି ପାରିବା ବୋଲି ମଧ୍ୟ କୁହାଯାଉଛି |ତାହେଲେ ଆସନ୍ତୁ ବନ୍ଧୁଗଣ ସେହି ଭଳି କିଛି କଥା ବିଷୟରେ ଆସନ୍ତୁ ଜାଣିବା ଯାହା ଆମର ଭାଗ୍ୟ କୁ ପରିବର୍ତ୍ତନ କରିଥାଏ |

କେଉଁ ସବୁ ଲକ୍ଷଣ କୁ ଦେଖିକି ଆମେ ଜାଣିବା କି ଆମ ଘର ଉପରେ ତାହା ଶୁଭ କି ଅଶୁଭ ପ୍ରଭାବ ପକାଇଥାଏ :-

1-ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଉଛି କି ଯଦି ଆପଣ ମାନଙ୍କର ଘର ସାମ୍ନା ରେ ଥିବା ତୁଳସୀ ଗଛ ଯଦି ଶୁଖି ଯାଇଥାଏ ତାହେଲେ ଆମେ ତାହା କୁ ଅଶୁଭ ବୋଲି ମାନିଥାଉ ଯାହା ଦ୍ୱାରା ଆମେ ଜାଣି ପାରିବୁ କି ପରିବାର ଉପରେ ରୋଗ ଆଉ ବ୍ୟାଧି ମାଡ଼ି ଆସୁଛି | ତାହା ଛଡା ଯଦି ଘର ଆଗରେ ତୁଳସୀ ଗଛ ଭରା ପୁରା ଥାଏ ତାହେଲେ ଆମେ ଜାଣିବା କି ପରିବାର ର ଉନ୍ନତି ଆସିବାକୁ ଯାଉଛି |

2-ଏହା ଛଡା ଆପଣ ମାନଙ୍କର ମୁହଁରେ ଯଦି ବ୍ରଣ ବାହାରିଛି ତାହେଲେ ଡାଲଚିନି କୁ ଗୁଣ୍ଡ କରିକି ସେଥରେ ମହୁ ମିଶାଇ ମୁହଁରେ ଲଗାଇଲେ, ମୁହଁରେ ଦାଗ ଦୂର ହୋଇଥାଏ ବୋଲି କୁହାଯାଏ |

3- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ ଙ୍କର ଘରେ ଧନ ଜନିତ ସମସ୍ୟା ସବୁବେଳେ ଲାଗି ରହିଛି ତାହେଲେ ଗାଧୋଇବା ବେଳେ ପାଣି ରେ କଳା ରାଶି ଵା କଳା ଜିରା କୁ ବ୍ୟବହାର କରନ୍ତୁ | ତାହା ବ୍ୟତୀତ ଏହି ସବୁ ଜିନିଷ କୁ ଦରିଦ୍ର କୁ ଦାନ କରିଲେ ମଧ୍ୟ ଶୁଭ ଫଳ ମିଳିଥାଏ |

4-କୁହାଯାଉଛି କି ଆପଣ ମାନେ ଦ୍ଵିତୀୟା ଚନ୍ଦ୍ର କୁ ଦର୍ଶନ କରିକି ଆପଣ ଙ୍କର ମନରେ ଯାହାବି ଇଚ୍ଛା ଅଛି ତାହାକୁ ମାଗିଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ |

5-ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଡବା ରେ ଆପଣ ମାନେ ଚାଉଳ ରଖୁଛନ୍ତି, ତାହାକୁ ରଖିବା ପୂର୍ବରୁ ରୁପା ର ସିକା କୁ ଟିକିଏ ପକାଇ ଦିଅନ୍ତୁ ଯାହା ଫଳରେ ଆପଣ ଙ୍କ ଜୀବନରେ ଧନ ଜନିତ ଅଭାବ ଆଉ ଦେଖା ଯିବ ନାହିଁ ବୋଲି କୁହାଯାଉଛି |

6-ଯଦି ଆପଣ ମାନେ ଗୁରୁବାର ଦିନ ଶୁକ୍ଲପକ୍ଷ ହୋଇଥିବ ଆଉ 5 ଟଙ୍କିଆ କଏନ କୁ ପାଇଛନ୍ତି ତାହେଲେ ସେହି ମୁଦ୍ରା କୁ ଖର୍ଚ୍ଚ ନ କରିକି ନାଲି କପଡା ରେ ଟଙ୍କା ସହିତ ଅରୁଆ ଚାଉଳ କୁ ବାନ୍ଧିକି ଠାକୁରଙ୍କ ପାଖରେ ରଖି ଦିଅନ୍ତୁ ଶୁଭ ଫଳ ପ୍ରାପ୍ତି ହେବ |

ତେବେ ଏହା ଥିଲା କଣ ସବୁ ନିୟମ ରହିଛି ଆମ ଜ୍ୟୋତିଷ ଶାସ୍ତ୍ର ରେ ଯାହା ଆମର ଜୀବନରେ ପରିବର୍ତ୍ତନ ଆଣିଥାଏ ସେ ବିଷୟରେ ସମ୍ପୂର୍ଣ୍ଣ ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment