ରାସ୍ତା ଉପରେ ଦୁଇଟି ଭୟଙ୍କର କୋବ୍ରା କୁ ନେଇ କଲେ ଏମିତି… ଭିଡ଼ିଓ ଦେଖିଲେ ହୋସ ଉଡିଯିବ…

ବନ୍ଧୁମାନେ ବହୁତ ସମୟରେ ଆପଣ ଗାଁ ଗହଳିରେ ଆପଣ ସାପ ଓ ସାପ ଖେଳାଇ ବାକୁ ଆସୁଥିବା କେଳା ମାନଙ୍କୁ ଦେଖିଥିବେ ।ସେହି କେଳା ମାନେ ବହୁତ ବିଷ ଧର ସାପ ମାନଙ୍କୁ ଖୁବ ସୁନ୍ଦର ଭାବେ ନିୟନ୍ତ୍ରିତ କରିବା ସହିତ ସାପ ମାନଙ୍କୁ ନେଇ ବିଭିନ୍ନ ଖେଳ ଦେଖାଇ ଥାନ୍ତି ।କିନ୍ତୁ ଆଶ୍ଚର୍ଯ୍ୟ ର କଥା କି ସାଧାରଣ ଲୋକମାନେ ସାପ କୁ ଦେଖି ଡରି ଯାଉଥିବା ବେଳେ କେଳା ମାନଙ୍କ ପାଖରେ ଟିକିଏ ବି ଡର ଭୟ ଦେଖିବାକୁ ମିଳେ ନାହିଁ ।ହେଲେ ବର୍ତ୍ତମାନ ଏମିତି ଗୋଟିଏ ଭିଡ଼ିଓ ଦେଖିବାକୁ ମିଳିଛି ଯେଉଁଥିରେ ଜଣେ କେଳା ସାପଙ୍କୁ ନେଇ ଖେଳ ଦେଖାଉଛନ୍ତି କିନ୍ତୁ ହଠାତ କିଛି ଏମିତି ଘଟୁଛି ଯାହା ଦେଖିଲେ ଦେହ ଶୀତେଇ ଯାଉଛି ।

ଆଜିକାଲି ସୋସିଆଲ ମେଡିଆରେ ସାପଙ୍କୁ ନେଇ ବହୁତ ପ୍ରକାରର ଭିଡ଼ିଓ ଦେଖିବାକୁ ମିଳିଥାଏ ।ତେବେ ଯେତେବେଳେ ବି ସାପ କୁ ନେଇ କିଛି ବି ଦେଖିବାକୁ ମିଳେ ତାହା ଖୁବ ଡରେଇ ଦିଏ ।ହେଲେ ଏହି ଭିଡ଼ିଓ ଗୁଡିକରେ ସାପ କୁ କେମିତି ରେସ୍କୁ ହେଉଛି କେମିତି କେଳା ମାନେ ସାପ କୁ ନିୟନ୍ତ୍ରଣ କରୁଛନ୍ତି ସେସବୁ ବିଶେଷ ଭାବେ ଦେଖିବାକୁ ମିଳେ ।ତେବେ କେଳା ମାନଙ୍କ ର ଜୀବିକା ଅଟେ ସାଧାରଣତଃ ସାପ କୁ ଧରିବା ଆଉ ତାଙ୍କ ଖେଳ କରି ଲୋକଙ୍କୁ ଦେଖାଇବା ।ତେବେ ଦେଖନ୍ତୁ ଏହି ସାପୁଆ କେଳା କେମିତି କୋବ୍ରା ଭଳି ଭୟଙ୍କର ସାପଙ୍କୁ କେମିତି ରସି ପରି ବ୍ୟବହାର କରୁଛନ୍ତି ।

ଭିଡ଼ିଓରେ ଆପଣ ଦେଖି ପାରୁଥିବେ କିଛି ସାପୁଆ କେଳା ଆଗ ବିନ ବଜାଉଛନ୍ତି ତାପରେ ଗୋଟିଏ ପରେ ଗୋଟିଏ ସାପ ଥିବା ପେଡି ଖୋଳୁଛନ୍ତି ।ଆଉ ସେହି ପେଡି ଭିତରୁ ବାହାର ହେଉଛି ଭୟଙ୍କର କୋବ୍ରା, ସେ ପୁଣି ଗୋଟିଏ ନୁହେଁ ବରଂ ତିନି ତିନିଟା ।ଆଉ ତାପରେ କେଳା ଜଣକ ସାପ ମାଙ୍କ ଆଗରେ ହାତ ବୁଲେଇ ଖେଳ ଦେଖାଉଛନ୍ତି।କେତେବେଳେ ସାପ ଫଣା ଟେକି ଦେଉଛନ୍ତି ତ ଆଉ କେତେବେଳେ ସାପ ବାହାରକୁ ଚାଲି ଯାଉଛି ।ତେବେ ଯେତେବେଳେ ସାପ ଲୋକଙ୍କ ପାଖୁକୁ ଚାଲି ଯାଉଛି ସେତେବେଳେ ଲୋକମାନେ ଡରି ଦୌଡ଼ି ପଳାଇ ଯାଉଛନ୍ତି ।

ତେବେ ଏମିତି ଖେଳ ଭିତରେ କିନ୍ତୁ କେଳା ସାପ ଙ୍କ ବିଷୟରେ କହିବା ସହିତ ସାପ ମାନଙ୍କ ର ଦାନ୍ତ ନାହିଁ ଜଣାଇଥିଲେ ତେଣୁ ସେହି କାହାର କିଛି କରିପାରିବ ନାହିଁ ।ଏମିତି ସାପ ମାନଙ୍କ ର ଖେଳ ଦେଖି ଲୋକମାନେ ଖୁବ ମଜା ନେଉଥିବା ସହିତ ବେଳେ ବେଳେ ଖୁବ ଡରି ବି ଯାଉଥିଲେ ।ତେବେ ସତ କହିବାକୁ ଗଲେ କୋଉ ବି ନିରୀହ ଜୀଵ ହେଉ ସେମାନଙ୍କୁ ନେଇ ଏମିତି ହଇରାଣ କରିବା ଆଦ୍ୟୁ ଉଚିତ ନୁହେଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment